କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଟାସ୍କ ଫୋର୍ସ

ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ପରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର…

ସ୍ୱାଧୀନତା ଦିବସ-୨୦୨୪ ପାଳନ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

 ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା  ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବରପୁତ୍ରମାନଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତି  ଦେଶପ୍ରେମ/ଜାତିପ୍ରେମ ଭାବନା ଉଦ୍ରେକ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଭୁବନେଶ୍ୱର:…

ଦୁର୍ଘଟଣାରେ ଶିକାର ହେଲେ କାଉଡିଆ ଓ ପଥଚାରୀ।

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମ ର ଜାତୀୟ ରାଜପଥ ୧୬ରେ ଅଘଟଣ ଘଟିଯାଇଛି । ଖବର ନେବାରୁ ଜଣାପଡିଛି ଯେ, ବୋଲବମ୍ କାଉଡିଆମାନେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜଳ ଭାର ନେଇ ଶିବାଳୟ କୁ ଯାଇଅଭିଷେକ କରି ଵାର ଯୋଜନା ରଖିଥିବା…

ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

https://youtu.be/ploZ-q_1svQ    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ…

ଗାଇସିଲାଟରେ ନକଳି ଶିକ୍ଷକ ଖୋଜା ପ୍ରହସନ ନୁହେଁ ତ ?

ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲାରେ ନକଳି ଶିକ୍ଷକ ଖୋଜୁଛି ଶିକ୍ଷା ବିଭାଗ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଗାଈସିଲାଟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଟିମ ଖୋଜୁଛି ନକଳି ଶିକ୍ଷକ କିଏ । ଏଇ ପ୍ରସଂଗକୁ ନେଇ ଚାରିପଟେ ହଇ ଚଇ ଖେଳୁଥିବା ବେଳେ ଗାଇସିଲାଟରେ ବ୍ଲକ ଶିକ୍ଷା…

ଉଦ୍ଧାର ହେଲା ଭାଲୁ,ଲୋକଙ୍କ ମନରେ ଭୟ ହେଲା ଦୂର

https://youtu.be/C-wF0zU-lgs ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ଘଣ୍ଟାର ଅନ୍ତ ପରେ ବନ ବିଭାଗ ପକ୍ଷରୁ ଉଦ୍ଧାର ହେଲା ଭାଲୁ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ…

ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା କନ୍ଦ ସମାଜ ସଂସ୍କୃତି ଭବନ ଠାରେ ଆଜି ବିଶ୍ବ ଆଦିବାସୀ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ସଭାପତିତ୍ୱରେ…

ବିଜେପୁର ଆୟୁର୍ବେଦ ସରକାରୀ ଡାକ୍ତରଖାନା ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ରେ ପରିଣତ

ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିଜେପୁର ଆୟୁର୍ବେଦ ସରକାରୀ ଡାକ୍ତର ଖାନା ଅସାମାଜିକ ଯୁବକ ଙ୍କ ଆଡ୍ଡାସ୍ଥଳି ରେ ପରିଣତ ହୋଇଯାଇଛି,ବିଜେପୁର ଡାକ୍ତର ଖାନା ଗରିବ ଲୋକ ଙ୍କ ପାଇଁ ମାଗଣା ରେ ଚିକିତ୍ସା ସହ ଔଷଧ ବିତରଣ କରିବା ର ସେବା…

ସିମୁଳିଆ ବିଧାୟକ ଙ୍କ ଦ୍ଵାରା ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ଵର,ଖଇରା/ ବୁଲୁ ଲେଙ୍କା/ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କ ଦ୍ଵାରା ତିନି ଗୋଟି ପ୍ରକଳ୍ପ ର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି କେଳାପଲ୍ଲୀ ଛକ ନିକଟରେ…

ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚର ସ୍ମାରକ ପତ୍ର ପ୍ରଦାନ।

 (ଶାସକ ପ୍ରଶାସକ / ଖଲ୍ଲିକୋଟ ରୁ ଶିବରାମ ଜେନା :  ସ୍ଥାନୀୟ ଖଲ୍ଲିକୋଟ ର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବୈଠକରେ ବିଭନ୍ନ ପ୍ରକାର ର ପ୍ରସ୍ତାବ ଆଗତ କରିଥିଲେ। ସେଥିମଧ୍ୟରୁ କୋଷାଧ୍ୟକ୍ଷ ପଦବୀ ପୂରଣ ପାଇଁ ପ୍ରସ୍ତୁତି ଅନୁଯାୟୀ ପ୍ରମୋଦ କୁମାର ସିଂ ଙ୍କୁ ସର୍ବ…