ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ…

ଇରାକରୁ ଫେରିଲେ ଫସିଥିବା ଓଡିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା

ଭୁବନେଶ୍ବର, ୦୪|୦୮ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଇରାକରେ ଫସିଥିବା ଓଡିଆ ଯୁବକ ବିମଳ ରଣଜିତ ଆଜି ନିଜ ଘରକୁ ଫେରିଛନ୍ତି| ବିମଳଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ…

ଭୁବନେଶ୍ୱର ପାଇଁ ଗଠନ ହେଉ ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ : ରଶ୍ମୀ ମହାପାତ୍ର

ଭୁବନେଶ୍ୱର :ଭୁବନେଶ୍ୱର ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ ( Bhubaneswar Heritege Development Authority ) ପ୍ରତିଷ୍ଠା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଏକାମ୍ର ବିକାଶ ମଞ୍ଚର ଅଧ୍ୟକ୍ଷ, ବିଜେପି ନେତ୍ରୀ ତଥା ଭୁବନେଶ୍ୱରର ଜଣାଶୁଣା…

ଓସିପିଏଲରେ ହୋଇଛି ୩୭୨ କୋଟି ଟଙ୍କାର ବ୍ୟାପକ ଦୁର୍ନୀତି : ଓଡିଶା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ୱର, ୩.୮ : ଗତ ୧୬ ଜୁଲାଇ ୨୦୨୪ ରିଖରେ ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ଅଡ଼ିଟରେ ଏକ ସାଙ୍ଘାତିକ ତଥ୍ୟର ଖୁଲାସା କରିଛନ୍ତି ଯାହାକି ଓଡ଼ିଶା କମ୍ପାନୀ ଇତିହାସରେ ବଡ଼ କ୍ଷତି ବୋଲି ଧରାଯିବ । ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ଼ କମ୍ପାନୀରେ ଉତ୍ପାଦିତ କୋଇଲାର ଗ୍ରେଡ ବା ମାନ…

ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଖଇରା/ବୁଲୁ ଲେଙ୍କା:  ବାଲେଶ୍ୱର୍ ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ସିମୁଳିଆ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା,ମୁଖ୍ୟବକ୍ତା ଗୋଷ୍ଟି…

ଡାବୁଗାଁ ରେ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୩/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ବ୍ଲକ ଅଧ୍ୟକ୍ଷା ବୀଣା…

ଦୀର୍ଘ ବର୍ଷ ଧରି ଶାରୀରିକ ଶୋଷଣ ଓ ଠକାମୀର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ ଆଦିବାସୀ ମହିଳା

ନବରଙ୍ଗପୁର /,ଅଶୋକ ସାହୁ, ଶାସକ ପ୍ରଶାସକ: ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ବିଶ୍ୱାସରେ ବିଷ ଦେଇ ଟଙ୍କା ସୁନାଗହଣା ଆଦି ଲୁଟି ନେଇଛନ୍ତି ଜଣେ ସରକାରୀ ରାଜସ୍ବ ବିଭାଗରେ କାର୍ଯ୍ୟରତ ସରକାରୀ ବାବୁ, କେତେବେଳେ ପ୍ରଲୋଭନ ଦେଖାଇ ତୋ କେତେବେଳେ ଜୀବନରେ ମାରି ଦେବାକୁ ଧମାକଚମକ ଦେଇ,…

ଏନସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ରାଉରକେଲା ନବମ ବାଟାଲିୟନ ଏନସିସି, ର ପରିଦର୍ଶନ

ରାଉରକେଲା(ବସନ୍ତ କୁମାର ଜେନା): କମାଣ୍ଡର ଜେ ସୁରେଶ, ଡିଡିଜି, ଏନସିସି ନିର୍ଦ୍ଦେଶାଳୟ, ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାସନ କର୍ଣ୍ଣେଲ ସଂକେତ ଦେବ ଏବଂ ସମ୍ବଲପୁର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଅମିତାଭ ରାୟ, ସେନା ପଦକ ସହିତ ନବମ(ଓ) ବାଟାଲିୟନ ଏନସିସି, ରାଉରକେଲା ପରିଦର୍ଶନ କରିଛନ୍ତି।…

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି

ରାଉରକେଲା(ବସନ୍ତ କୁମାର ଜେନା): ୧୯୬୧ ମସିହାରେ ପ୍ରତିଷ୍ଠିତ ତଥା ପରବର୍ତ୍ତୀ ସମୟରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ସ୍ଥାୟୀ ସହବନ୍ଧନ ସ୍ବୀକୃତି…

ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

ରାଉରକେଲା(ବସନ୍ତ କୁମାର ଜେନା): ସହରର ବିଶିଷ୍ଟ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ସଂଜୀବିତ୍ ମଲ୍ଟି ସ୍ପେସିଆଲିଟି ହେଲଥ୍ ର ମିଳିତ ଆନୁକୂଲ୍ୟରେ ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ…