Sign in
Sign in
Recover your password.
A password will be e-mailed to you.
ରାଜ୍ଯ ଇଣ୍ଡେନ୍ସ ସାଇନ୍ସ ଅଲମ୍ପିଆଡ଼ରେ ପୁରୀର କୁନି ଝିଅ ମିଲି ପୁରସ୍କୃତ
ପୁରୀ (ଅନିମେଶ ପଟ୍ଟନାୟକ)- ରାଜ୍ୟସ୍ତରୀୟ ଇଣ୍ଡେନ୍ସ ସାଇନ୍ସ ଅଲମ୍ପିଆଡ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି କୁନି ଝିଅ ମିଲି ନାୟକ। ଏଲକେଜିର ଛାତ୍ରୀ ମିଲି ପୁରୀ ଡିଏମ୍ ପବ୍ଲିକ ସ୍କୁଲରେ ପଢନ୍ତି । ଏହି ପ୍ରତିଯୋଗିତାରେ ସେ ୨ୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାର ଫାଇନାଲ…
ଜନଜାତି ଓ ପଛୁଆ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳ ଲକ୍ଷ୍ୟ : ମୋହନ ଚରଣ ମାଝୀ
ଅନୁସୂଚିତ ଜନଜାତି ମୋର୍ଚ୍ଚା ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା
ରାଜ୍ୟର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ବଦ୍ଧପରିକର
ଜନଜାତିଙ୍କ ବିଶ୍ୱାସଭାଜନ ହୋଇ ସମସ୍ତ ୩୩ ବିଧାନସଭା ଏବଂ ୫ ସାଂସଦ ଆସନ ଜୟଲାଭ କରିବା ପାଇଁ…
ବିଜେପି ଶାସନରେ ହରିୟାଣା କଂଗ୍ରେସର ଭ୍ରଷ୍ଟାଚାର ଏବଂ ଗୁଣ୍ଡାରାଜରୁ ମୁକ୍ତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
• କୁରୁକ୍ଷେତ୍ର ଠାରେ “ଆମର ହରିୟାଣା – ନନ୍ ଷ୍ଟପ୍ ହରିୟାଣାରେ ହରିୟାଣା ମୁଖ୍ୟମନ୍ତ୍ରୀ ଉପସ୍ଥିତ • ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ହାଟ୍ରିକ୍ ବିଜୟ ସୁନିଶ୍ଚିତ • ବିଜେପି ସରକାରରେ ହରିୟାଣାରେ “ନନ୍ ଷ୍ଟପ୍” ବିକାଶ • ଗୁରୁକୁଳ କୁରୁକ୍ଷେତ୍ର ଶିକ୍ଷାନୁଷ୍ଠାନ ପରିଦର୍ଶନ କଲେ…
କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ୍ଧୁତା ଦିବସ : ୧୯୮୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ଯୋଗ ଦେଲେ ଏହି ବ୍ୟାଚର ଛାତ୍ର ଏକାମ୍ର ବିଧାୟକ ବାବୁ ସିଂ, ବନ୍ଧୁତା ଦିବସରେ ଜଣାଇଲେ ପରସ୍ପରକୁ ଶୁଭେଚ୍ଛା l
ଭୁବନେଶ୍ୱର: ଅଗଷ୍ଟ ମାସ ପ୍ରଥମ ରବିବାର ବନ୍ଧୁତା ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚର…
ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଗଜପତି ଜିଲ୍ଲା ଗସ୍ତ ଏବଂ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ରବିବାର) ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। କୋରାପୁଟ ଏବଂ ରାୟଗଡା ଜିଲ୍ଲା ଗ୍ରସ୍ତ ସାରି ନିର୍ବାଚନ ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଗଜପତି ଜିଲ୍ଲାକୁ ଏହା…
ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସଦରମହକୁମା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ରୋଟାରୀ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ବିଶ୍ୱ ବନ୍ଧୁତା ଦିବସ ” ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ ରିବନ ଶାଖା ତରଫରୁ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଏବଂ ଯୁବ…
ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରିବ ଛାତ୍ରଛାତ୍ରୀଙ୍କୁ ରେନ୍ କୋଟ ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗରୁଡ ଗୁଡା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ପରିସରରେ ଏଠାରେ ଅଧ୍ୟୟନ କରୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ରେନ କୋଟ (ବର୍ଷା ପୋଷାକ ) ବଣ୍ଟନ କରାଯାଇଛି। ପୁରୀ ରାମ କୃଷ୍ଣ ମିଶନ ର ନିରଞ୍ଜନ…
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ନୂତନ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଏବଂ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଥମିକ ବିଦ୍ୟାଳୟ…
ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ: ଥାଲାସେମିଆ ରୋଗୀଙ୍କ ପାଇଁ ଏକ ଅନନ୍ୟ ଉଦ୍ୟମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଟାଉନ ହଲରେ ଜାତୀୟ ଥାଲାସେମିଆ ଫୋରମ୍ ଓ ଯୋଗାଣ ବିଭାଗ ଗୁଣୁପୁର ପକ୍ଷରୁ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରୁ ମୋଟ 200 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ…