ବିଜେପୁର ବ୍ଲକ ଅଧକ୍ଷଙ୍କୁ ନେଇ ବିବାଦ

3

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରେ ବିଜେଡି ନେତା ତଥା ବ୍ଲକ ଅଧକ୍ଷ ମୋତିଲାଲ ସାହୁଙ୍କୁ ବ୍ଲକ କାର୍ଯ୍ୟାଳୟ ମନା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଠାରେ କୋର୍ଟ ଉଦଘାଟନ ହେବାର ଥିଲା ସେହି ସମୟରେ ସ୍ଥାନୀୟ ବ୍ଲକ୍ ଅଧକ୍ଷ ପୂର୍ବତନ ମନ୍ତ୍ରୀ ରିତା ସାହୂ ମଞ୍ଚାସିନ ହେବା ପାଇଁ ଜିତ୍ ଧରିଥିଲେ ହେଲେ ଆଇନ ଅନୁଯାୟୀ କୌଣସି ରାଜନୀତିଜ୍ଞ ମାନେ ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବସିପାରିବେ ନାହିଁ, ତେବେ ବ୍ଲକ ଅଧକ୍ଷ ମୋତିରାମ ସାହୁ ଓ ବିଜେଡି ଦଳୀୟ କର୍ମୀ ମନ୍ତ୍ରୀଙ୍କୁ ମଞ୍ଚ ଉପରେ ବସିବା ପାଇଁ ଜିତ ଧରିଥିଲେ ଯାହାକି ଉଦଘାଟନ ହେବା ପୂର୍ବରୁ ବନ୍ଧ ହୋଇଯାଇଥିଲା । ଯାହାକୁ ନେଇ ବିଜେପୁର ବ୍ଲକ୍ ର ହଜାର ହଜାର ଜନସାଧାରଣଙ୍କ ଆକ୍ରୋଶ ର ଶିକାର ହେଲେ ବ୍ଲକ ଅଧକ୍ଷ ଓ ପୂର୍ବତନ ମନ୍ତ୍ରୀ ରିତା ସାହୂ । ତେବେ ଉକ୍ତ ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ବିବାଦ । ଆଜି ବୁଧବାର ସକାଳ ୧୧ ରୁ ମଧ୍ୟାହ୍ନ ୨ଟା ଯାଏଁ ପ୍ରତିବାଦ ରେ ଜନସାଧାରଣ । ଶୁଣନ୍ତୁ ପ୍ରତିକ୍ରିୟା ।

Leave A Reply

Your email address will not be published.