ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ବୋଡେ଼ନ ବିଦେଶୀ ମଦ ଦୋକାନରୁ ମଦ ଚୋରି ଘଟଣାରେ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା ଜିଲ୍ଲା ରୁ କଳିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୋଡେ଼ନ ବସ ଷ୍ଟାଣ୍ଟ ନିକଟରେ ଥିବା ବିଦେଶୀ ମଦ ଦୋକାନ ରୁ ମଦ ଚୋରିକରି ଥିବା ତିନି ଅଭିଯୁକ୍ତ ଙ୍କୁ ଆଜି ବୋଡେ଼ନ ପୋଲିସ କୋର୍ଟ ଚାଲାଣ କରିଛନ୍ତି l ସୂଚନାନୁସାରେ ଚଳିତ ମାସ ଏକ…

ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର ଓ ରାଣୀ ସାହେବଙ୍କ ୮୭ତମ ଜନ୍ମଦିନ ପାଳନ ।

(ଶାସକ ପ୍ରଶାସକ/ଶିବରାମ ଜେନା)ଖଲ୍ଲିକୋଟ: ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ସ୍ବର୍ଗତ ରାଣୀ ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ରକ୍ତଦାନ ଶିବିର ରେ…

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର:ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲୋ ସେ ତତ୍କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲୋ ସେ ଥିଲେ…

ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ: ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପାଇ ଖୁସିରେ ଫେରିଲେ ଲୋକ ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ନଥିଲା କୌଣସି ପ୍ରତିବନ୍ଧକ ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ସମସ୍ୟା ସମାଧାନ ଆମ ସରକାରର ପ୍ରାଥମିକତା- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ…

କେନ୍ଦୁଝରର ଯୋଡାରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ, ୨ ଲକ୍ଷ ଟଙ୍କାର ସୋଲାସିୟମ ସ୍କିମ୍‌ରେ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ମୃତ ଛାତ୍ରଙ୍କ ଭାଇମାନଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଗଲା ଭୁବନେଶ୍ୱର: ଆଜି ସକାଳେ କେନ୍ଦୁଝର ଜିଲ୍ଲା…

ଏବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ

ପ୍ରାୟ ୪୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେବେ ଜିଲ୍ଲାସ୍ତରକୁ ସ୍ବାଧୀନତା ଦିବସ ପାଇଁ ଅଧିକ ଅର୍ଥ ବରାଦ କରାଯିବ ଭୁବନେଶ୍ୱର: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ…

ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୦୫/୦୮/ ୨୦୨୪: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍)ର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍  କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍ ଓଡ଼ିଆ ପ୍ରିନୁ୍ୟର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ…

“ସୁନା ଉପରେ ୩% ଓ ବିମାନ ଯାତ୍ରା ଉପରେ ୫% ଜିଏସ୍‌ଟି ଥିଲାବେଳେ କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି କେତେଦୂର…

ରାଜ୍ୟ ବିଜେପି ସରକାର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପାଇଁ କେନ୍ଦ୍ର ପାଖରେ ଦାବି ରଖନ୍ତୁ: ବିଜେଡି ୨୦୧୯ରେ କେନ୍ଦ୍ର ବିଜେପିର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପ୍ରତିଶ୍ରୁତି ପାଣିର ଗାର ହୋଇଥିଲା ଭୁବନେଶ୍ୱର, ୦୫/୦୮/୨୦୨୪: ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ…

ଯୋଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା : ସ୍କୁଲ ଯିବା ବେଳେ ଟ୍ରକ୍‌ ଧକ୍କାରେ ୨ ଛାତ୍ରଙ୍କ ସହ ଅଭିଭାବକଙ୍କ ମୃତ୍ୟୁ

ଯୋଡ଼ା : (ଶାସକ ପ୍ରଶାସକ) ଯୋଡ଼ା ଡିଏଭି ସ୍କୁଲ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍ ତାଙ୍କ ପୁଅ ନିକିତ ଭୂସାଲ୍ ଓ ଗଣେଶ ଶର୍ମା । ମୃତକ ଦୁଇ ଛାତ୍ର ଯୋଡ଼ା…