ଗୁଣପୁର ଉପଖଣ୍ଡ ଡ଼ାକ୍ତରଖାନା ରେ ସୁପରିଟେଣ୍ଡେଣ୍ଟ ଦାୟିତ୍ବ ନେଲେ ଡଃ ପ୍ରଦୀପ ପଣ୍ଡା

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ପଣ୍ଡା।
ଏଠାରେ ସୁପରିଟେଣ୍ଡେଣ୍ଟ ଥିବା ଡଃ ରମେଶ ସାହୁ ପଦୋନ୍ନତି ପାଇ ଏଠାରୁ ବଲାଙ୍ଗୀର ଜିଲ୍ଲାକୁ ବଦଳି ପରେ ବରିଷ୍ଠତା ଭିତ୍ତିରେ ଡଃ ପଣ୍ଡା ଏହି ଦାୟିତ୍ବ ନେଇଛନ୍ତି। ସକାଳ ହେଲେ ରୋଗିଙ୍କ ଭିଡ ଲାଗୁଥିବା ଏହି ଡାକ୍ତରଖାନା ରେ ଡାକ୍ତକ ମରୁଡି ଏକ ବଡ ସମସ୍ଯା ହୋଇଥିବା ବେଳେ ଡଃ ପଣ୍ଡା ସେହି ହାତ ଗଣତି ଡାକ୍ତର ଙ୍କୁ ନେଇ ଏଠାରେ ରୋଗି ସେବାକୁ କିଭଳି ତ୍ବରାନ୍ବିତ କଲେ ଦେଖିବାର କଥା।

 

Leave A Reply

Your email address will not be published.