Sign in
Sign in
Recover your password.
A password will be e-mailed to you.
ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ସମସ୍ୟାକୁ ଗମ୍ଭୀର କରୁଛି: ବିଜେଡି
ଅସାଧୁ ବ୍ୟବସାୟୀଙ୍କ ସହ ବିଜେପିର ନିବିଡ ସଂପର୍କ କାର୍ଯ୍ୟାନୁଷ୍ଠାନରେ ବାଧକ ସାଜୁଛି
ସରକାରଙ୍କ ବିବୃତ୍ତି ଓ କାର୍ଯ୍ୟକ୍ରମ ମଧ୍ୟରେ ତାଳମେଳ ରହୁନି
ଭୁବନେଶ୍ୱର, ୧୦/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ…
“ହର ଘର ତିରଙ୍ଗା” ଅଭିଯାନ ବ୍ୟାପକ କରିବାକୁ ଉନ୍ନୟନ କମିଶନରଙ୍କ ଅଧ୍ଯକ୍ଷତାରେ ବୈଠକ
ବିଭିନ୍ନ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା
ଏକତା ଏବଂ ଦେଶଭକ୍ତିର ଗଭୀର ଭାବନାକୁ ପ୍ରେରିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।
ଭୁବନେଶ୍ବର: “ହର ଘର ତିରଙ୍ଗା” (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନକୁ ବ୍ୟାପକ କରିବାକୁ ଆଜି ପୂର୍ବାହ୍ନରେ ଏକ ବୈଠକ…
15,000 କୋଟି ଟଙ୍କାର ଉପହାର ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ କରିବ- ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର କ୍ୟାବିନେଟରେ ନୂଆ ରେଳ ଲାଇନ ମଞ୍ଜୁରୀରେ ଓଡ଼ିଶାକୁ ପ୍ରାଧାନ୍ୟ
• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ • ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଏବଂ ସହରୀ ଯୋଜନା 5 ବର୍ଷ ସମ୍ପ୍ରସାରଣ ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ • ମୟୂରଭଞ୍ଜ,…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ କ୍ୱାଣ୍ଟମ ମଧ୍ୟମରେ ଭବିଷ୍ୟତ କମ୍ପୁଟିଂ ଏବଂ ଯୋଗାଯୋଗ ଅନୁସନ୍ଧାନ ସମ୍ପର୍କିତ ଦୁଇ ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏ ଆଇ ସି ଟି ଇ ପ୍ରୋଯୋଜିତ ଏ ଆଇ ସି ଟି ଇ- ଭାନି ଯୋଜନା ଅଧୀନ ରେ ଆୟୋଜିତ…
ଆଦିବାସୀ ଦିବସ ପାଳିତ, ବିର୍ଷାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଆଦିବାସୀ ଦିବସ ପାଳନ କରିବା ସହ ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।ବ୍ଲକରେ ଥିବା ସମସ୍ତ ଆଦିବାସୀ ଭାଇ ଭଉଣୀ ମାନେ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଛକରେ ଥିବା ଦିବ୍ୟଦର୍ଶନ ମନ୍ଦିର…
ଘରେ ଘରେ ତ୍ରିରଙ୍ଗା ଅଭିଯାନ
• ବିନା ମୂଲ୍ୟରେ ଏକ ଲକ୍ଷ ଜାତୀୟ ପତାକା ଲୋକଙ୍କୁ ଯୋଗାଇବା ଲକ୍ଷ୍ୟ: ୧୩ଟି ବ୍ଲକ ସ୍ତରୀୟ ମହାସଂଘ ପତାକା ଯୋଗାଇବା ପାଇଁ ନିୟୋଜିତ
• ଅଭିଯାନରେ ସାମିଲ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ
ବରଗଡ : ୭୮ତମ…
ଅଞ୍ଚଳ ମହାବିଦ୍ୟାଳୟ ରେ ବନମହୋତ୍ସବ ଅନୁଷ୍ଠିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ ଦ୍ୱାରା ଏନ୍.ଏସ୍.ଏସ୍ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟର ପଡିଆଠାରେ ବୃକ୍ଷରୋପଣ କରିଥିଲେ। ଉକ୍ତ କାର୍ଯକ୍ରମକୁ ଏନ୍.ଏସ୍.ଏସ. ର ବିଭାଗୀୟ ଅଧିକାରୀ ଅଧ୍ୟାପକ ସଞ୍ଜୟ ଟିଗା ଏବଂ ଅଧ୍ୟାପିକା ବୁନୀ ସାହୁ ପରିଚାଳନା…
ସମ୍ ଅଲ୍ଟିମେଟ ମେଡିକେୟାରରେ ଜଟିଳ ଏସ୍ଏମ୍ଏ ଆକ୍ୟୁଟ୍ ଥ୍ରୋମ୍ବୋସିସ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ ସଫଳ…
ଭୁବନେଶ୍ୱର, ୧୦ ଅଗଷ୍ଟ : ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍ଏମ୍ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି । କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍ରେ ପହଂଚିବା ପରେ ତାଙ୍କର…
ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରୀକ ସମ୍ପର୍କ ସ୍ଥାପନ; ଯୁବକ ଗିରଫ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରୀକ ସମ୍ପର୍କ ରଖିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ ଜଣେ ଯୁବକକୁ…
ଆଞ୍ଚଳିକ ମହାବିଦ୍ୟାଳୟରେ ଟେଲିକମ ଓ ସାଇବର ଅପରାଧ ନିରାକରଣ ଜନିତ ଗ୍ରାହକ ସଚେତନତା କର୍ମଶାଳା
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-,ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଆନୁକୂଲ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି I ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି…