୧୬ ତାରିଖରୁ ଆନ୍ଦୋଳନ କୁ ଓହ୍ଲାଇବ ପାରାଦ୍ଵୀପ ର ତିନୋଟି ଟ୍ରକ ସଙ୍ଘ

ପାରାଦ୍ଵୀପ/ସୁଦର୍ଶନ ମଲ୍ଲ : ଆସନ୍ତା ୧୬ ତାରିଖରୁ ଆନ୍ଦୋଳନ କୁ ଓହ୍ଲାଇବ ପାରାଦ୍ଵୀପ ର ତିନୋଟି ଟ୍ରକ ସଙ୍ଘ। ଅଚଳ ହେବ ପାରାଦ୍ଵୀପ ବନ୍ଦର ର ପଣ୍ୟ କାରବାର। କିଛି ଅସାଧୁ ଟ୍ରକ ମାଲିକ ଓ ପୋଲିସ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁ ଟ୍ରାଫିକ ନିୟମ ରେ ଆସୁଥିବା ଟ୍ରକ ମାସକୁ ଦୁଇଟି ମାତ୍ର ଭଡା…

“ଗଣମାଧ୍ୟମ ଯୋଗୁଁ ଭାରତରେ ଗଣତନ୍ତ୍ର ସ୍ୱଛନ୍ଦରେ ଚାଲିଛି”

ପୁରୀ (ଅନିମେଶପଟ୍ଟନାୟକ): ଗଣତନ୍ତ୍ରରେ ଗଣମାଧ୍ୟମ ଓ ଗଣନେତାଙ୍କ ଭୂମିକା ଶୀର୍ଷକକୁ ନେଇ ଏକ ତାତ୍ତ୍ଵିକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଥିରେ ମୁଖ୍ଯ ଅତିଥି ଭାବେ ବିଜେପି ରାଜ୍ଯ ଉପସଭାପତି ତଥା କବି ଶଙ୍କର୍ଷଣ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଅନୁରୋଧ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ…

ପାର୍ଥିବ ଶରୀର ସ୍ଥାନାନ୍ତରଣରେ ସହଯୋଗର ହାତ ବଢାଇଲା “ଜୟ ଓଡ଼ିଶା”

ଭୁବନେଶ୍ବର: ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ନୂଆ ସାହିର ବାସିନ୍ଦା ସ୍ଵର୍ଗତଃ ଆର୍ ସୋମନାଥଙ୍କ ପାର୍ଥିବ ଶରୀର ସ୍ଥାନାନ୍ତରଣରେ ସହଯୋଗର ହାତ ବଢାଇଛନ୍ତି ଅଗ୍ରଣୀ ସମାଜସେବୀ ସଂଘ ଜୟ ଓଡ଼ିଶା। ଆର୍ ସୋମନାଥ ଥିଲେ ପେସାରେ ଜଣେ ଦିନ ମଜୁରିଆ ତଥା ତାଙ୍କ ପୁତ୍ର ରାସ୍ତାକଡ଼ରେ ମୋଚି ଭାବେ କାମ…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର, ୧୦ ଅଗଷ୍ଟ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏହି…

ସୋଆରେ ୬ଷ୍ଠ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର, ୧୦/୦୮ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ପକ୍ଷରୁ ୬ଷ୍ଠ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା   ନମସ୍କାର ଆମର ଜାତୀୟ ପତାକା, ଆମ ଏକତା, ସଂହତି ଓ ଭାତୃଭାବର ପ୍ରତୀକ ଅଟେ। ଆଗାମୀ ଅଗଷ୍ଟ ୧୫ ଦିନ ଆମେ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବା। ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ…

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯକ୍ରମର ଶୁଭାରମ୍ଭ

ଭବନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୦.୮.୨୦୨୪୧୦ : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ “ ଜାତୀୟ କୃମିନାଶକ କାର୍ଯକ୍ରମ” କୁ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ଭବନୀପାଟଣା ଠାରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣି ଙ୍କ ତତ୍ୱାବଧାନରେ…

ଜେନିଥ୍ ରେ ଶୃଙ୍ଖଳିତ ଛାତ୍ର ନିର୍ମାଣ ସମାରୋହ

ପଦ୍ମପୁର :- ସ୍ଥାନୀୟ ଜେନିଥ୍ ଲାୟନ୍ସ ଗୁରୁକୁଳ ବିଦ୍ୟାଳୟ ଖେଳ ପଡ଼ିଆରେ ଶୃଙ୍ଖଳିତ ଛାତ୍ର ନିର୍ମାଣ ସମାରୋହ ଏକ ସ୍ଵତନ୍ତ୍ର ପରିବେଶ ରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ର ଉପ…

ଜଗତସିଂହପୁର ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ପ୍ରବେଶ ରେ କଟକଣା ଓ ସମ୍ଭାବ୍ଯ ବନ୍ୟା ପରିସ୍ଥିତି ର ସମୀକ୍ଷା ବୈଠକ

ଜଗତସିଂହପୁର, ତା 10.08.24 ରିଖ ସୁମନ୍ତ କୁମାର ଦାସ:  ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ନୂତନ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ପ୍ରବେଶ ରେ କଟକଣା ଓ ମହାନଦୀ ରେ ସୃଷ୍ଟି ହୋଇଥିବା ସମ୍ଭାବ୍ଯ…