ପଦ୍ମପୁର ରେ ବିଶ୍ଵ ଆଦିବାସୀ ଦିବସ ପାଳିତ।

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେର୍ମେଲାବାହାଲ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଥିଲେ । ରାଜବୋଡ଼ାସମ୍ବର ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ରାଜେନ୍ଦ୍ର କୁମାର ରାଉତ, ବିଞ୍ଝାଲ ସମାଜ ଲାଟ୍…

ଆସାମୀ ଙ୍କ ସହ ଖଣ୍ଡା ଶାବଳ ଓ ଟଙ୍କା ଜବତ୍ କଲା ଭଞ୍ଜନଗର ପୋଲିସ୍

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଗତ ଦିନରେ ଭଞ୍ଜନଗର ପୋଲିସ୍ ର ଦୃଷ୍ଟି ଆଢ଼ୁଆଳରେ ବିଭିନ୍ନ ସ୍ଥାନରେ ଚୋରି କରି ଆସୁଥିବା ଦୁଇ ଆସାମୀ କୁ ଭଞ୍ଜନଗର ପୋଲିସ୍ ଆଜି ଅଗଷ୍ଟ ମାସ ୯ ତାରିଖ ୨୦୨୪ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି। ଭଞ୍ଜନଗର ଥାନାଧିକାରୀ ଙ୍କ ସୂଚନା ପ୍ରକାରେ,…

କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ର ନୂଆ ଜିଲ୍ଲାପାଳ ଜେ ସୋନାଲ

ଜଗତସିଂହପୁର, ତା09.08.24ରିଖ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ,ଭା ପ୍ର ସେ। 2018 ବ୍ଯାଚ ର ଆଇ ଏ ଏସ୍ ଶ୍ରୀ  ସୋନାଲ ପୂର୍ବରୁ ଜିଲ୍ଲାପାଳ ଦାୟିତ୍ଵ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର…

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା ୦୯.୦୮.୨୦୨୪ – ସ୍ଵାଧୀନତାର ୭୮ତମ ପର୍ବ ପାଳନ ଅବସରରେ ଏବଂ ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀ ରେ ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ପର୍ଯନ୍ତ ତିନି ଦିନ ଧରି ହର ଘର ତ୍ରିରଙ୍ଗା କାର୍ଯକ୍ରମ ସାରା ଦେଶରେ ପାଳନ କରାଯିବ । ଏହି…

ହର ଘର ତିରଙ୍ଗା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ୭୮ତମ ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବ ପାଳନ ପୂର୍ତ୍ତି ଅବସରରେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।…

ରକ୍ଷା ବନ୍ଧନ ପାଇଁ ଯବାନ ଙ୍କୁ ରାକ୍ଷୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ)ତା : 09/08/2024 ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ରକ୍ଷା ବନ୍ଧନ ଉପଲକ୍ଷେ ଭାରତୀୟ ଯବାନ ମାନଙ୍କ ପାଇଁ ରାକ୍ଷୀ ଡାକ ଯୋଗେ ଆର୍ମି ହେଡ଼ କ୍ୱାଟର ଦିଲ୍ଲୀ କୁ ପ୍ରତିବର୍ଷ ଭଳି…

ବାଇକ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କଲେ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ନିକଟ ଜଙ୍ଗଲ ରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟ ସମୟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ…

ଦାରିଙ୍ଗବାଡିର ପାଷ୍ଟୋରାଲ ସଭା ଗୃହରେ ବିଶ୍ଵ ଆଦିବାସୀ ଦିବସ ପାଳିତ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା, ଦାରିଙ୍ଗବା ପାଷ୍ଟରାଲ ସଭାଗୃହ ଠାରେ ଆଦିବାସୀ ମହାସଂଘ ଏବଂ କୁଇକୁଳ ସମିତି ଆହ୍ୱାନ କ୍ରମେ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଛି । କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…

ଘୁ.ଉଦୟଗିରିରେ ବିଶ୍ୱ ଆଦିବାସୀ ଦିବସ ମହାଆଡମ୍ବର ସହକାରେ ପାଳିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଆଜି ହେଉଛି ବିଶ୍ୱ ଆଦିବାସୀ ଦିବସ I ଆଦି ବାସୀ ହେଉଛନ୍ତି ପ୍ରକୃତି ର ପୂଜକ I ଜଳ,ଜମି,ଜଙ୍ଗଲ ହେଉଛି ଆଦିବାସୀ ଲୋକ ଙ୍କ ମୁଳ ସମ୍ପତି I ଆଦିବାସୀ ହେଉଛନ୍ତି ମୂଳ ନିବାସୀ I ଏହି ଶୁଭ ଅବସରରେ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ଘୁ.ଉଦୟଗିରି ସଭାପତି…

ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରୀକ ସମ୍ପର୍କ ସ୍ଥାପନ; ଯୁବକ ଗିରଫ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରୀକ ସମ୍ପର୍କ ରଖିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ ଜଣେ ଯୁବକକୁ…