ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରୀକ ସମ୍ପର୍କ ସ୍ଥାପନ; ଯୁବକ ଗିରଫ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମରେ ଜଣେ 22 ବର୍ଷୀୟ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରୀକ ସମ୍ପର୍କ ରଖିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ ଜଣେ ଯୁବକକୁ…

ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।: .ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ମହୁଲବରେଇ ଗ୍ରାମ ସ୍ଥିତ ପାଲବିହାର ଠାରେ ଥିବା ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯାତୀୟସେବା ଯୋଜନା ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ବିଦ୍ୟାଳୟର…

ହିଣ୍ଡାଲକୋର ବାଫିଲମାଳି ବକ୍ସାଇଟ ଖଣିକୁ ସମ୍ମାନଜନକ ୫ ଷ୍ଟାର୍‍ ରେଟିଂ ପୁରସ୍କାର

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ ଷ୍ଟାର୍‍ ରେଟିଂ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି…

କାଶୀପୁର ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଦିବସ ପାଳନ।

 ରାୟଗଡା ରୁ ବୈକୁଣ୍ଠ ଦୁରିଆ _ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଆଜି ଜାତିସଙ୍ଘ ମାନ୍ୟତା ଅଗଷ୍ଟ ତା ୯ ରିଖ କୁ ବିଶ୍ୱ ଆଦିବାଦୀ ଦିବସ ଭାବେ ପାଳନ କରାଯାଇଛି। ଏହି ପରିପେକ୍ଷୀ ରେ କାଶୀପୁରବ୍ଲକ ସଦର ଚେତକ ବ୍ଲକ ଠାରେ ଅଞ୍ଚଳର ଶିକ୍ଷିତ ଆଦିବାସୀ ଯୁବକ ମାନେ ଅନୁଷ୍ଠାଣିକ…

ଯୁବ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ।

ବାସୁଦେବପୁର - ଯୁବ କଂଗ୍ରେସ ପକ୍ଷ ରୁ ପ୍ରତିଷ୍ଠା ଦିବସ ପାଳନ ବାସୁଦେବପୁର ରେ ହୋଇ ଯାଇଛି। ଏହି ଅବସର ରେ ପତାକା ଉତ୍ତୋଳନ କରିବା ସହ ବୃକ୍ଷ ରୋପଣ ବାବା ବଳିଆ ଆଶ୍ରମ ଠାରେ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ ବେହୁରା ଙ୍କ ନେତୃତ୍ ରେ ବିଧାୟକ ଅଶୋକ କୁମାର ଦାସ…

ବେଦାନ୍ତ ଆଲୁମିନିୟମ୍ ଜୈବ ଇନ୍ଧନ ଦିବସରେ ନିରନ୍ତର ଶକ୍ତି ପ୍ରତି ପ୍ରତିବଦ୍ଧତା ଦୋହରାଇଛି

ଝାରସୁଗୁଡ଼ା, ୯ ଅଗଷ୍ଟ ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ା କାର୍ଯ୍ୟକ୍ଷେତ୍ରରେ ସ୍ଥାୟୀ ଶକ୍ତି ଅଭ୍ୟାସ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଭାରତର ସବୁଜ ଶକ୍ତି ଲକ୍ଷ୍ୟ ଅନୁଯାୟୀ, କମ୍ପାନି ଏହାର ଶକ୍ତି ମିଶ୍ରଣରେ ଜୈବ…

ପାଠାଗାର ପକ୍ଷରୁ ଜାତୀୟ ପୁସ୍ତକପ୍ରେମୀ ଦିବସ ପାଳିତ

ବାସୁଦେବପୁରର : ବାସୁଦେବପୁରର ଭ୍ରାମ୍ୟମାଣ ଲୋକନାଥ ପାଠାଗାର ପକ୍ଷରୁ ଆଜି ଜାତୀୟ ପୁସ୍ତକପ୍ରେମୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେତଡା ଉତ୍କଳମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ଓଡ଼ିଆ ଅଧ୍ୟାପକ ବେଣୁଧର ପରିଡ଼ାଙ୍କ…

ଗୁଣପୁର ଠାରେ ବିଶ୍ବ ଆଦିବାସୀ ଦିବସ ପାଳନ

ଚଳିତ ମାସ ଅଗଷ୍ଟ 9 ତାରିଖରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ସଭାପତି ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ…

ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡ଼ଃ ଶୁଭଙ୍କର ମହାପାତ୍ର

ନବରଙ୍ଗପୁର ୯.୦୮.୨୦୨୪ : ଅଶୋକ ସାହୁ, ଶାସକ ପ୍ରଶାସକ:  ଡ଼ଃ ଶୁଭଙ୍କର ମହାପାତ୍ର ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ଼ଃ ମହାପାତ୍ର ନବରଙ୍ଗପୁର ରେ ପହଞ୍ଚିବା ପରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀ ଙ୍କ…

ଓମ୍ ଶାନ୍ତି ନଗର ରାସ୍ତା ପ୍ରତି ଚରମ ଅବହେଳା

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା ଙ୍କ ରିପୋର୍ଟ): ମୋ ଗାଁ ଖଲ୍ଲିକୋଟ ବୋଲି କହିଲେ ଛାତିଟା କୁଣ୍ଡେ ମୋଟ ହୋଇ ଥିବା ବେଳେ ଏବେ ଏଠାକାର ଏନ୍ ଏ ସି ଅନ୍ତର୍ଗତ ଫୁଲ ଝର ଵିତରେ ଥିବା ଓମ୍ ଶାନ୍ତି ନଗର ୱାର୍ଡ ନଂ -୪ ର ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ଥିବା ଜଣାପଡ଼ିଛି। ଦୀର୍ଘ…