ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥ ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ରେ ପ୍ରଚାର…

ସହକାରୀ ଉପ ବିଭାଗୀୟ ଅଧିକାରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସହକାରୀ ଉପ ବିଭାଗୀୟ ଅଧିକାରୀମାନେ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜିରାଙ୍ଗର ବୁଦ୍ଧିଷ୍ଠ ମନ୍ଦିର , ଖସଡ଼ା , ଗଣ୍ଡାହତୀ ଦର୍ଶନୀୟ ସ୍ଥାନ ବୁଲି ପରିଦର୍ଶନ କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସରକାରଙ୍କ ଦ୍ୱାରା…

କଳିଙ୍ଗ ମହାବିଦ୍ୟାଳୟରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ରକ୍ତଦାନ ମହାପୁଣ୍ୟ ପରି ଏକ ମହତ୍ ବାକ୍ୟକୁ ହୃଦୟଙ୍ଗମ କରି ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କଳିଙ୍ଗ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋ ଇଣ୍ଡିଆ ରୋଡ-ଶୋ-୨୦୨୪ କାର୍ଯ୍ୟକ୍ରମ

ଗୁଣୁପୁର ୨୩.୦୮.୨୦୨୪ - ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋ ଇଣ୍ଡିଆ ରୋଡ-ଶୋ-୨୦୨୪ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି / ଶିକ୍ଷାନୁଷ୍ଠାନରେ ଉଦ୍ୟେଗୀକରଣ ନିମନ୍ତେ ରୂପାନ୍ତରୀକରଣ ଓ ଅନ୍ତଃ ବିଭାଗୀୟ ଗବେଷଣା ସମ୍ପର୍କରେ ଆୟୋଜିତ ଏହି କାଯ୍ୟକ୍ରମରେ ଭାରତ ସରକାରଙ୍କ…

ଅଞ୍ଚଳ ମହାବିଦ୍ୟାଳୟ ରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ପଦ୍ମପୁର:-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଦିବସ ପାଳନ କରାଯାଇଛି। ପ୍ରଥମେ ଯୁକ୍ତ ଦୁଇ ଛାତ୍ରୀ ଶକ୍ତି ସ୍ୱରୂପା ପଣ୍ଡା ଏବଂ ତାଙ୍କ ସାଥୀବୃନ୍ଦ ଗଙ୍ଗାଧର ମେହେରଙ୍କ…

ପାଇକମାଳ ହାଇସ୍କୁଲ ରେ ଜାତୀୟ ମହାକାଶ ଦିବସ l

ପଦ୍ମପୁର :-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ ର ଚନ୍ଦ୍ର ପୃଷ୍ଠ ରେ ଅଗଷ୍ଟ ୨୩ ତାରିଖ ରେ ସଫଳ ଅବତରଣ…

ମୁଜାଗଡ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ମୁଜାଗଡ ପଞ୍ଚାୟତ ର ସରପଞ୍ଚଙ୍କ ଦୁର୍ନୀତି, ମନମୁଖୀ ଓ ଜନବିରୋଧୀ କାର୍ଯ୍ୟକଳାପ କୁ ବିରୋଧକରି ଉକ୍ତ ଗ୍ରାମର ୱାର୍ଡ ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ ସକାଶେ ଉପସ୍ଥିତ ହୋଇଥିଲେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ…

ସୁଭଦ୍ରା ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେପି

ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତନ ଆଣିବ: କୁସୁମ ଟେଟେ ଭୁବନେଶ୍ୱର, ତା.୨୩/୦୮: ମହିଳା ସଶକ୍ତିକରଣ କ୍ଷେତ୍ରରେ “ସୁଭଦ୍ରା ଯୋଜନା” ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଘୋଷଣା କରିଛନ୍ତି ।…

ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗ ଭିତ୍ତିହୀନ: ବିଜେଡି

 ରାଜ୍ୟର ପ୍ରଥମ ମହିଳା ବାଚସ୍ପତିଙ୍କୁ ବିଜେପି ବିଧାୟକ ଅସମ୍ମାନ ପ୍ରଦର୍ଶନ କରିଥିଲେ  ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟା: ବିଜେଡି

 ପାଞ୍ଚ ବର୍ଷରେ ୫୦,୦୦୦ ଅର୍ଥାତ ମାସକୁ ୮୩୩ ଟଙ୍କା ଓ ଦିନକୁ ୨୭ ଟଙ୍କା ଏକ ପ୍ରହସନ  ଭତ୍ତାଧାରୀଙ୍କ ପରେ ସୁଭଦ୍ରାରେ ମହିଳାଙ୍କୁ ପ୍ରଵଂଚନା ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ…