ହଜାର ହଜାର ଭକ୍ତ ମାନଙ୍କ ଗହଳ ଚହଳ ରେ ବିଦାୟ ନେଲେ ମା ଶ୍ୟାମା କାଳୀ।

5

ବାସୁଦେବପୁର – ଗତ ଦୀପାବଳି ରୁ ବାସୁଦେବପୁର ରେ ଆରମ୍ଭ ହୋଇ ଥିବା ମା ଶ୍ୟାମା କାଳୀ ଙ୍କ ଭସାଣୀ ଉତ୍ସବ ବେଶ୍ ଆନନ୍ଦରେ ବେଶ୍ ଧୁମ୍ ଧାମରେ ହୋଇ ଯାଇଛି। ଦୀର୍ଘ କୋଡ଼ିଏ ଦିନ ଧରି ବାସୁଦେବପୁର ରେ ଚାରି କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ର ସହ ମା ଙ୍କ ପୂଜା ପାଳନ କରାଯାଇଛି। ବହୁ ଦୁଇ ଦୁରନ୍ତ ରୁ ଭକ୍ତ ମାନଙ୍କ ର ଗହଳ ଚହଳ ଲାଗି ରହିଥିଲା।। ବହୁ ସାଂସ୍କୃତିକ କାର୍ଯ୍ୟ କର୍ମ ସହ ଅପେରା ପାର୍ଟି, ମିନା ବଜାର ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା । କୋଡ଼ିଏ ଦିନ ପରେ ବାସୁଦେବପୁର ରେ ମିଳିତ କମିଟି ପକ୍ଷରୁ  ମା ଶ୍ୟାମା କାଳୀ ଙ୍କ ଭସାଣୀ ଯାତ୍ରା ହୋଇ ଯାଇଛି। ସଂଧ୍ୟା ସମୟ ରେ ହଜାର ହଜାର ଭକ୍ତ ମାନଙ୍କ ଉପସ୍ଥିତି ରେ ମା ଙ୍କ ଭସାଣୀ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ବଜାର ପରିକ୍ରମା କରି ସାରିବା ପରେ ମା ଙ୍କୁ ବିଦାୟ ଦିଆ ଯାଇଛି।

Leave A Reply

Your email address will not be published.