ଜଳତାରରେ ପିଏମ୍ ଜନମନ ପରିଯୋଜନା ସଚେତନତା ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ  ଆଜି  ଗୁଣୁପୁର ବ୍ଲକର ଜଳତାର ଠାରେ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ…

ଡାକ୍ତର ନିଯୁକ୍ତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲେ ନର୍ଲା ବିଧାୟକ ମନୋରମା ମହାନ୍ତି

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟକ ମନୋରମା ମହାନ୍ତି ଡାକ୍ତର ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ମଙ୍ଗଳବାର ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି । ଏହି…

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନ

ଭୁବନେଶ୍ୱର, ଅଗଷ୍ଟ ୨୮: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ…

ଓଡିଶା ପାଇଁ ଆଉ ଦୁଇଟି ରେଳପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅତୁଳନୀୟ, ରେଳମନ୍ତ୍ରୀଙ୍କୁ ଧନ୍ୟବାଦ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ଓଡିଶା ପାଇଁ ଦୁଇଟି ନୂଆ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ, ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଦିଲ୍ଲୀରେ "ଫିକି' ପକ୍ଷରୁ ଆୟୋଜିତ କନକ୍ଳେଭ ଜାତୀୟ ମଞ୍ଚରେ ଓଡ଼ିଶାର ସଡ଼କ ସୁରକ୍ଷା ପଦକ୍ଷେପ ଉଚ୍ଚ ପ୍ରଶଂସିତ ନୂଆଦିଲ୍ଲୀ/ଭୁବନେଶ୍ୱର: ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛିା ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା…

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ ଓଡ଼ିଶା…

ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ । ଓଡ଼ିଶା…

ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

https://youtu.be/MkLU2uUBQiE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି। ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ସହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ…

ବି.ଜେ.ପି ର କୁଲାଡ ମଣ୍ଡଳ ସଦସ୍ୟତା ଅଭିଯାନ ଶିବିର।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନିର୍ଦେଶକ୍ରମେ ନିଜ ଦଳର ବଳ ପାଇଁ ସଭ୍ୟ ସଂଗ୍ରହ ବା ସଦସ୍ୟତା ସଂଗ୍ରହ ଅଭିଯାନ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଭଞ୍ଜନଗର…

ଜିଲ୍ଲାସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କର୍ମଶାଳା

ଜଗତସିଂହପୁର ତା.28.8.2024 ସୁମନ୍ତ କୁମାର ଦାସ: କେନ୍ଦ୍ର ଓ ରଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଡ଼ିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଜଗତସିଂହପୁର ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…

ବ୍ୟବସାୟୀଙ୍କ ଅକାଳ ବିୟୋଗ

ପଦ୍ମପୁର :- ସ୍ଥାନୀୟ ଥାନା ଛକ ରେ ଅବସ୍ଥିତ ସର୍ବ ପୁରାତନ କେସଟ୍ ରେକର୍ଡିଂ ଓ ଡାଉନଲୋଡ଼ିଂ ସେଣ୍ଟର୍ ମନମିତ୍ ଇଲେକ୍ଟ୍ରୋନିକ୍ସ ର ମାଲିକ ମଖନ୍ ସିଂହଙ୍କର ୫୮ ବର୍ଷ ବୟସରେ ଗତ ୨୬/୦୮ ରାତି ୨ଟା ସମୟରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି। ସେ ଜଣେ…