ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଠାରେ ରିପୁନାଥ ସୁନା ଙ୍କ ବଦଳି ବରଗଡ଼ଜିଲ୍ଲା ଅତାବିରା ବ୍ଲକକୁ ବଦଳି ହୋଇଯିବାରୁ ସୋମବାର ଦିନ ବିପିନ ବିହାରୀ ଦୀପ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି l ସେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ବ୍ଲକ ଉର୍ନ୍ନୟନ ଅଧିକାରି ଭାବରେ କାର୍ଯ୍ୟ କରି ଅନେକ ଅନେକ ଉର୍ନ୍ନୟନ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରି ସାଧାରଣ ଲୋକଙ୍କ ପ୍ରିୟ ହୋଇଥିଲେ ରାଜ୍ୟ ସରକାର ଙ୍କ ବିଭିନ୍ନ ଉର୍ନ୍ନୟନ ମୂଳକ ଯୋଜନାକୁ ଲୋକଙ୍କ ପାଖେରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି ନୂତନ ବିଡ଼ିଓ ଙ୍କୁ ବ୍ଲକ କାର୍ଯ୍ୟଳୟ ଠାରେ ବ୍ଲକର ସମସ୍ତ କର୍ମଚାରି ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post