ପଥପ୍ରାନ୍ତ ସୁବିଧା କେନ୍ଦ୍ର ନାକୁ ମାତ୍ର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ଡାକ ବଙ୍ଗଳା ନୁହେଁ କି ସିନେମା ହଲ ବା ଭୁତକୋଠି ନୁହେଁ । ରାୟଗଡା ଜିଲ୍ଲା ଗୁଣୁପୁର ସହର ବିକ୍ରମପୁର ଛକ ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠି ପାଲଟିଯାଇଛି । ଦୂର…

ଦ୍ରୁତତମ ପଣ୍ୟ ବୋଝେଇ ଓ ପରିବହନ: ପୂର୍ବତଟ ରେଳପଥ ମାତ୍ର 148 ଦିନରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କଲା |

• 2023-24 ଆର୍ଥିକ ବର୍ଷରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ପାଇଁ 152 ଦିନ ସମୟ ଲାଗିଥିଲା | • ଗତ ବର୍ଷ ତୁଳନାରେ ପୂର୍ବତଟ ରେଳପଥ 3.282 ନିୟୁତ ଟନ ଅଧିକ ପଣ୍ୟ ବୋଝେଇ କରି 3.37% ବୃଦ୍ଧି ପଞ୍ଜିକରଣ କରିଛି | ଭୁବନେଶ୍ୱର : 2024-25 ଆର୍ଥିକ ବର୍ଷର 26 ଅଗଷ୍ଟ ପର୍ଯ୍ୟନ୍ତ…

ଜନ ସଚେତନତା ରଥର ଶୁଭାରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଜନସଚେତନତା ରଥର ଶୁଭାରମ୍ଭ କରିଥିଲେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା । ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନ କାର୍ଯ୍ୟକ୍ରମ ବିଷୟରେ ଗୁଣପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଧ୍ୟୁଷିତ ଅଞ୍ଚଳରେ ବୁଲି…

ଭଞ୍ଜନଗର କେ.ଏସ୍.ୟୁ.ବି କଲେଜରେ ମିଳିବ ନିଶୁଳ୍କ ୱାଇଫାଇ ସେବା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଏକମାତ୍ର ବହୁ ପୁରାତନ ମହାବିଦ୍ୟାଳୟ ଭିତରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ନିଶୁଳ୍କ ୱାଇଫାଇ ସେବା। ଏଥିନିମନ୍ତେ ଉକ୍ତ ମହାବିଦ୍ୟାଳୟ ପରିସରରେ ଦୃତ ଗତିରେ…

ପାଇକମାଳ ହାଇସ୍କୁଲ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ।

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଅଡିଟୋରିଅମ ରେ ପାଇକମାଳ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।ମୁଖ୍ୟଅତିଥି ଡି ଇ ଓ ରାଧାକାନ୍ତ ଛତ୍ରୀ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରି ଯୁଗୋପଯୋଗୀ…

ନାଉଗାଁ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୭.୦୮.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ . ସୋନାଲ,( ଭା. ପ୍ର .ସେ.) ଜନସାଧାରଣଙ୍କ…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୨୭.୦୮.୨୦୨୪/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସେପ୍ଟେମ୍ୱର-୨୦୨୪ ଠାରୁ ନଭେମ୍ବର-୨୦୨୪ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେପ୍ଟେମ୍ୱର ମାସ ୨…

ଗୋରୁ ବ୍ୟବସାୟୀଙ୍କ ସୁରକ୍ଷା ନିମନ୍ତେ ଦଶ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିଖିକ୍ଷଙ୍କୁ…

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଗୋସମ୍ପଦ ବଞ୍ଚାଅ ,ଜୀବନ ବଞ୍ଚାଅ ଜୀବିକା ବଞ୍ଚାଅ ନାମରେ ଆଜି ଓଡିଶା ଗୋରୁ ମହାସଂଘ ଓ ଓଡିଶା କୃଷକ ମହାସଭା ତରଫରୁ ନବରଙ୍ଗପୁର ଜିଲ୍ଲାର ଚାଉରିଆ ଗୁଡା ଠାରୁ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ହଜାର ହଜାର ଗୋରୁ ବ୍ୟବସାୟୀ…

ଡାବୁଗାଁ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଏସଡି ପିଓ ମଧୁଶିକ୍ତା ମିଶ୍ର…

ଦିବ୍ୟ ଜୀବନ ସଂଘ ପରିସର ରେ ଜନ୍ମାଷ୍ଟମୀ ମହୋତ୍ସବ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଦିବ୍ୟ ଜୀବନ ସଂଘ ପରିସର ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ହୋଇଯାଇଛି , ଭୋର ୫ ଘଣ୍ଟ ସମୟ ରେ ବ୍ରାହ୍ମମୂହୁର୍ତ୍ତ କଲାଂଶ ରେ ଜୟ ଗଣେଶ କୀର୍ତ୍ତନ , ଗୁରୁ ସ୍ତୋତ୍ର ପାଠ, ବେଦ ପାଠ ଓ ପରେ ପରେ ୪୫ ମିନିଟ ଜପ କଳାଂଶ ଅନୁଷ୍ଠିତ ହୋଇଥିଲା ଓ ପରେ…