ବାରରେ କେବଳ ଗୀତ , ନାଚକୁ ନା : ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ

ଭୁବନେଶ୍ୱର, ୩୦. ୦୮. ୨୦୨୪- ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି I • ଚଳିତ ଆର୍ଥିକ…

“ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିଜେପିର ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କର ।”

ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ. ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ । ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲୀଙ୍କୁ । ଲୋକଙ୍କ ସେବା କର, ଓଡ଼ିଆ ସ୍ୱାଭିମାନ ପାଇଁ…

ବେଆଇନ ମଦ କାରବାର ଉପରେ ରାଜ୍ୟ ସରକାରଙ୍କ ଚଢ଼ାଉ ଜାରି

 ୧୦ ଦିନରେ ଜବତ ହେଲାଣି ୧ ଲକ୍ଷ ୩୯ ହଜାର ଲିଟର ବେଆଇନ ମଦ ଓ ୧୩ ଲକ୍ଷ କେଜି ପ୍ରସ୍ତୁତ ସାମଗ୍ରୀ  ୧୫୦୬ ଜଣ ଗିରଫ ସହ ୧୫୦ ଗାଡ଼ି ଜବତ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ଉ ଜାରି ରହିଛି । ଇତି ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଦଳ ସାରା…

ଶିକ୍ଷା ମାଧ୍ୟମରେ ସଶକ୍ତୀକରଣ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସ୍କୁଲ ରୂପାନ୍ତରୀକରଣରେ ସହାୟତା

ଝାରସୁଗୁଡ଼ା: ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ପ୍ରୟାସ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ଏବଂ ଡିଜିଟାଲ ସାକ୍ଷରତା ସ୍ତର ଉପରେ ଗଭୀର ପ୍ରଭାବ ପକାଇଛି । ପ୍ରକଳ୍ପ ବିଦ୍ୟାଗ୍ରହ ଓ ବେଦାନ୍ତ ମିନି ସାଇନ୍ସ ସେିଂଟର ଭଳି ପଦକ୍ଷେପ ତଥା…

ସୋଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋଆରେ ଏକ ମିନି ମାରାଥନ ଆୟୋଜିତ…

ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ: ବିଜେଡି

କେନ୍ଦ୍ର ସରକାର ୧୨ଟି ସ୍ମାର୍ଟ ଶିଳ୍ପ ସହର ପ୍ରତିଷ୍ଠା ପାଇଁ ଘୋଷଣା କଲେ, ହେଲେ ଓଡ଼ିଶାକୁ ଭୁଲିଗଲେ ସକାରାତ୍ମକ କାର୍ଯ୍ୟ କରିବା ବଦଳରେ କେବଳ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର ଭୁବନେଶ୍ୱର, ୨୯/୦୮/୨୦୨୪: ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରକୁ…

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତୀ ଶିକ୍ଷକଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

"ଆପଣଙ୍କ ମାନଙ୍କ ନିଷ୍ଠା ଓ ସାଧନା ପାଇଁ ଆମେ ଗର୍ବିତ." ଭୁବନେଶ୍ୱର: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତଵିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହେଲେ.ଅଭିନନ୍ଦନ ଜଣାଇଲେ |…

ଜାରିହେଲା ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା

ଭୁବନେଶ୍ୱର ,୨୯/୦୮/୨୦୨୪: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ସୁଭଦ୍ରା ଯୋଜନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି, ଅଗଷ୍ଟ ୨୯ ତାରିଖ ୨୦୨୪ରେ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା…

ପ୍ରାକୃତିକ ସମ୍ପଦର ମାତ୍ରାଧିକ ଉପଯୋଗ ହ୍ରାସ ନିମନ୍ତେ କୃଷି ବୈଜ୍ଞାନିକଙ୍କ ଆହ୍ୱାନ

ଭୁବନେଶ୍ୱର, ଅଗଷ୍ଟ ୨୯: ବର୍ତମାନ ଦେଶର ଉପଲବ୍ଧ ପ୍ରାକୃତିକ ସଂପଦର ମାତ୍ରାଧିକ ଉପଯୋଗକୁ ପରିହାର କରି ଏହାର ବିକଳ୍ପ ରୂପେ ଅନ୍ୟ କୃଷି ଉତ୍ପାଦନ ପଦ୍ଧତିର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ କୃଷି ବିଜ୍ଞାନୀ ମତ ପ୍ରକାଶ କରିଛନ୍ତି । ଭାରତର ୧୪୦ କୋଟିରୁ ଊଦ୍ଧ୍ୱର୍ ଜନସଂଖ୍ୟା…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ…