ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଭୁବନେଶ୍ଵର:କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର୍ (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ…

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାୟଗଡ: ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମହୋନ ଚରଣ ମାଝୀଙ୍କ ଉଦେଶ୍ୟରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ୭ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ…

କୋଷାଗୁମୁଡା ବ୍ଲକ ପଂଚାୟତ ସମିତି ଙ୍କ ପାଇଁ ପ୍ରସ୍ତାବିତ ଟଙ୍କା ଏପଟ ସେପଟ ମାମଲା ରେ ସିବିଆଇ ତଦନ୍ତ ପାଇଁ ଦାବି

କୋଷାଗୁମୁଡା. 29.08.2024,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ରହିଛି ମୋଟ ୨୬ଟି ପଂଚାୟତ ଓ ୨୬ଟି ପଂଚାୟତ ରେ ୨୬ଜଣ ନିର୍ବାଚିତ ସମିତି ସଭ୍ୟ ମଧ୍ୟ ଅଛନ୍ତି |ପ୍ରତିବର୍ଷ ବ୍ଲକରେ ଆସୁଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ପଂଚାୟତର ସରପଞ୍ଚ, ପିଓ ଏବଂ…

ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ବିରଳ ଅପରେସନ୍

ଭୁବନେଶ୍ୱର:ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ ଷ୍ଟୋନ ଅତିକ୍ରମ କରିଛି ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର । ସଡ଼କ ଦୁର୍ଘଟଣାରେ ମୁହଁର ଅଧିକାଂଶ ଅଂଶ ନଷ୍ଟ ହୋଇଥିବା ଜଣେ ମଧ୍ୟବୟସ୍କ ମହିଳାଙ୍କର ଏକ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହଁ ପୁନର୍ନିମାଣ ଅପରେସନ୍ ସଫଳତାର ସହ କରାଯାଇଛି । ୨୦୨୪…

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର

https://youtu.be/_DsCfC7ztmk ନବରଙ୍ଗପୁର ୨୮.୮ : ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡି ପି ଆର ସି ସମ୍ମିଳନୀ କକ୍ଷରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନବୀନ ଚନ୍ଦ୍ର ନାୟକଙ୍କ ଅଧକ୍ଷତା…

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତ୍ରି ଦିବସୀୟ ପ୍ରୟୋଗ ଶିବିର ଉଦଘାଟିତ।

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଅଡିଟରିଅମ ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତ୍ରି ଦିବସୀୟ ପ୍ରୟୋଗ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ଯୋଗଦେଇ ବି ଡି ଓ ପ୍ରଫୁଲ୍ଲ କୁମାର ଉଦୁ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ…

ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସର “ସ୍ବରୋଜଗାର ଯୋଜନା – ସ୍ବାବଲମ୍ବୀ” ଉଦଘାଟନ

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସ (ରୋଟାରୀ ଜିଲ୍ଲା ୩୨୬୨) ଆନୁକୁଲ୍ୟରେ, ରସୁଲଗଡ଼ ନିକଟସ୍ଥ ଗଡ଼ ଗୋପିନାଥ ପ୍ରସାଦ କଲୋନୀରେ "ସ୍ବରୋଜଗାର ଯୋଜନା-ସ୍ବାବଲମ୍ବୀ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ରୋଟାରୀ ପ୍ରାନ୍ତପାଳ ରୋଟାରିଆନ ଜଜ୍ଞାଶୀଷ…

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରାସ୍ତା ଉପରେ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣରୂପେ ଜଳି ଯାଇଛି ଏକ ଇଣ୍ଡିଗୋ କାର୍ I ଘଟଣାଟି ଘଟିଛି ବେଲଗୁଣ୍ଠା ବ୍ଳକ୍ ର କଣ୍ଟେଇପଲ୍ଲୀ ଏବଂ ଷଡ଼ଙ୍ଗୀ ପଲ୍ଲୀ ରାସ୍ତାରେ I ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ OD07J8200 ନମ୍ବର୍ ବିଶିଷ୍ଟ ଏକ ଇଣ୍ଡିଗୋ…

ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ନନ୍ଦୋତ୍ସବ ପାଳିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଅଛି ।ଏହି ଉତ୍ସବରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ…

ଜଳତାରରେ ପିଏମ୍ ଜନମନ ପରିଯୋଜନା ସଚେତନତା ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ  ଆଜି  ଗୁଣୁପୁର ବ୍ଲକର ଜଳତାର ଠାରେ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ…