ଡି ଏମ୍ ଡି ରୋଗରେ ପୀଡିତ ଦୁଇ ଶିଶୁଙ୍କୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

ନବରଙ୍ଗପୁର ୨୮.୮ :ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର କୁଟୁବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛାଲିପିଟା ଗ୍ରାମ ର ସଦନ କଲାର ଙ୍କ ଚାରି ପୁଅ କମଳ କଲାର, ଗିରିଧର କଲାର, ଚନ୍ଦନ କଲାର ଏବଂ ଦିନୁ କଲାର ମାଂସ ପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କମଳ କଲାର…

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

• ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା • କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁ଼ଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ । • ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଂଜୁରୀ ପାଇଁ ନାବାର୍ଡକୁ ପରାମର୍ଶ ଭୁବନେଶ୍ୱର :…

ସିନାପାଲି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

ପ୍ରଶାସନ ଏବେ ଲୋକଙ୍କ ପାଖରେ - ଜିଲ୍ଲାପାଳ ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପଞ୍ଚାୟତସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କ…

ପଥପ୍ରାନ୍ତ ସୁବିଧା କେନ୍ଦ୍ର ନାକୁ ମାତ୍ର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ଡାକ ବଙ୍ଗଳା ନୁହେଁ କି ସିନେମା ହଲ ବା ଭୁତକୋଠି ନୁହେଁ । ରାୟଗଡା ଜିଲ୍ଲା ଗୁଣୁପୁର ସହର ବିକ୍ରମପୁର ଛକ ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁତକୋଠି ପାଲଟିଯାଇଛି । ଦୂର…

ଦ୍ରୁତତମ ପଣ୍ୟ ବୋଝେଇ ଓ ପରିବହନ: ପୂର୍ବତଟ ରେଳପଥ ମାତ୍ର 148 ଦିନରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କଲା |

• 2023-24 ଆର୍ଥିକ ବର୍ଷରେ 100 ନିୟୁତ ଟନ୍ ପଣ୍ୟ ବୋଝେଇ ପାଇଁ 152 ଦିନ ସମୟ ଲାଗିଥିଲା | • ଗତ ବର୍ଷ ତୁଳନାରେ ପୂର୍ବତଟ ରେଳପଥ 3.282 ନିୟୁତ ଟନ ଅଧିକ ପଣ୍ୟ ବୋଝେଇ କରି 3.37% ବୃଦ୍ଧି ପଞ୍ଜିକରଣ କରିଛି | ଭୁବନେଶ୍ୱର : 2024-25 ଆର୍ଥିକ ବର୍ଷର 26 ଅଗଷ୍ଟ ପର୍ଯ୍ୟନ୍ତ…

ଜନ ସଚେତନତା ରଥର ଶୁଭାରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଜନସଚେତନତା ରଥର ଶୁଭାରମ୍ଭ କରିଥିଲେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା । ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନ କାର୍ଯ୍ୟକ୍ରମ ବିଷୟରେ ଗୁଣପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଧ୍ୟୁଷିତ ଅଞ୍ଚଳରେ ବୁଲି…

ଭଞ୍ଜନଗର କେ.ଏସ୍.ୟୁ.ବି କଲେଜରେ ମିଳିବ ନିଶୁଳ୍କ ୱାଇଫାଇ ସେବା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଏକମାତ୍ର ବହୁ ପୁରାତନ ମହାବିଦ୍ୟାଳୟ ଭିତରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ନିଶୁଳ୍କ ୱାଇଫାଇ ସେବା। ଏଥିନିମନ୍ତେ ଉକ୍ତ ମହାବିଦ୍ୟାଳୟ ପରିସରରେ ଦୃତ ଗତିରେ…

ପାଇକମାଳ ହାଇସ୍କୁଲ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ।

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଅଡିଟୋରିଅମ ରେ ପାଇକମାଳ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।ମୁଖ୍ୟଅତିଥି ଡି ଇ ଓ ରାଧାକାନ୍ତ ଛତ୍ରୀ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରି ଯୁଗୋପଯୋଗୀ…

ନାଉଗାଁ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୭.୦୮.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ . ସୋନାଲ,( ଭା. ପ୍ର .ସେ.) ଜନସାଧାରଣଙ୍କ…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୨୭.୦୮.୨୦୨୪/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସେପ୍ଟେମ୍ୱର-୨୦୨୪ ଠାରୁ ନଭେମ୍ବର-୨୦୨୪ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେପ୍ଟେମ୍ୱର ମାସ ୨…