Sign in
Sign in
Recover your password.
A password will be e-mailed to you.
ରାୟଗଡ଼ରେ ଡିଏଲଏସଏ ପକ୍ଷରୁ ପୋସ୍ ଆକ୍ଟ ଓ ଏସ୍.ସି./ଏସ୍.ଟି. (ଅତ୍ୟାଚାର ନିବାରଣ) ଆଇନ ସମ୍ପର୍କିତ ସଚେତନତା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ସଭାପତିତ୍ୱରେ ରାୟଗଡ଼ ସ୍ଥିତ ଏସ୍.ଏସ୍.ଡି.!-->…
କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ;
ଭୂତ ମତଦାତାଙ୍କୁ ବାଦ୍ ଦେଇ ପ୍ରକୃତ ମତଦାତାଙ୍କୁ ତାଲିକାଭୁକ୍ତ କରିବାକୁ ଗୁରୁତ୍ୱ,
ଓଡ଼ଗାଁ, ୨୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ ଦଣ୍ଡୋରସ୍ଥିତ ମା’ ପାଣିଷଣ୍ଢ ମନ୍ଦିର ସଭାଗୃହରେ ବୁଧବାର!-->!-->!-->…
ପ୍ରାକ୍ଟିକାଲ କ୍ଲାସ୍ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ;ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କଲେ ପ୍ରତିବାଦ
ଓଡ଼ଗାଁ, ୨୨ା୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନର ପ୍ରାକ୍ଟିକାଲ କ୍ଲାସ୍ ନିୟମିତ ଓ ଆବଶ୍ୟକ ସଂଖ୍ୟାରେ ହେଉନଥିବା ଅଭିଯୋଗ ନେଇ ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ!-->!-->!-->…
ପ୍ରତ୍ୟେକ ଶିଶୁର ସଫଳତା ହିଁ ଆମର ଉତ୍ତରଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀଙ୍କ କନକ୍ଲେଭରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ
•ବିକଶିତ ଭାରତ ୨୦୪୭' ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗୀଦାର
•ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସମଗ୍ର ଶିକ୍ଷା, ପିଏମ ଶ୍ରୀ,!-->!-->!-->!-->!-->!-->…
ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି ମହତାବ
ନବୀନ ପଟ୍ଟନାୟକଙ୍କ ବିରୋଧରେ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କଲା ବିଜେଡି
ଛାତ୍ରଛାତ୍ରୀଙ୍କ ଆନେ୍ଦାଳନକୁ ରାଜନୀତିକରଣ କରାନଯାଉ
ଭୁବନେଶ୍ୱର, ୨୨/୦୭/୨୦୨୬: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି!-->!-->!-->!-->!-->!-->!-->…
ପଞ୍ଚାୟତିରାଜ ସଚିବଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ
ଜଗତସିଂହପୁର,ତା ୨୨/୦୭/୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ ଗତକାଲି ଠାରୁ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଲ୍ପ ର ସମୀକ୍ଷା କରୁଛନ୍ତି। ଆଜି ତାଙ୍କ ଗସ୍ତ ର ଦ୍ୱିତୀୟ ଦିନରେ ପ୍ରଥମେ ଗାନ୍ଧି ଛକ ସ୍ଥିତ!-->…
ବେଲଗୁଣ୍ଠା ମହାଲକ୍ଷ୍ମୀ ମନ୍ଦିରରେ ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍ରୁ ପୂଜକ ବଳରାମ ପଣ୍ଡା ଆହତ, ଟଳିଗଲା ବଡ଼ ଦୁର୍ଘଟଣା
ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛି ।ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ମନ୍ଦିର ପୂଜାର୍ଚ୍ଚନା ସାରି ପୂଜକ ବଳରାମ ପଣ୍ଡା ମନ୍ଦିର ବନ୍ଦ କରି ଘରକୁ!-->!-->!-->…
ଦରମା ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ…
ଭବାନୀପାଟଣା/ଥୁଆମୂଲ ରାମପୁର: ରୋହିତ କୁମାର ନାଏକ( ଶାସକ ପ୍ରଶାସକ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ,!-->…
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍ଯାପିତ
ଷ୍ଟଡିୟର ଭିତ୍ତିଭୂମି ର ବିକାଶ କରାଯିବ - ନରସିଂହ
ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟାନ, ଦୟା ରନର୍ସଅପ
୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ
ଭେଟେରାନ ଖେଳାଳି ଡା. ଦିପକ ବାରିକଙ୍କୁ ତ୍ରିମୁକୁଟ
ବଲାଙ୍ଗିର,୨୨/୭ -!-->!-->!-->!-->!-->!-->!-->!-->!-->!-->!-->…
ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
କୋଇଡା–ଚଣ୍ଡିଖୋଲ ଓ ରିମୁଳି–ଚମ୍ପୁଆ ଜାତୀୟ ରାଜପଥ ନିର୍ମାଣ ନେଇ ଆଲୋଚନା
ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ସମୀକ୍ଷା
ଭୁବନେଶ୍ୱର, ତା. ୨୨-୦୭. ୨୦୨୬: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ!-->!-->!-->!-->!-->!-->!-->!-->!-->…