୩୨୬ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

12


ମାଲକାନଗିରି ରୁ ମନୋଜ କୁମାର ଦାସ: ଛତିଶଗଡ଼ ରାଇଘର ଠାରୁ ଚନେଇ ଯାଉଥିବା ଦୁଇଟି ଆନ୍ଦ୍ର ଟ୍ରକ ଲୁହା ବାଝେଇ ଯାଉଥିବା ବେଳେ ଟ୍ରକ ପଛପଟେ ପିଟିଲା ଟ୍ରକ ତେବେ ୩୨୬ନମ୍ବର ଜାତୀୟ ରାଜପଥ ଜୟପୁର ଠାରୁ ମାଲକାନଗିରି ଯାତାୟାତ ବାଧା ପ୍ରାପ୍ତ ଏପଟେ ଟ୍ରକ ଚାଳକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଡ୍ରାଇବର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇଛି | ସୂଚନା ମୁତାବକ ଡ୍ରାବର ଗୁରତର ଥିବା ଜଣାପଡିଛି |

Leave A Reply

Your email address will not be published.