କେରେବା ଆଶ୍ରମ ବିଦ୍ୟାଳୟରେ ସ୍ଵତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର

ପିଏମ-ଜନମନ କାର୍ଯ୍ୟକ୍ରମ ଜରୀଆରେ ଏଲଏସଡିଏର ଅଭିନବ ପଦକ୍ଷେପ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଶେଷ ଭାବେ ଅନୁନ୍ନତ ଜନଜାତି ‘ଲାଞ୍ଜିଆ ସୌରା ‘ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସରକାରଙ୍କ ଏକ ପ୍ରାଥମିକତା ହୋଇଥିବା ବେଳେ ଏ ଦିଗରେ ଏକ ଉଲ୍ଲେଖନୀଯ ପଦକ୍ଷେପ ନେଇଛନ୍ତି…

ଗୋଡିପଡା ପଞ୍ଚାୟତରେ ବାଚସ୍ପତିଙ୍କ ଜନଶୁଣାଣୀ

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଳକର ଗୋଡିପଡା ପଞ୍ଚାୟତରେ ଶନିବାର ଅପରାହ୍ନରେ ରଣପୁର ବିଧାୟକା ତଥା ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଦ୍ବାରା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ…

ନୟାଗଡ଼ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଦଣ୍ଡୋର ଚାଷୀ ଗଣ

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମରେ ଅଚଳହୋଇ ପଡ଼ିଥିବା ଉଠାଜଳସେଚନ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାପରେ ଦଣ୍ଡୋର ଗ୍ରାମ ଚାଷୀଭାଇ ମାନଙ୍କ ତରଫରୁ ପାଣି ଷଣ୍ଢ ୟୁଥକ୍ଳବର ସଭାପତି ପ୍ରସନ୍ନ କୁମର ରାଉତଙ୍କ ସହିତ ଶାନ୍ତନୁ…

ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୋଲିସର ଉଲ୍ଲେଖନୀୟ ସଫଳତା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ମାଓ ସମସ୍ୟା ଏବଂ ଜଳପଥରେ ଅନୁପ୍ରବେଶ ରୋକିବା ସମ୍ପର୍କରେ ଆଲୋଚନା ମାଓ ଉପଦ୍ରୁତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପଞ୍ଚୟତିରାଜ ବିଭାଗ ଦ୍ଵାରା କାର୍ଯ୍ୟକାରୀହେବ ବ୍ୟାପକ ଯୋଜନା ଭୁବନେଶ୍ୱର:ମାଓବାଦୀ ମୁକାବିଲା…

ନୟାଗଡ ଜିଲ୍ଲା ର ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ.

ଜନଜାତି cell ବୈଠକ ରେ ମଧ୍ୟ ଯୋଗ ଦେଲେ ସଂଗଠନ କୁ ମଜବୂତ କରିବା ପାଇଁ ପରାମର୍ଶ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ  ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ…

ଶିଶୁ ମହୋତ୍ସବ ସୁରଭି ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ: ନୂଆଗାଁ ସରପଞ୍ଚ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ ଙ୍କ ତତ୍ତ୍ଵାବଧାନରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ସପ୍ତାହ-ବ୍ୟାପି ସ୍ୱଚ୍ଛତା ଅଭିଆନର ନେତୃତ୍ୱ ନେଇଛି

ଝାରସୁଗୁଡା, ୨୮/୦୯ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତ ସରକାରଙ୍କ ‘ସ୍ଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି। ସ୍ୱଚ୍ଛତା ଅଭିଆନ ସର୍ବସାଧାରଣ ସ୍ଥାନଗୁଡିକର…

ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ

ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ଭୁବନେଶ୍ୱର, ୨୮/୦୯: ବିଶ୍ୱରେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ । ଭାରତ ଶାନ୍ତିର ଦୂତ । ଶାନ୍ତି ଓ ମୈତ୍ରୀ ଭାବକୁ ପାଥେୟ କରି ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ କରେ ଆମ ଦେଶ । ଶିକ୍ଷା ଓ ଅନୁସନ୍ଧାନ…

ଆଦିବାସୀ ମହିଳା କାର୍ପେଟ ତିଆରି କରି ସ୍ୱାବଲମ୍ୱୀ ହେଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ପାହାଡ଼ କୋରଡରେ ନିଜ ଜୀବନ କାଟନ୍ତି ଆଦିବାସୀ ମାନେ।ଆଜିବି ବହୁ ସ୍ଥାନରେ ଏହିପରି ଦେଖିବାକୁ ମିଳୁଛି। ଏଥିପାଇଁ ସେମାନଙ୍କ ମଧ୍ୟରେ ସଚେତନତାର ଅଭାବ। ଯେଉଁଥିରେ ସେମାନଙ୍କ ବାର୍ଷିକ ଖାଦ୍ୟ ସୁରକ୍ଷା ଏକ କାଠିକର ବ୍ୟାପାର।ତଥାପି ଘର ଦ୍ୱାର ଛାଡି…

ଲାଏନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଲାଏନ୍ସ କ୍ଲବ ଓ ଶ୍ରୀକାକୁଲମ ସ୍ଥିତ ମେଡି କଭର୍ ହସ୍ପିଟାଲ ର ମିଳିତ ଅନୁକୁଲ୍ୟରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଗୁଣପୁର ସ୍ଥିତ ଭେଙ୍କେଟେ ଶ୍ୱର୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…