Sign in
Sign in
Recover your password.
A password will be e-mailed to you.
ମରଣ ଯନ୍ତା ପଲଟିଛି ବିଜୁ ଏକ୍ସପ୍ରେସ ୱେ
ନିଘୋଡ଼ ନିଦ୍ରାରେ ପୂର୍ତ୍ତି ବିଭାଗ, ହେଉଛି ବାରମ୍ବାର ଦୁର୍ଘଟଣା
ବରଗଡ :- ବିଜୁ ଏକ୍ସପ୍ରେସ ୱେ କୁ ପଶ୍ଚିମ ଓଡିଶା ର ଲାଇଫ ଲାଇନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପଶ୍ଚିମ ଓଡିଶାକୁ ଅଧିକ ସମୃଦ୍ଧ ଓ ଗମନାଗମନ ର ଏ ପ୍ରସସ୍ଥ ମାର୍ଗ ପ୍ରଦାନ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ…
ବ୍ଲକ୍ ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…
ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ସୁରଥ ବିଶ୍ୱାଳ
୨୪ ବର୍ଷ ଧରି ପଛୁଆବର୍ଗଙ୍କୁ ପ୍ରତାରଣା କରିଛି ବିଜେଡି
ନବୀନ ବାବୁ ଓ ବିଜେଡି ଓବିସି ବିରୋଧୀ ଏବଂ ବିଜେଡିରେ ପଛୁଆବର୍ଗଙ୍କ ସେଲ୍ ନାହିଁ
ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ନରେନ୍ଦ୍ର ମୋଦି
ଭୁବନେଶ୍ୱର,ତା.୨୭/୦୯: ୨୪ ବର୍ଷ…
ଅଚ୍ୟୁତ ସାମନ୍ତଙ୍କୁ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଫେଲୋସିପ୍
ଭୁବନେଶ୍ୱର, ୨୭ । ୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ପକ୍ଷରୁ ସମ୍ମାନସୂଚକ ଫେଲୋସିପ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ…
ମହାନଦୀ ଜଳବିବାଦ ସଂକ୍ରାନ୍ତରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଖାମଖିଆଲି ମନ୍ତବ୍ୟ ଦୁର୍ଭାଗ୍ୟ ଜନକ: ମହାନଦୀ ବଂଚାଅ…
ଭୂବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲ ଗତ କାଲି ଓଡିଶା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହନଦୀ ଜଳ ବିବାଦର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ବିବୃତି ଦେବାର ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଛି । ସେ ପୁଣି କହିଛନ୍ତି, “ମହାନଦୀ ଜଳବିବାଦ…
ବାଇକ୍ ଉପରେ ଚଢିଲା ଟ୍ରକ୍ ଜଣେ ମୃତ ମୃତ, ଜଣ ଗୁରୁତର
ପଦ୍ମପୁର :- ବିଜୁ ଏକ୍ସପ୍ରେସ ୱେ ର କପସିଲା ରୋଡ ରେ ଏକ ମର୍ମୁଦନ୍ତ ସଡକ ଦୁର୍ଘଟଣାର ଶିକାର ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତରଅବସ୍ଥାରେ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ଜଗଦଳପୁର ଥାନା ଅନ୍ତର୍ଗତ ଲୁହୁରାକୋଟ ଗ୍ରାମର…
ସାରସକଣା ବିଧାୟକ ଓ ସୀମାନ୍ତ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…
ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ
: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସିମାନ୍ତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ,ରକ୍ତ ଦାନ ଶିବିର ରକ୍ତ ଦାନ ମହା ପୁଣ୍ୟ । ମାନବ ସେବହିଁ ମାଧବ ସେବା । ଆମେ ପ୍ରୟାସ କରିବା ଯେମିତି କୌଣସି ବ୍ୟକ୍ତି…
ଝାରବନ୍ଧ ର ଝିଅ ପ୍ରାଇଡ୍ ଅଫ ଇଣ୍ଡିଆରେ ସମ୍ମାନୀତ
ଝାରବନ୍ଧ /ମନୋହର ଦାଶ : - ବରଗଡ ଜିଲ୍ଲା ଝାରବନ୍ଧ ର ତୁଷାର ସାହୁ ଓ ହେମଲତା ସାହୁ ଙ୍କ ଜୟନ୍ତୀ ସାହୁ ମିସ୍ ଟିମ ଓଡ଼ିଶା ଓଡିଶା ୨୦୨୪ରେ ପ୍ରତିଯୋଗୀତାରେ ପ୍ରାଇଡ ଅଫ୍ ଇଣ୍ଡିଆରେ ସମ୍ମାନୀତ ହୋଇଛନ୍ତି।ଗତ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀରେ ଆୟୋଜିତ ପ୍ରାଇଡ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ…
ଭାରତୀୟ ଜନତା ପାର୍ଟି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ :୨୩ ୟୁନିଟ୍ ସଂଗୃହୀତ।
ବିଜେପୁର :- ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବରଗଡ ରକ୍ତଭଣ୍ଡାର ଅମରେନ୍ଦ୍ର ମହାନ୍ତି ଏବଂ ତାଙ୍କ ସହକର୍ମୀ ଆସି 23 ୟୁନିଟ ସଂଗ୍ରହ…
ଜିଲ୍ଲାସ୍ତରୀୟ କବାଡି ଚାମ୍ପିଅନସିପ୍ ପ୍ରତିଯୋଗିତା ଉଦ୍ଯାପିତ।
ଝାରବନ୍ଧ /ମନୋହର ଦାଶ :- ସ୍ଥାନୀୟ ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଚାଲିଥିବା ବରଗଡ଼ ଜିଲ୍ଲାସ୍ତରୀୟ କବାଡି ଚାମ୍ପିଅନସିପ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ୧୭ ବର୍ଷ ବାଳକ ବର୍ଗରୁ ଝାରବନ୍ଧ, ବାଳିକା ବର୍ଗରୁ ପାଇକମାଳ ଓ ୧୪ ବର୍ଷ ବାଳକ ବର୍ଗରୁ ଭଟଲି, ବାଳିକା ବର୍ଗରୁ ଝାରବନ୍ଧ…