ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ

3

  ବାସୁଦେବପୁର –  ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବାସୁଦେବପୁର ରେ ବିଭିନ୍ନ ସ୍ଥାନ କୁ ଯାଇ ବାଜପେୟୀ ଫଟୋ ଚିତ୍ର ରେ ବାଣୀ କଲ୍ୟାଣ ଙ୍କ ସହ ବିଜେପି କର୍ମୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରି ଛନ୍ତି।

ବିଜେପି ନେତା ବାଣୀ କଲ୍ୟାଣ  ମହାନ୍ତି ଙ୍କ ସହ ଅଶୋକ କୁମାର ସାହୁ,ଡ଼ ପ୍ରତାପ ନାୟକ, ଲିଙ୍କନ ଦଳାଇ, ବଂଶୀ ଧର ବିଶ୍ଵାଳ, ଜଗବନ୍ଧୁ ମଲିକ, ରାଜା କୁମାର ନାୟକ, ପରେଶ କୁମାର ସାହୁ, ଭଗବାନ ମହାନ୍ତି, ମଧୁ ସୁଧନ ପାଢ଼ୀ, ଉମାକାନ୍ତ ଖୁଣ୍ଟିଆ , ବିଦ୍ୟାଧର ବେହେରା, ଆଶୁତୋଷ ସାମଲ , ରମେଶ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି ବାଜପେୟୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା  କରିଥିଲେ। ଏହି ଅବସର ରେ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଜୀବନ ବିଷୟ ରେ ଅନେକ ବିଷୟ ବିଜେପି ନେତା ମାନେ ନିଜ ନିଜ ର ବକ୍ତବ୍ୟ ରେ ରଖିଥିଲେ।

Leave A Reply

Your email address will not be published.