ଆମୱେ ଇଣ୍ଡିଆ ଗ୍ରାହକଙ୍କ କଲ୍ୟାଣ ନିରାପଦ ରଖିବା ଏବଂ ନିଜର ବିତରକଙ୍କୁ ସମର୍ଥନ ଯୋଗାଇବାକୁ ପ୍ରୟାସ ସୁଦୃଢ କରୁଛି

ଭୁବନେଶ୍ୱର: ଉଭୟ ଖାଉଟି ଏବଂ ବିତରକଙ୍କ ସ୍ୱାର୍ଥ ଓ କଲ୍ୟାଣ ନିରାପଦ ରଖିବା ନିମନ୍ତେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିଜର ଉତ୍ପାଦଗୁଡିକର ଅଣସ୍ୱୀକୃତ ବିକ୍ରି ଉପରେ ସହଭାଗୀଙ୍କୁ…

କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ

ଭୁବନେଶ୍ୱର, ୯ ।୧୦: ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି କିସ୍‍ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ, ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରୁ ୫ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି…

ଶାନ୍ତିନିକେତନ ର ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି,-ସ୍ଥାନୀୟ ଶାନ୍ତିନିକେତନ ଉଚ୍ଚ ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ମାନଙ୍କ ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର ପ୍ରଥମ ବର୍ଷର ଛାତ୍ରଛାତ୍ରିଙ୍କୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରି ମାନଙ୍କ ଦ୍ୱାରା ସ୍ୱାଗତ…

ବିଜେପୁର ମହାବିଦ୍ୟାଳୟରେ ସରକାରୀ ନିୟମର କାନୁନ୍ କୁ ଖୁଲମଖୁଲା ଉଲଙ୍ଘନ ର ଅଭିଯୋଗ

ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ମହାବିଦ୍ୟାଳୟରେ ସରକାରୀ ନିୟମର କାନୁନ୍ କୁ ଖୁଲମଖୁଲା ଉଲଙ୍ଘନ ର ଅଭିଯୋଗ ଆସିଛି। ଏପରିକି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ କ୍ଲାସ ସଇଲା ପରେ ପୁଣି ଟଙ୍କା ଆଦାୟ କରି ବେସରକାରୀ  କୋଂଚି ସେଣ୍ଟର୍ ଭଳି ଶିକ୍ଷାଦାନ ଦିଆ…

“ଆଦିବାସୀ ଶିଶୁଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାନଯାଉ: ଶିଶୁ ଗୃହ କାର୍ଯ୍ୟକ୍ରମକୁ ପୁନଃ ଚାଲୁ କରନ୍ତୁ…

  ଭୁବନେଶ୍ୱର (୮/୧୦) : ଏହା ଏକ ଉଦବେଗର ବିଷୟ ଯେ, ଓଡିଶାର ଆଦିମ ଜନଜାତି ବର୍ଗର ୦ ରୁ ୩ ବର୍ଷ ବୟସ ବର୍ଗର ଶିଶୁମାନଙ୍କ ପାଇଁ ଦୀର୍ଘ ୨ ବର୍ଷ ଧରି ଚାଲି ଆସୁଥିବା ସ୍ଵତନ୍ତ୍ର ପୁଷ୍ଟି ବିକାଶ କାର୍ଯକ୍ରମ –(କ୍ରେଚ ବା ଶିଶୁ ଗୃହ କାର୍ଯକ୍ରମ)କୁ ସରକାର ଚଳିତ ବର୍ଷର ସେପ୍ଟେମ୍ବର ମାସ ୩୦…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ…

ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର…

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସମସ୍ତ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର…

 ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲାର ୫୮୩ ଟି ଗ୍ରାମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ  ସମସ୍ତ ହିତାଧିକାରୀଙ୍କଠାରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ସାଚୁରେସନ୍ ମୋଡରେ ଯୋଜନା କାର୍ଯ୍ୟକାରୀ…

ଶଙ୍ଖ ଭବନରେ ନବୀନ ଶୁଭାରମ୍ଭ କରିବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ଜିଲ୍ଲା ସଦର ମହକୁମାରେ ଯୋଡି ହେବେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ସଭ୍ୟ ସଂଗ୍ରହରେ ଛାତ୍ର ଓ ଯୁବ ରହିବେ ଫୋକସରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ଭୁବନେଶ୍ୱର, ୦୮/୧୦/୨୦୨୪: ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି…

ରାୟଗଡ ସଦର ମହକୁମା ଠାରେ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ – ୨୦୨୪ ପାଳିତ :

ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହେଲ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ରାୟଗଡ: ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ତରଫରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ବିଜେପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ସୁନ୍ଦୁରି ଫଲ୍’ସା ଫୁଲ୍ ଭଳି

ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ ): ବିଜେପୁର ବ୍ଲକ ଧିରେ ଧିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଉଭା ହୋଇଥିଲେ ସୁଦ୍ଧା ଏଠାରେ ଉନ୍ନୟନ ମୂଳକ କାର୍ଯ୍ୟ ଦେଖ୍ ସୁନ୍ଦୁରି ଫଲ୍'ସା ଫୁଲ୍ ଭଳି ମନେ ହୁଏ। ଏବେ ଆସିବା କୋର୍ଟକୁ ଲାଗି ରହିଥିବା ସେଲଫି ପଏଣ୍ଟ ଆଡ଼କୁ। ବିଜ୍ଞାପିତ ଅଞ୍ଚଳ…