Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଜଗତସିଂହପୁର, ତା ୮.୧୦.୨୦୨୪ ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନରେ ସ୍ଥାନୀୟ ଏସ୍ କେ ଏକାଡେମୀ ପରିସରରେ ଜଗତସିଂହପୁର ବ୍ଲକ୍ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଜଗତସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ…
ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୪
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟଳୟ ରେ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅବସର ରେ ବନଖଣ୍ଡ ଅଧିକାରୀ ସନି ଖୋକର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ସଂଜୟ ସ୍ୱାଇଁ ମୁଖ୍ୟ…
ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଏବଂ ସାଂସ୍କୃତିକ ସନ୍ଧ୍ୟା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଳା ବିଦ୍ୟାଳୟ ସମୂହ ସଂଗଠନ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହେବା ସହିତ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା…
କାର୍ଯ୍ୟରେ ଯୋଗଦେଲେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ
ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ୮ ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟ ରେ…
ସମ୍ପୂର୍ଣ୍ଣତା ଅଭିଯାନ ସମାପନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା-ତା. ୮/୧୦/୨୪-ରାଯ଼ଗଡ଼ାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଆକାଂକ୍ଷୀ ଜିଲ୍ଲା କାର୍ଯ୍ଯ଼କ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ…
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସମାଜ କଲ୍ୟାଣ ଦିଗରେ ବ୍ୟବହାର କରାଯାଉ : ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୦୮/୧୦/୨୦୨୪:ଆଜି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ…
ପାର୍ବଣରେ ଲିନେନ ଉତ୍ସବର ଶୁଭାରମ୍ଭ
ଭୁବନେଶ୍ୱର: ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ୍ ଫାଶନ ବ୍ରାଣ୍ଡ୍ ଏବଂ ଭାରତର ଅନ୍ୟତମ ସର୍ବବୃହତ ଲିନେନ ସ୍ଥଳ ‘ଲିନେନ କ୍ଲବ’ ଏହାର ବାର୍ଷିକ ପାର୍ବଣ ଅଭିଯାନ -ଲିନେନ ଉତ୍ସବ ତାହାର ଭୁବନେଶ୍ୱର ଓ କଟକରେ ଥିବା ଏକ୍ସକ୍ଲୁସିଭ ସୋ’ରୁମ୍ ଗୁଡିକରେ ଆରମ୍ଭ କରିଛି । ଲିନେନ କ୍ଲବ ଭାରତରେ…
ହଙ୍ଗେରୀରେ ଆନ୍ତର୍ଜାତିକ ସମ୍ମିଳନୀରେ ସୋଆ ଗବେଷକଙ୍କ ଯୋଗଦାନ
ଭୁବନେଶ୍ୱର, ଅକ୍ଟୋବର ୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ବାୟୋଟେକ୍ନୋଲଜିର ଗବେଷକ ଡ. ସୁଦୀପ୍ତା ଜେନା ନିକଟରେ ହଙ୍ଗେରୀର ବାଲାଟନାଲମାଡି ଠାରେ ‘ଇସେନସିଆଲ ଅଏଲ’କୁ ନେଇ ଅନୁଷ୍ଠିତ ୫୪ତମ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ଫେରିଆସିଛନ୍ତି । ପୃଥିବୀର ବିଭିନ୍ନ ଦେଶର…
ରବିପାଢିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଗୁଣପୁର,୮l୧୦()-ଅଗ୍ରଣୀ କୃଷକ ତଥା ବିଜେପି ନେତା ସ୍ବର୍ଗତ ରବିପାଢିଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ଏହି ଅବସରରେ ରବିପାଢି ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପଣଷଗୁଡା ସ୍ଥିତ ସ୍ବାଭିମାନ ଛକଠାରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ସତ୍ଯଜିତ୍ ଗମାଙ୍ଗ, ପୌର…
ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୋନାଲିସା ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାମନାଗୁଡ଼ା ବ୍ଲକ ଭାମିନି ପଞ୍ଚାୟତ ଅନ୍ତର୍ଗତ ଲିମପଦର ଗାଁ ମାଟିର ଝିଅ ୬୮ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମୀଣ୍ଟନ ଓ ହ୍ୟାଣ୍ଡ ବୋଲ ପ୍ରତିଯୋଗିତା ୨୦୨୪ ବାଳିକା (୧୪-୧୭)ବର୍ଷ ରୁ କମ୍ ବିଜୟଲାଭ କରିଥିବା ରାମନାଗୁଡ଼ା ଓଡ଼ିଶା ଆଦର୍ଶ…