ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ପଡ଼ିଆରେ ଆୟୋଜିତ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞର ଉଦଯାପନୀ ଉତ୍ସବରେ ଗାୟତ୍ରୀ ପରିବାରର କର୍ମକର୍ତ୍ତା, ବିଭିନ୍ନ ବ୍ୟକ୍ତି ତଥା ଯଜ୍ଞ ସ୍ଥଳର ପ୍ରାକ ପ୍ରସ୍ତୁତି,କଳସ ଯାତ୍ରା ଠାରୁ ଆରମ୍ଭ କରି ଉଦଯାପନୀ ଦିବସ ପର୍ଯ୍ୟନ୍ତ ଅବିରତ ପ୍ରଚାର ଓ ପ୍ରସାରରେ ସମ୍ପୂର୍ଣ୍ଣ ରୂପେ ସମ୍ବାଦ ପରିବେଷଣ କରି ଚାଲିଥିବା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀଙ୍କୁ ମଞ୍ଚରେ ଋଷି ପୁତ୍ର ଗଣ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ।
Sign in
Sign in
Recover your password.
A password will be e-mailed to you.