Sign in
Sign in
Recover your password.
A password will be e-mailed to you.
ଜଳ ସେଚନ ପ୍ରକଳ୍ପ ସ୍ଥାପନ କରି ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଚାଷୀ ମହଲ ରେ ଦାବି l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନ ରେ 14 ଗୋଟି ପଞ୍ଚାୟତ ଓ ତହସିଲ କାର୍ଯ୍ୟାଳୟ ରହିଛି l ଏଥିରେ ପାଖାପାଖି 25 ହଜାର ରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ରହିଥିବା ବେଳେ ସେଥିରୁ ଅଧାରୁ ଅଧିକ ହେକ୍ଟର ଜମି କୁ ଖରିଫ…
ଶ୍ରୀମନ୍ଦିରକୁ ଫେରିଲା ଚାରି ଦ୍ୱାର ପ୍ରବେଶ କଟକଣା
ପୁରୀ (ଅନିମେଶ ପଟ୍ଟନାୟକ): କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରକୁ ପୁଣି ଫେରିଛି ଚାରି ଦ୍ୱାର ପ୍ରବେଶ କଟକଣା । ତେବେ ଏହି କଟକଣା କାର୍ତ୍ତିକ ମାସ ପାଇଁ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କାର୍ତ୍ତିକ ବ୍ରତଧାରୀଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରେ…
“ପ୍ରଗତି” ମହିଳା ସଙ୍ଗଠନ ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ କୁମାରୋତ୍ସବ-୨୦୨୪ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ରାଜବାଟୀ ପରିସର ସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ପରିସରରେ "ପ୍ରଗତି" ମହିଳା ସଙ୍ଗଠନ ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ କୁମାରୋତ୍ସବ-୨୦୨୪ ଏକ ବର୍ଣ୍ଣାଢ଼୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ବିଚିତ୍ରାନନ୍ଦ…
ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଉତ୍ସବ
ଭଞ୍ଜନଗର: କୁମାର ପୂର୍ଣ୍ଣିମା ଓଡ଼ିଶାର ଘରେ ଘରେ ଏହି ପର୍ବ ପାଳନ କରାଯାଏ। କାହିଁ କେତେ କାଳରୁ ଏହି ପର୍ବ ସନାତନ ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେ ପାଳନ କରାଯାଉଥିବା ଦେଖାଯାଏ। ୧୨ ମାସରେ ଓଡିଆଙ୍କ ଘରେ ୧୩ ପର୍ବ ପାଳନ ହୋଇଥାଏ। ଆଉ କୁମାର ପୂର୍ଣ୍ଣିମା ବା ଗଜଲକ୍ଷ୍ମୀ ପୂଜା ମଧ୍ୟ…
ଟ୍ରାକ ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥରେ ଅତ୍ୟାଧୁନିକ ରେଳ ଗ୍ରାଇଣ୍ଡିଂ ମେସିନ୍ ନିୟୋଜନ :
ଭୁବନେଶ୍ୱର, 16.10.2024: ପୂର୍ବତଟ ରେଳପଥ ଅତ୍ୟାଧୁନିକ 96-ଷ୍ଟୋନ ରେଳ ଗ୍ରାଇଣ୍ଡିଂ ମେସିନ୍ (RGI96-5) କୁ ଟ୍ରାକ ଗୁଡିକର ନିରାପତ୍ତା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଏହାର ପରିସୀମା ମଧ୍ୟରେ ନିୟୋଜନ କରିଛି | ଇତିମଧ୍ୟରେ କାର୍ଯ୍ୟକ୍ଷମ…
ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର, ଅକ୍ଟୋବର ୧୬ : ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର…
ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେଦଳୀୟ ନେତା,ବିଧାୟକ ଓ ସାଧାରଣ ଲୋକ.
ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି. ଏହି ଅବସରରେ ଦଳୀୟ ନେତା ତଥା ସମାଜ ର ବିଭିନ୍ନ ବର୍ଗ ର ଲୋକ ଛାତ୍ର ଛାତ୍ରୀ ନବୀନ ନିବାସ କୁ ଯାଇ ଶ୍ରୀ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଥିଲେ.ଅନ୍ୟ…
ଖଲିକୋଟ ରେ ଭସାଣି ଉତ୍ସବ ମହାସମାରୋହରେ ପାଳିତ।
https://youtu.be/iXKS_EvRSbg
(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୧୫/୧୦, ଆଜି ସ୍ଥାନୀୟ ଖଲ୍ଲିକୋଟ ର ଭସାଣି ଉତ୍ସବ ରେ ଦୁର୍ଗା ଦୁର୍ଗତୀ ନାଶିନୀ ଙ୍କୁ ଵିଦାୟଦେବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।ଚଳଚଞ୍ଚଳ ହୋଇଉଠୁଛି ଖଲ୍ଲିକୋଟ ସହର। ଢୋଲ ବାଜା, ଡିଜେ ର…
ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ…
ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ
ପିପିଲି ଟୋଲ୍ ପ୍ଲାଜା ନିକଟ ରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ…
ପୂର୍ତ୍ତବିଭାଗ ଦ୍ୱାରା ଚାଲିଥିବା ଶିଳ୍ପତାଲିମ ଅନୁଷ୍ଠାନ କୋଠାଘର ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ
ବିଜେପୁର ସୁଶାନ୍ତ ସାହୁ 16.10.2024: ବିଜେପୁର ରେ ପୂର୍ତ୍ତବିଭାଗ ଦ୍ୱାରା ଚାଲିଥିବା ଶିଳ୍ପତାଲିମ ଅନୁଷ୍ଠାନ (ଆରଟିଆଇ )ନିର୍ମାଣଧୀନ କୋଠାଘର ନିମ୍ନମାନର କାମ ହୋଇଥିବାରୁ ଅଭିଯୋଗ ହେଉଛି l ଏହି କାମ ଅଟକଳ 1335.85ଲକ୍ଷ ଟଙ୍କା ରହିଛି l ତେବେ ନିର୍ମାଣ କାମରେ ବ୍ୟବହାର ହୋଉଥିବା…