Sign in
Sign in
Recover your password.
A password will be e-mailed to you.
ପାଞ୍ଚ ଘେରିଆ ଗାଁ ରମଣିଷ ଖପୁରୀ ଉଦ୍ଧାର ଦୁଇ ଜଣ ଥାନାରେ ଅଟକ, ପୋଲିସର ତଦନ୍ତ ଜାରୀ।
ସୁଭଦ୍ରା ଯୋଜନା ଆବେଦନ କରି ଫେରି ନ ଥିଲେ ଘରକୁ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ନାଇକାଣୀଡିହି ଥାନା ପାଞ୍ଚ ଘେରୀୟା ଗାଁ ରୁ ମଣିଷ ଖପୁରୀ ଉଦ୍ଧାର। ଖବର ଅନୁସାରେ କିଛି ଦିନ ପୂର୍ବରୁ ଦୁଇ ମହିଳା ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ଆସିଥିଲେ କିନ୍ତୁ ଘରକୁ…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…
ବିଜେପୁର ଅଂଚଳରେ ମରୁଡି ପରିସ୍ଥିତି :OLIC ବୋରୱେଲ ଅପେକ୍ଷାରେ ଚାଷୀ
ବିଜେପୁର ସୁଶାନ୍ତ ସାହୁ : ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ଗ୍ରାମରେ ବର୍ଷ 2021-2022 ଆବେଦନ କରାଯାଇଥିବା OLIC ବୋରୱେଲ ର ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ପରେ ମଧ୍ୟ ଦୁଇମାସ ହେବ କେବଳ ବିଦ୍ୟୁତ ଚାର୍ଜ କୁ ଟାକି ବସିଛନ୍ତି ଚାଷୀ l ତାଳପଦର ଗ୍ରାମରେ 90 ପ୍ରତିଶତ ଲୋକ…
ଗୀତିନାଟ୍ୟ ମାଧ୍ୟମରେ ସମାଜର ନିଚ୍ଛକ ଛବିକୁ ଆଙ୍କି ପାରିଥିଲେ ଗଣକବି ବୈଷ୍ଣବ ପାଣି-ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l
https://youtu.be/y-q5gbwtVK8
ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହରେ ଅନୁଷ୍ଠିତ
(ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ସାହାପୁର ପଞ୍ଚାୟତ ଅରିଲୋ ମେଳଣ ପଡ଼ିଆ ପରିସରରେ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହ…
ଏୟାରଟେଲ୍ ର ଏଆଇ କ୍ଷମତାଯୁକ୍ତ ନେଟୱାର୍କ ସମାଧାନ ବ୍ୟବସ୍ଥା ଓଡ଼ିଶାର ଗ୍ରାହକଙ୍କୁ ସ୍କାମକଲ ଏବଂ ଏସଏମଏସ ବନ୍ଦ…
ସମସ୍ତ ଏୟାରଟେଲ ଗ୍ରାହକଗଣ ମାଗଣାରେ ଏକ ସ୍ୱୟଂଚାଳିତ କାର୍ଯ୍ୟକ୍ଷମ ସମାଧାନର ସୁବିଧା ପାଇପାରିବେ
ଭୁବନେଶ୍ୱର, ଅକ୍ଟୋବର ୧୭, ୨୦୨୪: ଭାରତୀ ଏୟାରଟେଲ୍ ର ନୂତନ ଏଆଇ କ୍ଷମତାଯୁକ୍ତ ସ୍କାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ବହୁ ପ୍ରତୀକ୍ଷିତ ଆରାମ ପ୍ରଦାନ କରିବାରେ ସମର୍ଥ…
ସ୍ମୃତି ହୋଇ ରହିବେ ମନୋଜ, କିମ୍ସ ଜରିଆରେ ହେଲା ଅଙ୍ଗଦାନ
ଭୁବନେଶ୍ୱର,୧୭ ।୧୦: ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ…
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ( ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ସମ୍ବନ୍ଧୀୟ ଅଭିଯୋଗଗୁଡିକୁ…
ଭୁବନେଶ୍ୱର: ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ (Computer Based Recruitment Examination) (CRE-IIIof ୨୦୨୪ ପଦବୀ ଯଥା LI/Forester/ Forest Guard ଏବଂ CRE-IV of 2024 ପଦବୀ ଯଥା RI/ARI/Amin/ICDS…
ଅକ୍ଟୋବର ୨୧ ଓ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
• ୧୮ତାରିଖରୁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା
• ପ୍ରତ୍ୟେକ ଦିବସ ପାଇଁ ପଞ୍ଜୀକରଣ କରିଥିବା ସର୍ବାଧିକ ୧୦୦୦ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇପାରିବେ।
• ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା
ଭୁବେନେଶ୍ୱର-…
ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ଗସ୍ତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ଓଡିଶା ସରକାର ଙ୍କ ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡା ଜିଲ୍ଲା ଏବଂ ଗୁଣୁପୁର କୁ ଅଚାନକ ଗସ୍ତ କରିଛନ୍ତି | ଏହି ଗସ୍ତ ସମୟରେ ମନ୍ତ୍ରୀ ଗଣ୍ଡ ରାୟଗଡା ଜିଲ୍ଲା ର ବିଷମକଟକ ଅମ୍ବାଦଳା ରେ ସଦସ୍ୟତା ଅଭିଯାନ ଉପରେ ଲୋକଙ୍କୁ ଭାରତୀୟ ଜନତା…
କର୍କଟ ଚିକିତ୍ସା ନିମନ୍ତେ ଦକ୍ଷିଣ ଓଡ଼ିଶାରେ ନୂତନ ସୁବିଧା ଉପଲବ୍ଧ
ବ୍ରହ୍ମପୁର ସମ୍ ହସ୍ପିଟାଲ୍ରେ କେମୋଥେରାପି ଚିକିତ୍ସା ଆରମ୍ଭ
ଭୁବନେଶ୍ୱର, ଅକ୍ଟୋବର ୧୭: ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ…