ଜନ୍ମମାଟିରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ : ଗଣକଵି ଙ୍କୁ ସେକ୍ସପିୟର ଙ୍କ ସହିତ ତୁଳନା କଲେ ପୂର୍ବତନ…

 https://youtu.be/dZEK9H8okII (ମାହାଙ୍ଗା -ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ସ୍ଥିତ ଗଣକଵି ଙ୍କ ଜନ୍ମମାଟିରେ ସାରସ୍ବତ ସାଧକ, ଗୀତିନାଟ୍ୟ ଜଗତର ମଉଡମଣୀ ତଥା କାଳଜୟୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣିଙ୍କ ୧୪୨ ତମ ଜୟନ୍ତୀ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ…

ପୂର୍ବତଟ ରେଳପଥରେ ତିନିମାସ ଦୀର୍ଘ ସତର୍କତା ସଚେତନତା ଅଭିଯାନ

ଭୁବନେଶ୍ୱର, ଅକ୍ଟୋବର 17, 2024: ପୂର୍ବତଟ ରେଳପଥ ଗତ ଅଗଷ୍ଟ ମାସ 24 ତାରିଖ ଠାରୁ ତିନି ମାସ ପର୍ଯ୍ୟନ୍ତ ସତର୍କତା ସଚେତନତା ଅଭିଯାନ ଆରମ୍ଭ କରିଛି | କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ “ସଂସ୍କୃତିର ଅଖଣ୍ଡତା ପାଇଁ ରାଷ୍ଟ୍ରର ସମୃଦ୍ଧତା” ବିଷୟବସ୍ତୁ…

ଗଣକଵି ଙ୍କ ଜନ୍ମମାଟିରେ ୧୪୨ ତମ ରାଜ୍ୟ ସ୍ତରୀୟ ଗଣକବି ଜୟନ୍ତୀ ଉଦଘାଟିତ l

(ମାହାଙ୍ଗା - ଶାସକ ପ୍ରଶାସକ): ଓଡିଆ ଗୀତିନାଟ୍ୟ ଜଗତର ମଉଡମଣୀ, ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ କବିଙ୍କ ଜନ୍ମମାଟି କୋଠପଦା ଠାରେ ଉଦଘାଟିତ ହୋଇଯାଇଛି l ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ୧୪ ଦିନ ବ୍ୟାପୀ ଆୟୋଜିତ ଏହି ସାରସ୍ୱତ ସମାରୋହକୁ ବିଧାୟକ ଶାରଦା ପ୍ରସାଦ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର…

ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶେଷଦେବ ମେହେରଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡ ଶ୍ରୀ ପ୍ରମୋଦ ପାଢ଼ୀ, ଶ୍ରୀ ଜିତେନ୍ଦ୍ରିୟ ଗୁରୁ, ଶ୍ରୀ ଅଶୋକ…

ସମ୍ବଲପୁରୀ ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ।

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ସମ୍ବଲପୁରୀ ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ମହିପାଳ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରି ଥିଲେ।…

ଉତ୍ତାଲିନଦୀ ପାଖରେ ଅବସ୍ଥିତ ମା ଲଣ୍ଡାବୀର ଙ୍କ ବଇଲ ଯାତ୍ରା

ବିଜେପୁର :ସୁଶାନ୍ତ ସାହୁ : ବିଜେପୁର ବ୍ଲକ ଅନ୍ତର୍ଗତ ଏମଶ୍ରୀଗୀଡା ଠାରେ ଉତ୍ତାଲିନଦୀ ପାଖରେ ଅବସ୍ଥିତ ମା ଲଣ୍ଡାବୀର ଙ୍କ ବଇଲ ଯାତ୍ରା ପ୍ରତିବର୍ଷ ଦଶହରା ପୁର୍ଣିମାରେ ଅନୁଷ୍ଠିତ ହୋଇଥାଏ l ଏ ବର୍ଷ ମଧ୍ୟ ହଜାର ହଜାର ଦର୍ଶକ ଏବଂ ଭକ୍ତ ମାଙ୍କ ପାଖକୁ ଆସି ମାନସିକ ପୂର୍ବକ ଆଶୀର୍ବାଦ ଗ୍ରହଣ…

‘ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବ ସୂଚନା ଅଧିକାର ଆଇନ’ : ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ଉତ୍ସବ ଭୁବନେଶ୍ୱର,୧୬/୧୦/୨୦୨୪: ବିଭିନ୍ନ ଶାସନ ବ୍ୟବସ୍ଥା ମଧ୍ୟରେ ଗଣତନ୍ତ୍ର ଶାସନକୁ ଆଜି ସର୍ବଶ୍ରେଷ୍ଠ ବୋଲି ଗଣାଯାଉଛି । ତେବେ ଦୁର୍ନୀତି ଏହି ଶାସନ ବ୍ୟବସ୍ଥାକୁ କଳୁସିତ କରିଛି । ତେଣୁ ଦୁର୍ନୀତି ରୂପକ ରାକ୍ଷାସକୁ ମୂଳୋତ୍ପାଟନ କରିପାରିଲେ…

ଗୋସାଣୀ ମେଳଣରେ ଝଲସିଲା ସିଂହଦ୍ଵାର; ଠାଣି ଚାହାଁଣୀରେ ଚମକିଲା ନାଗାମେଢ

ପୁରୀ,(ଅନିମେଶ ପଟ୍ଟନାୟକ): ସରିଲା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଗୋସାଣୀ ଯାତ୍ରା । ମାଆ 'ଙ୍କୁ ବିଦାୟ ଦେବା ପୂର୍ବରୁ ସୋମବାର ସଂଧ୍ଯାରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେବୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଗୋସାଣୀ ଯାତ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ଦେଖିବାକୁ…

“ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି”

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ହେବ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନା ବରପୁତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ ଏବଂ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, (୧୬ /୧୦) : ରାଜ୍ୟର ବିଭିନ୍ନ ସ୍ଥାନରେ…