Sign in
Sign in
Recover your password.
A password will be e-mailed to you.
୨ଦଫା ଦାବି ନେଇ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ମାନେ ବ୍ଲକ ଶିକ୍ଷାଅଧିକାରୀ ଅଫିସ ଶମ୍ବୁଖରେ ଧାରଣା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସଦର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଶମ୍ବୁଖରେ ଧାରଣା ଆଜି ସକାଳ ୧୦ ଘଣ୍ଟା ସମୟ ଠାରୁ ବ୍ଲକ୍ ସଭାପତି ଦାମୋଦର ଚନ୍ଦନ ଓ ସଂପାଦକ ନିତ୍ୟାନନ୍ଦ ରଣା ଙ୍କ ନେତୃତ୍ବ ରେ ଶତାଧିକ ଶିକ୍ଷକ…
ବୋରଡ଼ା ମିଲକି ଅଞ୍ଚଳ ର ଦେବି ମା ଡୁକ୍ରିବୁଡିଙ୍କ ଛତର ଯାତ୍ରା
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଲାହାଣ୍ଡିର ଲୋକ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଅଭିଚାର ତନ୍ତ୍ର ଧାରାରେ ଉପାସିତ ଦେବାଦେବୀ ମାନଙ୍କ ଯଥେଷ୍ଟ ପ୍ରଭାବ ପରିଲକ୍ଷିତ ହୁଏ । ପ୍ରାଚୀନ ଭାରତୀ ଧର୍ମ ପରମ୍ପରାର ଅଭିଛେଦ ଅଙ୍ଗ ‘ଅଭିଚାର’ ତନ୍ତ୍ର ଆଜି ମଧ୍ୟ କଳାହାଣ୍ଡିରେ…
ବିରିଡ଼ି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୧୪.୧୦.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା ପ୍ର ସେ)ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜନସାଧାରଣଙ୍କ…
ଦଣ୍ଡପର୍ବ : ପ୍ରସ୍ତୁତି ପଥେ କୋକଲୁଣ୍ଡା
ବେଲଗୁଣ୍ଠା :-(ଶିବରାମଚୌଧୁରୀ )-:ଚୈତ୍ର ମାସରେ ପ୍ରସିଦ୍ଧ ଗଞ୍ଜାମର ଦଣ୍ଡପର୍ବ ପୁରପଲ୍ଲୀରେ ଦେଖିବାକୁ ମିଳେ l ମହାଦେବଙ୍କୁ ଆରାଧନା କରିବା ସହ ମା କାଳୀଙ୍କର ବିଭିନ୍ନ ପୂଜା ଵିଧି ଆୟୋଜନ ହୁଏ l ଦଶହରା ଜଗତଜନନୀ ମହାମାୟୀଙ୍କ ଶାରଦୀୟ ଦୁର୍ଗାପୂଜା ସମୟରରେ ଚୈତ୍ର ମାସ ସେହି ଦଣ୍ଡକାଳୀଙ୍କ…
ଖଲ୍ଲିକୋଟ ବାହୁତୀ ଠାକୁରାଣୀ ଙ୍କ ଭ୍ରମଣୀ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):ଖଲ୍ଲିକୋଟ ଅଧିଷ୍ଠାତ୍ରୀ ଦେବୀ ମା ଵାହୁତୀ ଠାକୁରାଣୀ ଙ୍କ ମନ୍ଦିର ରେ ସପ୍ତମୀ ତିଥି ଠାରୁ ପର୍ବ ଆରମ୍ଭ ହୋଇ ଆଜି ନବମୀରେ ପର୍ବ ସମାପନ ହୋଇଥିଲା। ଏ ଅଵସରରେ ମା ଵାହୁତୀ ଠାକୁରାଣୀ ଙ୍କ ସୂର୍ଯ୍ୟ ପୂଜା ମନ୍ତ୍ର ସ୍ନାନ ଷୋଡ଼ଶ ଉପଚାର, ମଙ୍ଗଳ…
ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କ ମାତୃ ବିୟୋଗ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ମାଆ କିଶୋରୀ ନାୟକ (92) ଙ୍କ ରବିବାର ଭୋର୍ ପାଞ୍ଚଟାରେ ନିଜ ଗ୍ରାମ ପାଟୁଳି ସାହିରେ ଦେହାନ୍ତ ଘଟିଛି I କିଶୋରୀଙ୍କ ଦ୍ୱିତୀୟ ପୁତ୍ର ତଥା ବେଲଗୁଣ୍ଠା ବ୍ଳକ୍ ର…
ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହେଲା ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ।
ପଦ୍ମପୁର :- କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମା ଜଗତ ଜନନୀ ଦୁର୍ଗାଙ୍କର ପୂଜନୋତ୍ସଵ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇ ଯାଇଛି। ଗତ ଅକ୍ଟୋବର ନଅ ତାରିଖରୁ ଖଣ୍ଡା ଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ମା…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁଗୁଲ୍ ଇଣ୍ଡିଆ ଟିମ୍ ର ଆଭାସୀ ବୈଠକ
ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ହେବା ସଂମ୍ପର୍କରେ ହେଲା ଆଲୋଚନା
ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଯୋଡି ରଖିବା କାର୍ଯ୍ୟ କରିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ…
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ତଦନ୍ତର ଅଗ୍ରଗତି ନିମନ୍ତେ ଦିଲ୍ଲୀ ଗସ୍ତ କରିବେ ଆଇଜି CAW & CW
ଶ୍ରୀମତୀ ଏସ. ସାଇନି
କଟକ:- ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ନେଇଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା( IG, CAW & CW) ଶ୍ରୀମତୀ ଏସ. ସାଇନି ଏହି ଘଟଣାର ତଦନ୍ତର ଅଗ୍ରଗତି ନିମନ୍ତେ…
ଆଇଆଇଟି ଭୁବନେଶ୍ୱର ଦ୍ୱାରା ଗଣିତ ସମସ୍ୟା ସମାଧାନ ଶିବିର ଆୟୋଜିତ
‘ତାର୍କିକ ଚିନ୍ତାଧାରା ଏବଂ ଖୋଲା ବିଚାରଧାରା ଗାଣିତିକ ସମସ୍ୟା ସମାଧାନ ସହିତ ବାସ୍ତବ ଜୀବନର ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରେ’
ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୪: ଭାରତୀୟ ପ୍ରଦ୍ୟୋଗିକ ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ତିନି ଦିନିଆ ଗଣିତ ସମସ୍ୟା ସମାଧାନ…