ବାଲୁଗାଁ ଏବଂ ନୂଆଗାଁ ବ୍ଲକ ମହିପୁରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାଯ୍ୟ ଅଧପନ୍ତରିଆ ଅବସ୍ଥାରେ

ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ବ୍ଲକ ବାଲୁଗାଁ ଏବଂ ନୂଆଗାଁ ବ୍ଲକ ମହିପୁରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାଯ୍ୟ  ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛ । ଏହି ରାସ୍ତା ନିର୍ମାଣ ଅବଧି ଦେଢ଼ ମାସ ତଳୁ ଶେଷ ହୋଇଥିବା ବେଳେ କାମ କିନ୍ତୁ ୪୦ ପ୍ରତିଶତ ଶେଷ ହୋଇନି । ଏହି ରାସ୍ତା ନିର୍ମାଣ…

ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

• ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ• ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଶିକ୍ଷା ମନ୍ତ୍ରୀ• ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ…

ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ: ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ

ପୁରୀ, ୧୯. ୧୦. ୨୦୨୪- ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ – ଓଡ଼ିଶା ପାଇଁ ରଣନୀତି ସମ୍ପର୍କିତ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ

ଭୁବନେଶ୍ଵର, ୧୯/୧୦/୨୪ : ଓଡ଼ିଶା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ - ଓଡ଼ିଶା ପାଇଁ ରଣନୀତି (Artificial Intelligence - Strategy for Odisha) ସମ୍ପର୍କିତ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ…

ଗଙ୍ଗୁଆ ନାଳ ସେତୁ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ: ମନ୍ତ୍ରୀ ରବି ନାଏକ

ଭୁବନେଶ୍ୱର:ଭୁବନେଶ୍ୱରର ଜଗନ୍ନାଥ ନଗର-କୋରଡ଼କଣ୍ଟା ରାସ୍ତାରେ ଗଙ୍ଗୁଆ ନାଳରେ ସେତୁ ନିର୍ମାଣ ପାଇଁ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛିା ଏହି କାର୍ଯ୍ୟକ୍ରମରେ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ…

ପୂର୍ଵତନ ଲୋକସମ୍ପର୍କ ଅଧିକାରୀଙ୍କ ପରଲୋକ

ଭୂବନେଶ୍ୱର, ୧୯/୧୦-ଆଜି କଳିଙ୍ଗ ବିହାର ସ୍ଥିତ ବାସଭବନରେ ଓଡିଶାର ପୂର୍ବତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଙ୍କ ର ୬୭ର୍ଷ ବୟସରେ ହ୍ରୁଦଘାତରେ ଦେହାନ୍ତ ହୋଇଯାଇ ଅଛି। ସ୍ୱର୍ଗତଃ ମହାନ୍ତି ୧୯୫୭ ମସିହାରେ କଟକ ଜିଲ୍ଲାର ସୁନ୍ଦରଗାଁ ଠାରେ ଜନ୍ମ ଗ୍ରହଣ…

ଟିବିଜେଡ୍‌-ଦି ଓରିଜିନାଲ ପକ୍ଷରୁ ରାଉରକେଲାରେ ଏହାର ପ୍ରଥମ ଷ୍ଟୋର ର ଶୁଭାରମ୍ଭ: ଓଡିଶାରେ ନିଜର ଉପସ୍ଥିତିକୁ କରିଛି…

ରାଉରକେଲା : ଇତିହାସ, ସଂସ୍କୃତି ଓ ବିଳାସପୂର୍ଣ୍ଣତାକୁ ଏକତ୍ରିତ କରୁଥିବା ଏକ ସ୍ମରଣୀୟ ଅବସରରେ ଭାରତର ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ, ଟିବିଜେଡ୍‌-ଦି ଓରିଜିନାଲ ଓଡିଶାର ଇସ୍ପାତ ରାଜଧାନୀ ରାଉରକେଲାଠାରେ ନିଜର ବିଶାଳ ପ୍ରବେଶକୁ ପାଳନ କରିଛି । ଏହା ଓଡିଶାରେ ଟିବିଜେଡ୍‌-ଦି ଓରିଜିନାଲର…

ବରମୁଣ୍ଡା ଗ୍ରାମରେ ଜହ୍ନି ଓଷା

ବିଜେପୁର :ସୁଶାନ୍ତ ସାହୁ - ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଜହ୍ନି ଓଷା  ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ  ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ  ପାଳନ ହୋଇଯାଇଛି ।ମାସସାରା ପ୍ରତି ଅପରାହ୍ନ ରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ…

ପି ଗଣ୍ଡପାଲି ଠାରେ ଗ୍ରୁପରେ ସାମିଲ ମହିଳାଙ୍କ ଠୁଁ ଲକ୍ଷାଧିକ ଟଙ୍କା ଚଲୁ କରିନେଲେ ଅଙ୍ଗନୱାଡ଼ି ସହାୟକ କର୍ମୀ !!!

https://youtu.be/OGp2llR3SaU   ବିଜେପୁର/ସୁଶାନ୍ତ ସାହୁ:  ବିଜେପୁର ବ୍ଲକ ପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପି. ଗଣ୍ଡପାଲି ଗ୍ରାମ ଅଙ୍ଗନବାଡି ହେଲପର୍ ଗୀତାଞ୍ଜଳୀ ମାଝୀ ନାମକ ଜଣେ ଅବିବାହିତା ଝିଅ ତାଙ୍କ ଗ୍ରାମର ୫୦ରୁ ଅଧିକ ମହିଳାମାନଙ୍କ ଠାରୁ ୯୦ ଲକ୍ଷ ଟଙ୍କା ହଡପ କରି ଗାଁ ଛାଡି…

କେନ୍ଦୁଭଟା ଠାରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

ଗାଇସିଲେଟ: ବରଗଡ ଜ଼ିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ଠାରେ ଅଣ ଧାନ ଶସ୍ୟ ର ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଫସଲ ବିବିଧ କରଣ ଯୋଜନା କାର୍ଯ୍ୟକ୍ରମ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ଦେବଦତ୍ତ କ୍ଲବ ମିଳିତ ସହଯୋଗରେ ଜାମୁଟପାଲି, ହଳନକନାସି,…