ବିଜେପୁରରେ ହେବାକୁ ଥିବା କାଳୀପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବିଜେପୁର/ସୁଶାନ୍ତ ସାହୁ :ବିଜେପୁର ସ୍ଥିତ ବସଷ୍ଟାଣ୍ଡ ଠାରେ ଦିର୍ଘ ୧୯ ବର୍ଷ ହେଲା କାଳୀପୂଜା ପାଳିତ ହୋଇ ଆସୁଅଛି। ଚଳିତ ବର୍ଷ ଖୁବ୍ ଆଡ଼ମ୍ବର ପୂର୍ଣ୍ଣଭାବେ ମାଁ କାଳୀଙ୍କ ପୂଜା ପାଳନ କରିବାପାଇଁ କମିଟି ପକ୍ଷରୁ ଜୋରଦାର ଉଦ୍ୟମ ଲାଗିରହିଥିବା ବେଳେ, ପୂଜା ଆରମ୍ଭରୁ ଅଦ୍ୟାବଧି ଯାଏଁ…

କଲେଜ ପ୍ରତିଷ୍ଠାତା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ କ୍ଷେତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଡ଼. ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେଇଥିଲା।…

ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାପନ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ସାର ଓ କୀଟନାଶକ ପ୍ରୟୋଗ

ଜଗତସିଂହପୁର,ତା-୧୮.୧୦.୨୦୨୪/ସୁମନ୍ତ କୁମାର ଦାସ: ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପରୀକ୍ଷା ମୂଳକ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଖଇରଙ୍ଗ ପଞ୍ଚାୟତର ପୁରଣ ଓ ଓଡ଼ିଶାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓୟୁଏଟି ଓ…

କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର,ତା-୧୮.୧୦.୨୦୨୪/ସୁମନ୍ତ କୁମାର ଦାସ: କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ତଥା ବରିଷ୍ଠ ସୂଚନା ସେବା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା…

ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ ଭାଷାର ଭାଷାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ • ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା • ଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣ • ଶାସ୍ତ୍ରୀୟ…

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ: ମା ମାନଙ୍କ ସେବା, ସମର୍ପଣ ଓଡିଶା କୁ ସମୃଦ୍ଧ କରିବ।

ପୁରୀ ୧୮/୧୦ : ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି…

ମାଉସୀ ମା ମନ୍ଦିର ଖଳାରେ ଗଜଲକ୍ଷ୍ମୀ ପୂଜା।

 (ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା: ଜଗତଜନନୀ,ସଙ୍କଟମୋଚନୀ,ମହିଷମର୍ଦ୍ଦିନୀ ମା ଦୁର୍ଗାଙ୍କ ବିଦାୟ ଦିଆଯାଉଥିଲା ବେଳେ ତାଙ୍କ ସ୍ଥାନ ପୁରଣ ପାଇଁ ପହଞ୍ଚି ଲେ ମା ଗଜାରୃଢ ମା ଲକ୍ଷ୍ମୀ ସାଆନ୍ତାଣୀ। ଏଅଵସରରେ ଖଲ୍ଲିକୋଟ ର ମାଉସୀ ମା ମନ୍ଦିର ସନ୍ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ରେ…

ଓଡ଼ିଶା ଦେବୋତ୍ତର ବିଭାଗ ଆଡିସନାଲ୍ କମିସନର୍ ଙ୍କ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ଗ୍ରାମରେ ଭଞ୍ଜରାଜା ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ବହୁ ପୁରାତନ ଶ୍ରୀ ଜଗନ୍ନାଥସ୍ଵାମୀ ମନ୍ଦିର ଓ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରର ଶହ ଶହ ଏକର ଜମିବାଡ଼ି ଓ ଅନ୍ୟାନ୍ୟ ରିତି ନୀତି ବିଷୟକ ଜବରଦଖଲ ଏବଂ ଅବରୋଧ ବିଷୟକୁ ନେଇ…

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା,ଖଦାଳ ସାହି,ଧନିଜାପଲ୍ଲୀ ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I…