କେନ୍ଦୁଭଟା ରେ ଏଫପିଓ ର କର୍ମକର୍ତ୍ତା ଙ୍କୁ ତାଲିମ

ଗାଇସିଲେଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହ ରେ କୃଷକ ଉତ୍ପାଦକ କମ୍ପାନୀ ର କର୍ମକର୍ତ୍ତା ନେଇ ଏକ ତ୍ରିଦୀଵସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତକାର୍ଯ୍ୟକ୍ରମ ରେ ବୁଢାସମ୍ବର, ବନସ୍ବତୀ, ସ୍ୱୟଂସିଦ୍ଧା, ମା ମଙ୍ଗଳା,…

ଗୁଣପୁର ସହରରେ ଧୁମ୍ ଧାମରେ ପାଳନ ମା ଗଜଲଷ୍ମୀ ପୁଜା।

ଗୁଣପୁର- ଧରାପୃଷ୍ଠରୁ ଜଗତଜନନୀ ମା’ ଦୁର୍ଗା ମେଲାଣି ନେବା ପରଠୁ ବୁଧୁବାର ରାତିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାୟଗଡ଼ା ଜିଲ୍ଲା ର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି।କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ କିଛି ବର୍ଷ ହେଲା ପ୍ରସିଦ୍ଧ ଲାଭ…

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ

ଭୁବନେଶ୍ୱର , ଅକ୍ଟୋବର ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର…

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡା ଅଞ୍ଚଳ ର ଏକ ଭଡ଼ା ଘରୁ ଜଣେ ଯୁବତୀ ଙ୍କ ମୃତ ଦେହ କୁ ଭବାନୀପାଟଣା ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଭବାନୀ…

ୟୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଅନ୍ଲାଇନ ପଞ୍ଜିକରଣ କରନ୍ତୁ- ଆପଣଙ୍କ ରାଜ୍ୟ ପାଇଁ ଜଣେ ଆମ୍ବାସାଡର ହୁଅନ୍ତୁ

ଆଇଆଇଟି ଭୁବନେଶ୍ୱର ଓଡ଼ିଶାର ନୋଡାଲ ଇନଷ୍ଟିଚୁ୍ୟଟ୍ - ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ଅଧୀନରେ ପ୍ରଚଳିତ ଭାରତର ସର୍ବାଧିକ ପାଳନ କରାଯାଉଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ- ୟୁବା ସଙ୍ଗମ ନିମନ୍ତେ ପଞ୍ଜିକରଣ କରିବାକୁ ଅଂଶଗ୍ରହଣକାରୀଙ୍କ ପାଇଁ…

ସାବଧାନ ରୁହନ୍ତୁ: ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରିବା ବିରୁଦ୍ଧରେ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ |

ଭୁବନେଶ୍ୱର: ଦୀପାବଳି ପର୍ବ ପାଖେଇ ଆସୁଥିବାରୁ ପୂର୍ବତଟ ରେଳପଥ ଟ୍ରେନରେ ଦହନଶୀଳ ଆତସବାଜି ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ଜିନିଷର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ୟମକୁ ଜୋରଦାର କରିଛି | ପୂର୍ବତଟ ରେଳପଥ ପକ୍ଷରୁ…

ପବିତ୍ର ତ୍ରିବେଣୀ ଘାଟ ରେ ସ୍ବର୍ଗତ ବିଜୟ ବାବୁଙ୍କର ଅସ୍ଥି ବିସର୍ଜନ ।

ବରଗଡ :- ହିନ୍ଦୁ ଧର୍ମର ମାନ୍ୟତା ଓ ନିୟମ ମୁତାବକ ଗତ ୧୬ ତାରିଖ ଦିନ ପବିତ୍ର ତ୍ରିବେଣୀ ସଙ୍ଗମ ଘାଟ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କ ଅସ୍ଥି କଳସ କୁ ତାଙ୍କର ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବାରିହ…

ଉତ୍ତଳଗଡ଼ ନାଟ୍ୟ ସଂସଦର ସାମ୍ବିଧାନିକ ବୈଠକ

ବିଜେପୁର :ସୁଶାନ୍ତ ସାହୁ ବିଜେପୁର ବ୍ଲକ ତାଳପଦର ସ୍ଥିତି ଉତ୍ତାଳଗଡ଼ ନାଟ୍ୟ ସଂସଦ ସମ୍ଭିଧାନିକା ବୈଠକ ଖଗେଶ୍ୱର ମଣ୍ଡପରେ ଅନୁଷ୍ଠିତ ହୋଇଛି l ଅନୁଷ୍ଠାନ ର ସଂଯୋଜନକ ସୁଶାନ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଚଳିତ ବର୍ଷପାଇଁ ପରିଚାଳନା କମିଟିକୁ…

ସତ୍ୟଶ୍ରୀ ଜରାଶ୍ରମର ତୃତୀୟ ବାର୍ଷିକ ଉତ୍ସବ ପାଳନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିକଟସ୍ଥ ତନରଡ଼ାସ୍ଥିତ ଗୋଶାଳାରେ ଅବସ୍ଥିତ ଶ୍ରୀବତ୍ସ ପଣ୍ଡା ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମ ପରିସରରେ ଥିବା ସତ୍ୟଶ୍ରୀ ସେବା ଟ୍ରଷ୍ଟ ବୃଦ୍ଧାଶ୍ରମର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଟ୍ରଷ୍ଟ ପରିଚାଳନା ମୁଖ୍ୟ ସେଟଲର ରବୀନ୍ଦ୍ର…

ଶ୍ରୀ ଶ୍ୟାମ ମେଡିସିନ ଷ୍ଟୋର ଓ ପଲିକ୍ଲିନିକ୍ ର ଶୁଭ ଉଦ୍ଘାଟନ।

  ବାସୁଦେବପୁର - ବାସୁଦେବପୁର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରୋଡ ରେ ଶ୍ରୀ ଶ୍ୟାମ ମେଡିସିନ ଷ୍ଟୋର ଓ ପଲି କ୍ଲିନିକ୍ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଆଇ ଆଇ ସି ଲୋପାମୁଦ୍ରା ନାୟକ, ମାଧୁରୀ ବେହେରା ଯୋଗ ଦେଇ…