ସଠିକ ଖାଇବା ଓ ସ୍ୱାସ୍ଥ୍ୟ ଯତ୍ନ ର କଥା ଉଠାଇଲେ ହଷ୍ଟେଲ ରୁ ବିଦା କରିଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଧମକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଦିବାସୀ ଅନ୍ତେବାସୀ ହଷ୍ଟେଲ ରେ ତୀବ୍ର ଅବ୍ୟବସ୍ଥା। ସଠିକ ଖାଇବା ଓ ସ୍ୱାସ୍ଥ୍ୟ ଯତ୍ନ ର କଥା ଉଠାଇଲେ ହଷ୍ଟେଲ ରୁ ବିଦା କରିଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଧମକ ଦେଉଥିବା ଅଭିଯୋଗ ହେଉଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀ ଙ୍କ…

“ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ଉପରେ ଗୁରୁତ୍ୱ ଦିଅ’ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଭୁବନେଶ୍ୱର, ତା.୧୯/୧୦/୨୦୨୪: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ପ୍ରସାର ଉପରେ…

ଓଡିଶା ସଙ୍ଗଠନ ପର୍ବ ପାଇଁ ରିଟର୍ଣ୍ଣିଂ ଅଫିସର ଏବଂ କୋ-ରିଟର୍ଣ୍ଣିଂ ଅଫିସରଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ରିଟର୍ଣ୍ଣିଂ ଅଫିସର ଡ଼ କେ ଲଖମନ ଆଜି ଓଡିଶା ସଙ୍ଗଠନ ପର୍ବର ରାଜ୍ୟ ନିର୍ବାଚନ ଅଧିକାରୀ (ରିଟର୍ଣ୍ଣିଂ ଅଫିସର) ଏବଂ ସହ ନିର୍ବାଚନ ଅଧିକାରୀ (କୋ-ରିଟର୍ଣ୍ଣିଂ ଅଫିସର)ଙ୍କ ନାମ ଘୋଷଣା କରିଛନ୍ତି । ବରିଷ୍ଠ ନେତା ତଥା ସଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ…

ଗୌଡ଼ପୁଟ ନେତାଜୀ କ୍ଲବ ୪୪ ତମ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ,ମଙ୍ଗଳା କ୍ଲବ ଖୋର୍ଦ୍ଧା ଚମ୍ପିୟାନ

ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୈାଡପୁଟ ଠାରେ ବୁଢାବୁଢିଆଣୀ ଅଥଲେଟିକ ଆସୋସିଏସନ ଓ ନେତାଜୀ କ୍ଲବ ଗୌଡ଼ପୁଟ ଆନୁକୂଲ୍ୟରେ ଆୟୋଜିତ ୪୪ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରଣପୁର ଟିମ୍ ଓ ମଙ୍ଗଳା କ୍ଲବ ଖୋର୍ଦ୍ଧା ମଧ୍ୟରେ…

ଓଡ଼ଗାଁର ଅଂଶୁମାନ ଓଏସରେ ସଫଳତା ପାଇଲେ, ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି

ଓଡ଼ଗାଁ,୧୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ଅଂଶୁମାନ ଶନିବାର ପ୍ରକାଶ ପାଇଥିବା ୨୦୨୨ ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଅଂଶୁମାନ ୩୯୬ ରାଙ୍କରେ ରହିଥିବା ସେ କହିଛନ୍ତି । ଅଂଶୁମାନ…

ଆତ୍ମଦର୍ଶନ ରେ ପୂର୍ଣ୍ଣତା ଆସିଥାଏ : ପ୍ରଫେସର ଦାସ .

ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ଜୟନ୍ତୀ ପାଳିତ ରାଉରକେଲା(ବସନ୍ତ କୁମାର ଜେନା ): ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ୯୫ତମ ଜୟନ୍ତୀ ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ଭାରତ ଭୂଷଣ ମହାନ୍ତି…

ସମତା ଜୋନ୍ ଆନୁକୁଲ୍ଯରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀର ଅଗ୍ରଦୂତ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା(ବସନ୍ତ କୁମାର ଜେନା ): ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲଠାରେ ସମତା ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀ ର ଅଗ୍ରଦୂତ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆଦିଲ୍ଲୀ ରୁ ଇନକମଟ୍ୟାକ୍ସ କମିଶନର ସୃଜନୀ ମହାନ୍ତି, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ…

ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ସଦସ୍ୟତା ଅଭିଯାନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ…

ବିଜେପୁର ବରପାଲି :ସୁଶାନ୍ତ ସାହୁ-ବିଜେପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନରେ କେନ୍ଦ୍ରାପଡ଼ାର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦାନ କରି ବରପାଲି ସହରରେ ଜନସାଧାରଣଙ୍କ ସହ ମିଶି ସର୍ବ ବୃହତ ଦଳ…

ଭୁବନେଶ୍ୱର ଠାରେ ଗଜଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ସନ୍ଧ୍ୟାରେ ଭୁବନେଶ୍ବରର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ବର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ ଏକ ଚିତ୍ତାକର୍ଷକ ଗଜଲ୍ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡିର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ…

ମାଳତୀରୁ ଚେମ୍ବିଡ଼ି ଜଙ୍ଗଲକୁ ଚାଲିଗଲା ମହାବଳ, ମଇଁଷି ଛୁଆକୁ ମାରିଲା ସ୍କ୍ୱାଡ଼ ଟିମ ଙ୍କୁ ଦେଖି ଜଙ୍ଗଲକୁ ଚାଲିଗଲା.

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଂଗାପୁର ବାନାଂଚଳର ମାଳତୀ ପାହାଡ଼ ଇଲାକାରେ ମହାରାଷ୍ଟ୍ର ମହାବଳ ବାଘ ଛ ଦିନ ହେବ ଗତିବିଧି ଜାରିରଖିଛି l ବନବିଭାଗ ଏଯାବତ ବାଘକୁ ଧରିବାକୁ ରାତିଦିନ ଏକ କରିଦେଇଥିଲେ ମଧ୍ୟ ବାଘକୁ ଧରି ପାରୁନି l ଗତ ମଧ୍ୟ…