(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ) : ସ୍ଵନାମଧନ୍ୟ ରାଜପ୍ରସାଦ ଖଲ୍ଲିକୋଟ ରେ ରାଜ୍ୟ ସ୍ତରୀୟ ମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତ , ୧୯-୧ – ୨୫ ଠାରୁ ଆରମ୍ଭ ହୋଇ ଥିବା ବେଳେ, ଆଜି ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହୋଇଛି ।
,କନ୍ଧମାଳର ଦାରିଙ୍ଗବାଡି ଓ ଗଜପତି ଜିଲ୍ଲାର ଏସ୍ ଟି ପିଟର ମୋହନା ମଧ୍ୟରେ ଏହି ମ୍ୟାଚ ଟି ହୋଇଥିଲା। ଦାରିଙ୍ଗବାଡି ଖେଳାଳି ମାନଙ୍କ ମଧ୍ୟରେ ଅଛନ୍ତି,ଅଭୟ,କାଳୁ,ଧଢଙ୍ଗ୍ ଅଭୟ,ଦୀପୁ, ଭବାନୀ,ରୂପକ , ଥିବା ବେଳେ ଏସ୍ ଟି ପିଟର ମୋହନା ଖେଳାଳୀ ମାନେ ହେଲେ ତଵୁନ୍,ଵଵିନ୍ ,ଅତୁ , ଜୁନିୟର ଲିମା ଆକାଶ, ରିତେଶ । ଏଅଵସରରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ ଭଲି ଵଲ୍ ର ପ୍ରାକ୍ତନ କ୍ୟାପଟେନ ତଥା ବରିଷ୍ଠ ଉପଦେଷ୍ଟା ବିପିନ୍ ବିହାରୀ ସାମନ୍ତ ଓରଫ୍ ଵିନିବାଵୁ, କଞ୍ଚଣା ସରପଞ୍ଚ ଚିତ୍ର ସେନ୍ ଘୋଷ , ଚିକଲି ପୂର୍ବତନ ସରପଞ୍ଚ ଲିଟୁ ଖୁଣ୍ଟିଆ, ଯୁବସମାଜ ସେବୀ କାର୍ତ୍ତିକେୟ ପ୍ରଧାନ, ଯୋଗୀନ୍ଦ୍ର ଦାସ ଯୁବ ଆଇନ୍ ଜିଵୀ ସାନୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଖେଳାଳି ଉଜ୍ବଳ ସେଠୀ କାକି , ସମ୍ବାଦ କ୍ଷେତ୍ରରେ ବେଶ ଜଣାଶୁଣା ବାବୁଲି ସିଂ । ଏଅଵସରରେ ଆଙ୍କରିଙ୍ଗ କରୁଥିଲେ,ଆମ୍ବପୁଆ ର ମଣ୍ଟୁ ଓ ଖେଳ ର ରେଫେରିଙ୍ଗ୍ କରୁଥିଲେ ଗୋବିନ୍ଦ ନାୟକ ।
ସହଯୋଗ କରିଛନ୍ତି ଖଲ୍ଲିକୋଟ ର ଯୁବପିଢ଼ି ଯଥା ବାବୁଲି ମଣ୍ଟୁ,ମିଟୁ, ସୋମ୍ୟରଞ୍ଜନ, ହରେକୃଷ୍ଣ, ସଞ୍ଜୀବ, ସୁଜିତ,ଶିଵରାମ ଗ ଉଡ , କାହ୍ନୁଚରଣ, ନାଗେଶ୍ଵର,ଟୁଵୁଲା , କାର୍ତ୍ତିକ,ଗଣେଶ ଓ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ର ଜନସାଧାରଣ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.