ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଂଚାୟତ ମହାବିଦ୍ୟାଳୟ ଶମ୍ଭୁଖ ରେ ରାସ୍ତା କାମଚାଲୁ ଥିବାରୁ ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଲା ଗ୍ରାମର ଯୁବ ସାମ୍ବାଦିକ ସୁଶାନ୍ତ ସାହୁ, କୁଳମଣି ପଧାନ, ଉମେଶ ଭୋଇ ପ୍ରାଥମିକା ଚିକିତ୍ସା କରାଇବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବିଜେପୁର ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଗଲା ରାସ୍ତା କାମରେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଦୁର୍ଘଟଣା ଆଗକୁ ହେବାନାହିଁ ବୋଲି ଏଡାଇ ଦିଆଯାଇନପାରେ l ଜନସାଧାରଣ ଙ୍କ ଦାବି ରାସ୍ତା କାମ ନ ସରିବା ପର୍ଯ୍ୟନ୍ତ ବାଇପାସ ରାସ୍ତାଦେବା ପାଇଁ ଅଞ୍ଚଳର ଜନସାଧାରଣ ବିଭୀଗୀୟ ଅଧିକାରୀଙ୍କ ଠାରେ ଦାବି କରୁଛନ୍ତି l
Sign in
Sign in
Recover your password.
A password will be e-mailed to you.