Sign in
Sign in
Recover your password.
A password will be e-mailed to you.
ସ୍ଵତନ୍ତ୍ର ବୃକ୍ଷରୋପ ରେ ସିମାନ୍ତ ମହାବିଦ୍ୟାଳୟ ର +୨ ଜାତୀୟ ସେବା ଯୋଜନା
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ)ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ+୨ ଜାତୀୟ ସେବାଯୋଜନା ଯୁଗ୍ମ ଶାଖା ଦ୍ଵାରା ୭ଦିନିଆ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ , ଜଳବାୟୁ ସମସ୍ୟା ସମସ୍ତ ଜୀବ ଜଗତର ଭବିଷ୍ୟତ ପାଇଁ ଏକ…
ବାଙ୍କ ବଜାରରେ ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ।
ବେଲଗୁଣ୍ଠା --(ଶିବରାମ ଚୌଧୁରୀ )- ପବିତ୍ର ମହାକାର୍ତ୍ତିକ ମାସ ଅବସରରେ ଗଞ୍ଜାମର ପୁରପଲ୍ଲୀରେ ନାମ ସଙ୍କୀର୍ତ୍ତନ ଗୁଂଜରିତ ହେଉଥିବା ବେଳେ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠା ସହରର ବାଙ୍କ ବଜାରରେ ମଧ୍ୟ ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଅଛି । ବାଙ୍କ ବଜାରର ଶ୍ରୀ…
ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡ: ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା ପ୍ରତିଯୋଗିତାର ଆଜିର ଶିଶୁ ଓ ଟେକ୍ନୋଲୋଜି ବିଷୟ…
ବିଜୟ ସମ୍ଭାବନା ନଥୁବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି : ବିଜେଡି
ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଅଧୁକାରୀ ନିର୍ବାଚନ ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇନି
କୁକୁଡ଼ାଖଣ୍ଡିରେ ସମସ୍ତ ବିକାଶମୂଳକ କାମ ଠପ, ଲୋକେ ହନ୍ତସନ୍ତ…
ସ୍କୁଲ ପିଲାଙ୍କୁ ଭୋଜନ ଯୋଗାଇବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ହାତ ମିଳାଇଲା ଆମୱେ ଇଣ୍ଡିଆ
ସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ସହିତ ନୁ୍ୟଟ୍ରିଲାଇଟ ୯୦ ବର୍ଷ ପାଳନ କରୁଛି: ୯୦,୦୦୦ ପୁଷ୍ଟିକର ଭୋଜନ ଯୋଗାଉଛି ଏବଂ ସରକାରୀ ସ୍କୁଲଗୁଡିକରେ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା କର୍ମଶାଳା ଆୟୋଜନ କରୁଛି
ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଆବଶ୍ୟକତାକୁ ସମର୍ଥନକାରୀ କମ୍ପାନୀ…
କରଣ ସମାଜ ଆର୍ଯ୍ୟଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜନ
ପଦ୍ମପୁର :- କରଣ ସମାଜ ର ଇଷ୍ଟ ପୂଜ୍ୟ ଦେବତା ଆର୍ଯ୍ୟଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କର ମନ୍ଦିର ନିର୍ମାଣ ଓ କରଣ ସମାଜ ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ପଦ୍ମପୁର କରଣ ସମାଜ ତରଫରୁ ଭୂମି ପୂଜନ ଶାସ୍ତ୍ରୀୟ ରୀତି ନୀତି ରେ ଅନୁସାରେ ସମାପନ ହୋଇଯାଇଛି। ସମାଜ ପକ୍ଷରୁ…
ଜାରିଂର ପ୍ରସିଦ୍ଧ ବାଲିଯାତ୍ରା ଓ ରାସଯାତ୍ରା ଆରମ୍ଭ
ବିଜେପୁର/ସୁଶାନ୍ତ ସାହୁ ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ପ୍ରସିଦ୍ଧ ରାସଯାତ୍ରା ଓ ବାଲିଯାତ୍ରା ସମାରୋହରେ ଆରମ୍ଭ ହୋଇଛି। ଭକ୍ତି, ବିଶ୍ଵାସ, ପରଂପରା ମୋହରେ ଏହା ଜାରିଂବାସୀଙ୍କୁ ଏକତାର ରୁଜୁରେ ବାନ୍ଧି ପାରିଛି। ଅପସଂସ୍କୃତି ପରିହାର କରି ସଂସ୍କୃତିରେ ଭରା ଲୋକନୃତ୍ୟ, ଲୋକଗୀତକୁ…
ଜମଲା ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ।
ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରୋଗୀ କଲ୍ଯାଣ ସମିତି ର ଏକ ବୈଠକ ସମିତି ର ସଭାପତି ତଥା ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଡଃ ଆଦିତ୍ୟ ଭୋଇ ଙ୍କ ରୋଗୀ କଲ୍ୟାଣ ସମିତି ର…
ମାଉସୀମାଙ୍କ ପୀଠରେ ପଞ୍ଚକ ମହୋତ୍ସବର ପ୍ରଥମ ସନ୍ଧ୍ୟା ଉଦ୍ଦଘାଟିତ
ପୁରୀ (ଅନିମେଶ ପଟନାୟକ) : ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତ୍ତିକ । ବ୍ରତ ପାଳନ ଦ୍ବାରା ସମସ୍ତ ପାପରୁ ତ୍ରାହି ମିଳେ । ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଭଗବାନ ବିଷ୍ଣୁଙ୍କର ସର୍ବାଧିକ ପ୍ରିୟମାସ ହେଉଛି କାର୍ତ୍ତିକ ଏବଂ ଏ ମାସର ଭାବର ଦେବତା ହେଉଛନ୍ତି ଦାମୋଦର ।…
ତାଳପଦରରେ ମା କରମସାନି ପୂଜା ଉଦଯାପିତ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ଗ୍ରାମର ବୁଢାରଜା ପଡା ଠାରେ ମା କରମସାନି ପୂଜା ଉଦଯାପିତ ହୋଇଛି l ଭକ୍ତବୃନ୍ଦ ମାନ୍ଦଲର ତାଳେ ତାଳେ କରମା ଡାଳକୁ ଗାଁର ଉପର ମୁଣ୍ଡାରୁ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ପରେ ରୀତିନୀତି ରେ ପୂଜା…