ଶ୍ରୀ ସତ୍ୟ ସାଇବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଶ୍ରୀ ସତ୍ୟସାଇ ସେବା ସମିତି ତରଫ ରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଅଛି ।ଦୁଇ ଦିନ ଧରି ଏହି ମହୋତ୍ସବ ପାଳିତ ହୋଇଥିଲା ।୨୨ ତାରିଖ ଦିନ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଶତାଧିକ ଆଶ୍ରିତ ସ୍ୱାମୀଙ୍କୁ…

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ

ନବରଙ୍ଗପୁର ତା ୨୪.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ମାଝିଗୁଡ଼ା ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଉଦ୍ଘାଟନ ହୋଇଯାଇଛି।ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ…

ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟ ରେ ୭୬ ତମ ଏନ୍.ସି.ସି ଦିବସ ପାଳିତ

ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ୨୪ ନଭେମ୍ବର ୨୦୨୪ ରବିବାର ଦିନ ଏନ୍ ସି ସି ଦିବସ ବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ…

ଦିଲ୍ଲୀ ରେ ନିଜମାଟିର ନା ରଖିଲେ ବିଜେପୁର କଳାକାର

 ବିଜେପୁର (ସୁଶାନ୍ତ ସାହୁ )ଦିଲ୍ଲୀରେ ଗତ ୨୨ ତାରିଖରୁ ୨୪ ତାରିଖ ଦିର୍ଘ ୪ ଦିନ ଧରି ଚାଲିଥିବା ଓଡ଼ିଶା ପର୍ବରେ ଦିଲ୍ଲୀ ସ୍ଥିତ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଜଗତର ବାଦଶାହା ଗୁରୁ ସମୀର ମେହେରଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନୃତ୍ୟ କଳାକାର ଅଞ୍ଜନ ଭୋଇ, ମୁକେଶ ଦୀପ ଏବଂ ସମୀର…

ଗୋଟିଏ ଦିନରେ ତିନୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ

  ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି, ପହଣ୍ଡି ଏବଂ ପଡା ଗ୍ରାମ ଠାରେ ନବନିର୍ମାଣ ସ୍ଵାସ୍ଥ୍ୟ ଉପକେନ୍ଦ୍ରର ଭିଭିପ୍ରସ୍ତର l ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କର କୋମଳ ହସ୍ତରେ ସ୍ଥାପନ ହୋଇଯାଇଛି l ଏହି ଅବସରରେ ବରଗଡ଼ ଜିଲ୍ଲା…

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଦୁର୍ଗମ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମ ରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର…

ଗୋବରା ସାହିତ୍ୟ ଘରର ଶୀତ ଆସର ; ସାହିତ୍ୟ ସଂସ୍କାର ଧର୍ମୀ ହେବା ଆବଶ୍ୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସାହିତ୍ୟ ବ୍ୟକ୍ତିର ଆବେଗକୁ ନିୟନ୍ତ୍ରଣ କରିଥାଏ I ତେଣୁ ସାହିତ୍ୟ ସର୍ଜନା ସଂସ୍କାର ଧର୍ମୀ ହେବା ଆବଶ୍ଯକ I ସାହିତ୍ୟିକ ହିଁ ସର୍ବ ଶକ୍ତିମାନ I ଏହିଭଳି କିଛି ଉପାଦେୟ ବକ୍ତବ୍ୟ ରଖିଛନ୍ତି ଗୋବରା ସାହିତ୍ୟ ଘରର ଶୀତ ଆସରରେ ଅନୁଷ୍ଠାନର ସମ୍ପାଦକ ଡ.ରତ୍ନ…

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଜଗତସିଂହପୁର,ତା ୨୩.୧୧.୨୦୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଅଛି I ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ…

ବିଜେପୁର ବିଧାୟକଙ୍କୁ ଭବ୍ୟ ସ୍ୱାଗତ କଲେ ଗୁଡିମୁଣ୍ଡା ଗ୍ରାମବାସୀ

 ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡିମୁଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କୁ ଗୁଡିମୁଣ୍ଡାର ମାଁ ଭଉଣୀ ଘରେ ଘରେ ପୂର୍ଣ୍ଣ ଜଳକୁମ୍ଭ କଳସ ସ୍ଥାପନ ପୂର୍ବକ ହୁଳହୁଳି ଦେଇ ଭବ୍ୟ ସ୍ଵାଗତ…

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଦ୍ଵିତୀୟ ଦିନରେ ଏସ. ଏସ. ଏଭେଞ୍ଜର୍ସ ଓ ଏସ. ବି. ଏସ. XI ସେମି ରେ ପ୍ରବେଶ

ପଦ୍ମପୁର:- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଦ୍ଵିତୀୟ ଦିନ ଖେଳ ସମାପ୍ତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ 8ଟି ଦଳ ଭିତରେ ଖେଳ ହେଉଥିବା ଏହି ପ୍ରିମିୟର ଲିଗ ତିନି ଦିନ ଧରି…