ଚାରୁ ଓ କାରୁକଳା ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀ ଛାତ୍ର ଶ୍ରୀରାମ ପ୍ରସାଦ ଆଙ୍କୁଲଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ବିଭାଗ ତରଫରୁ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ର ଚାରୁ ଓ କାରୁକଳା ବିଦ୍ୟାଳୟର ଛାତ୍ର ତଥା ଜବାହର ନବୋଦୟର ଷଷ୍ଠ ଶ୍ରେଣୀ ଛାତ୍ର ଶ୍ରୀରାମ ପ୍ରସାଦ ଆଙ୍କୁଲୁ…

ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ଙ୍କୁ ସାଇ ସମ୍ମାନ -୨୦୨୪

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସାଇ ସାହିତ୍ୟ ସଂସ୍ଥାନ ବିଳାସ ପୁର ଡେଲାଙ୍ଗ , ପୁରୀ ଆନୁକୂଲ୍ୟରେ ବିଳାସ ପୁର ସ୍ଥିତ ସତ୍ୟସାଇ ପ୍ରାଙ୍ଗଣରେ ୧୩ତମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦୁଇଟି ଅଧିବେଶନ ର ଆୟୋଜନ କରାଯାଇଥିଲା।ପ୍ରଥମ ଅଧିବେଶନରେ ବିଶିଷ୍ଟ…

୭୬ ତମ ଏନ୍ ସି ସି ଦିବସ ଆଡମ୍ବର ସହକାରେ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ୭୬ ତମ ଏନ୍ ସି ସି ଦିବସ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଭାରତୀ ଏୟାରଟେଲ ଫାଉଣ୍ଡେସନ ପଦକ୍ଷେପ ‘TheTeacherApp’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

• TheTeacherApp ବିଭିନ୍ନ ଶିକ୍ଷକଙ୍କ ଶିକ୍ଷଣ ଶୈଳୀକୁ ସମର୍ଥନ କରିବା ପାଇଁ ମାଗଣା, ଉଚ୍ଚ ଗୁଣବତ୍ତା, ଇଣ୍ଟରଆକ୍ଟିଭ୍ ଡିଜିଟାଲ୍ ସମ୍ବଳ ପ୍ରଦାନ କରେ । • ଶିକ୍ଷାବିତମାନଙ୍କୁ ଅଭିନବ ଏବଂ କ୍ଷେତ୍ର-ପରୀକ୍ଷିତ ଅଭ୍ୟାସ ସହିତ ସଶକ୍ତ କରିବା, ସେମାନଙ୍କୁ ଜାତୀୟ ଶିକ୍ଷା ନୀତି…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ଅନନ୍ୟ ସମ୍ପର୍କ ଅଛି: ଧର୍ମେନ୍ଦ୍ର ପ୍ରଧାନ

‘ଓଡ଼ିଶା ପର୍ବ -୨୦୨୪’ ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନୂଆ ଉଚ୍ଚତାକୁ ଯିବ - ଧର୍ମେନ୍ଦ୍ର ପ୍ରଧାନ • ମୋଦୀ ସରକାରଙ୍କ ବିଗତ ୧୦ ବର୍ଷରେ ଓଡ଼ିଶା ସବୁଠୁ ବଡ ଲାଭାର୍ଥୀ…

ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଏନସିସି ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟଠାରେ ରବିବାର ଏନସିସି ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାଝୀଗୁଡା…

ଟାଇମ୍‍ସ ହାୟର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ୨୦୨୫

ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ କିଟ୍‍ ଭୁବନେଶ୍ୱର, ୨୪ ।୧୧: ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି । ଏହି ତାଲିକାରେ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ରିସର୍ଚ୍ଚ କ୍ଷେତ୍ରରେ…

ଜୁଆ ଆଡ୍ଡା ଉପରେ ଚଢ଼ଉ: 29 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର : ଆଜି ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG( SWR)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ 29…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପହ୍ମପୁର ର ଅଭିଭାବକ ବୈଠକ ଅନୁଷ୍ଠିତ ।

ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଶିକ୍ଷା ବିକାଶ ସମିତି,ବିହ୍ଵତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଶିଶୁମାନଙ୍କ…

ସୁନ୍ଦରଗଡରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ:୫ ହଜାର ଟଙ୍କା ଲେଖାଏଁ ପାଇଲେ ୨୦ ଲକ୍ଷରୁ ଅଧିକ ମହିଳା

ତିନି ପର୍ଯ୍ୟାୟକୁ ମିଶାଇ ସମୁଦାୟ ୮୦ ଲକ୍ଷରୁ ଅଧିକ ମହିଳା ପାଇଲେ ‘ସୁଭଦ୍ରା’ ସହାୟତା, ଶିଳ୍ପ, କ୍ରୀଡା, ପର୍ଯ୍ୟଟନ, ସବୁ କ୍ଷେତ୍ରରେ ରେ ଓଡିଶାକୁ ସୁନ୍ଦରଗଡର ଅବଦାନ ଅତୁଳନୀୟ- ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୧୨୦୧ କୋଟି ଟଙ୍କା ବିନିଯୋଗରେ…