Sign in
Sign in
Recover your password.
A password will be e-mailed to you.
ଭାରତରେ ସ୍ୱାସ୍ଥ୍ୟସେବାର ସାମଗ୍ରିକ ବିକାଶ ନେଇ କିମ୍ସରେ ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍
ଭୁବନେଶ୍ୱର,୩୦ । ୯: କିମ୍ସରେ ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ଲାଗି କିମ୍ସରେ ଏଭଳି ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି…
ସମରେ ୱାର୍ଲ୍ଡ ପ୍ରିମାଚ୍ୟୁରିଟି ଦିବସ ପାଳିତ
ଭୁବନେଶ୍ୱର, ନଭେମ୍ବର ୩୦: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ୱାର୍ଲ୍ଡ ପ୍ରିମାଚ୍ୟୁରିଟି ଦିବସ ପାଳିତ ହୋଇଯାଇଛି । ଅପରିପକ୍ୱ ନବଜାତ ଶିଶୁମାନଙ୍କର ଯତ୍ନ ଓ ଚିକିତ୍ସା କ୍ଷେତ୍ରରେ ଜନସାଧାରଣ ଓ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଏବର୍ଷ ଆଉ ହବାର ନାହିଁ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଦ୍ଵିତୀୟ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଏବଂ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଆସନ୍ତା ମାସର ସୋମବାର ଗୁଡ଼ିକରେ ଭୁବନେଶ୍ଵର ୟୁନିଟ-୫ସ୍ଥିତ…
ତେଲ ଟ୍ୟାଙ୍କର୍ କୁ ପଛପଟୁ ଧକ୍କା ଦେଲା କାର୍,ମଦୁଆ କାର୍ ଚାଳକ ଥାନାରେ ଅଟକ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ମେନ୍ ରୋଡ୍ ଠାରେ ଏକ କାର୍ ଟ୍ୟାଙ୍କର କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବେଲଗୁଣ୍ଠାରୁ ବାଲିପଦର ପଟକୁ ଯାଉଥିବା ଏ.ଆର୍.ଏସ୍.ଏସ୍ କମ୍ପାନୀର ଏକ ବୋଲେରୋ ତେଲ ଟ୍ୟାଙ୍କର…
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଶିଶୁ ଶିବିର ଓ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଆଜି ଶିଶୁ ଶିବିର ଓ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
ସିଡିଏମଓ ଙ୍କୁ ଡାବୁଗାଁ ବିଜେପି ପ୍ରତିନିଧି ମଣ୍ଡଳ ତରଫରୁ ବିଭିନ୍ନ ଦାବୀ ଉପସ୍ଥାପନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଙ୍କ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଅବସରରେ ଡାବୁଗାଁ ବିଜେପି ଦଳର ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ…
ଚାଷୀଙ୍କୁ ମାଗଣା ଚଣା ବିହନ ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆଜି ବ୍ଲକ ର ଚାଷୀ ମାନଙ୍କୁ ଧାନ ପରବର୍ତ୍ତୀ ରବି ଫସଲ ର ସଫଳତା ପାଇଁ ସରକାରଙ୍କ ତରଫରୁ ମାଗଣା ଚଣା ବିହନ ବଣ୍ଟନ କରାଯାଇଥିଲା। ବ୍ଲକ କୃଷି ସହକାରୀ ଅଧିକାରୀ…
ବନ ବିଭାଗ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ଉପରେ ଇକୋ ଟୁରିଜିମ୍ ସେଣ୍ଟର : ସୂଚନା ଦେଲେ ଜିଲ୍ଲା ବନ ଖଣ୍ଡ ଅଧିକାରୀ
https://youtu.be/hUU1M2MixZQ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗିରି ପର୍ବତ ଉପରେ ବନ ବିଭାଗ ପକ୍ଷରୁ ଇକୋ ଟୁରିଜିମ୍ ସେଣ୍ଟର ଖୋଲା ଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍ .…
ଡିସେମ୍ବର ୨୪ରୁ ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ଡିସେମ୍ବର ୨୪ରୁ ୨୮ ପର୍ଯ୍ୟନ୍ତ ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ହେବ । ଏହାକୁ ନେଇ ଆଜି ବୁଦ୍ଧିଜୀବୀ, ସାମ୍ବାଦିକ, କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସୃଜନ…
ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ମହୋତ୍ସବର ଉଦଯାପନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ବିଶ୍ୱ ସମସ୍ୟାର ସମାଧାନର ପ୍ରୟୋଗଶାଳା ଓଡ଼ିଆ ଭାଷା ସାହିତ୍ୟରେ ଅଛି - ଧର୍ମେନ୍ଦ୍ର ପ୍ରଧାନ
• ଗଣକବି ବୈଷ୍ଣବ ପାଣିଙ୍କ ଆତ୍ମ କାହାଣୀର ଓଡ଼ିଆ ଓ ଇଂରାଜୀ ଅନୁବାଦ ପୁସ୍ତକ ଲୋକାର୍ପିତ • ମଞ୍ଚସ୍ଥ ଗଣକବିଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଗୀତିନାଟ୍ୟ “ମହାଲକ୍ଷ୍ମୀ ପୂଜା” ଦେଖିଲେ• ଓଡ଼ିଆ…