Sign in
Sign in
Recover your password.
A password will be e-mailed to you.
ଅଞ୍ଚଳ ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ୍ ଦିବସ ପାଳନ
ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଥିଲା। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରୁ ଅର୍ଥୋପିଡିକ୍ ବିଶେଷଜ୍ଞ ଡ଼ଃ ସଞ୍ଜୟ କୁମାର ନାଏକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଜଗଦଲପୁର…
ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଶୀର୍ଷକ ଉପରେ ଜାତୀୟ ସଂପାନର ଉଦଯାପନୀ ଉତ୍ସବ
ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ICSSR ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଉଦଯାପନୀ ଉତ୍ସବରେ କିସ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର କୁଳପତି ପ୍ରୋ. ଦୀପକ କୁମାର ବେହେରା ମୁଖ୍ୟ ଅତିଥି ଭାବରେ…
ଉର୍ଜା ସଂରକ୍ଷଣ ର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ…
ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉର୍ଜା ସଂରକ୍ଷଣ ର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ…
ଦିଶାହୀନ କଂଗ୍ରେସ ପ୍ରଳାପ କରୁଛି: ଅଭିଳାଷ ପଣ୍ଡା
ମୁଣ୍ଡବିହୀନ କଂଗ୍ରେସ ଗଣମାଧ୍ୟମରେ ବଂଚିବାକୁ ଚେଷ୍ଠା କରୁଛି
ଦେଶର ଓ ରାଜ୍ୟର ଗାରିମା କ୍ଷୁର୍ଣ୍ଣ କରିବାକୁ ସର୍ବଦା ଚେଷ୍ଠା କରୁଛି
ଆଇନ୍ ଶୃଙ୍ଖଳାକୁ ହାତକୁ ନେଉଥିବା କଂଗ୍ରେସ ଯୁବସଙ୍ଗଠନର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ କହିବା ଲଜ୍ଜାଜନକ
ସାମ୍ବାଦିକ…
ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଯୁବ କଂଗ୍ରେସର କଡ଼ା ଜବାବ
କଂଗ୍ରେସ ବିକାଶକୁ ବିରୋଧ କରୁନି, ବିଜେପିକୃତ ବିନାଶକୁ ଦୃଢ ବିରୋଧ କରୁଛି-ୟାସିର ନୱାଜ
ଭୁବନେଶ୍ୱର, ୧.୧୨ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରବିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ…
ବାଘ ଛାଲ ସହ 2 ଜଣଙ୍କୁ ଗିରଫ କଲା ଘୁ.ଉଦୟଗିରି ବନବିଭାଗ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଘୁ.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି ବନ ବିଭାଗ I ଏନେଇ ବନ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି I ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ…
ଖୋଲା ପଡିଛି ଟ୍ରାନ୍ସଫର୍ମର,ଅସୁରକ୍ଷିତ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ
ଟାଟା ପାୱାରର ଦାୟିତ୍ୱହୀନତା ପାଇଁ ଗୋଟେ ସପ୍ତାହରେ 8 ମାଙ୍କଡ଼ ମୃତ
ବରଗଡ ;- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶ ରେ ଭରପୁର ପ୍ରାକୃତିକ ପରିବେଶ ଭିତରେ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ପବିତ୍ର ପିଠ ଅବସ୍ଥିତ । ମହାପ୍ରଭୁଙ୍କ ଏହି ପବିତ୍ର ତଥା ମନୋରମ ପୀଠରେ ଗତ…
ମିଡିଆ ଭିଜିବିଲିଟି ମାନ୍ୟତାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ଏକ ନମ୍ବର କମ୍ପାନୀ
ମୁମ୍ବାଇ : ରାଜସ୍ୱ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶରେ ଆଗରେ ରହିବ ସହିତ ୨୦୨୪ ମସିହାରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ଏହା ଭାରତର ଅଗ୍ରଣୀ କମ୍ପାନୀ ଭାବେ ସ୍ଥାନପାଇଛି। ୱିଜିକି ହେଉଛି ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ ଯାହା…
ଓଡ଼ିଶା “ମିଶନ କର୍ମଯୋଗୀ” କାର୍ଯ୍ୟକାରିତାରେ ସକ୍ରିୟ ଅଂଶଗ୍ରହଣ କରିଛି
ଆଇ-ଜିଓଟି ପ୍ଲାଟଫର୍ମରେ ଅନ ଲାଇନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ।
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ "କର୍ମଚାରୀରୁ କର୍ମଯୋଗୀ ପର୍ଯ୍ୟନ୍ତ"ଅନୁସାରେ ‘ମିଶନ କର୍ମଯୋଗୀ’ କାର୍ଯ୍ୟକ୍ରମରେ ଓଡ଼ିଶାର ସକ୍ରିୟ…
ଚାଷୀ ମୁଣ୍ଡରେ ଚଡକ
https://youtu.be/5V-m_ASzlH4
ବିଜେପୁର /ସୁଶାନ୍ତ ସାହୁ : କିଏ ବିକିବାକୁ ସଜବାଜ ହେଉଥିବା ବେଳେ ଆଉ କିଏ ଅମଳ କରିବାକୁ ଅଣ୍ଟା ଭିଡ଼ିଥିଲା l ହେଲେ ଏଭଳି ସମୟରେ ଅଦିନିଆ ବର୍ଷା ଚାଷୀର ମୁଣ୍ଡରେ ଚଡ଼କ ପକାଇ ଦେଇଛି l ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ସମସ୍ତ ଅଞ୍ଚଳରେ ଲଘୁଚାପ ଜନିତ…