Sign in
Sign in
Recover your password.
A password will be e-mailed to you.
ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ନୂଆଗାଁ: ୧/୧୨ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ଗ୍ରାମରେ ଥିବା କଲ୍ୟାଣୀ ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟର ସହକାରୀ ଶିକ୍ଷକ ନରୋତ୍ତମ ଦାସ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ କଲ୍ୟାଣୀ ଦେବିଙ୍କର ପ୍ରତିମୃତ୍ତି…
ନବରଙ୍ଗପୁର ଜିଲ୍ଲାରେ ବିଶ୍ବ ଏଡ୍.ସ୍ ଦିବସ ପାଳିତ
ନବରଙ୍ଗପୁର ତା ୧.୧୨.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ତରଫରୁ ବିଶ୍ବ ଏଡ୍.ସ୍ ଦିବସ ତା: 01-12-2024 ରେ ଆର୍ ସି ଡି ଉଚ୍ଚ ବିଦ୍ୟାଳୟର ସମ୍ମିଲନୀ କକ୍ଷରେ ପାଳନ ହୋଇଯାଇଅଛି I ଏହି ଦିନ ସକାଳ 8:00 ଘ ସମୟରେ…
ଜିଲ୍ଲାସ୍ତରୀୟ, 37 ତମ ବିଶ୍ବ ଏଡସ ଦିବସ- 2024 ପାଳିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)01/12 କଳାହାଣ୍ଡି ଜିଲ୍ଲା ସ୍ତରୀୟ 37 ତମ ବିଶ୍ବ ଏଡସ ଦିବସ-2024 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ ଆଲୁମିନିୟମ ତରଫରୁ ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ପାଳନ କରାଯାଇଛି। ଏହି ଅବସରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ…
ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 01/12 ଭବାନୀ ପାଟଣା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଘରୋଇ ହିଂଶା ମୁକାବିଲା ସମ୍ବନ୍ଧୀୟ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଥିଲା | ଜିଲ୍ଲା ସମାଜ କଲ୍ୟାଣ କାର୍ଜ୍ୟାଳୟ, କଳାହାଣ୍ଡି ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ…
ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ : ପାରମ୍ପରିକ ଖାଦ୍ୟମେଳା ପ୍ରଦର୍ଶିତ
ବିଜେପୁର :ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ରେଡିଏନ୍ସ୍ କଲେଜର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତି…
ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାଯ୍ୟକାରିଣୀ ବୈଠକ
ନୟାଗଡ଼(ବିଶ୍ୱଜିତ ନାୟକ) : - ନୟାଗଡ଼ ଜିଲ୍ଲା ଗଣିଆ ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ…
ଅଖିଳ ଭାରତୀୟ ସାହିତ୍ୟ ପରିଷଦର “ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ୨୦୨୪”ରେ ଗଜପତି ଜିଲ୍ଲାର ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଶାଖା ଦ୍ବାରା ଦୁଇ ଦିନିଆ ସାହିତ୍ୟ ସମ୍ବର୍ଦ୍ଧନ ଯାତ୍ରା ନଭେମ୍ଵର ୩୦ ଓ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ପଚାଶରୁ ଅଧିକ ସାହିତ୍ଯିକ ଯୋଗ ଦାନ…
ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ।
ପଦ୍ମପୁର- ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ଚିତ୍ରକଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଆସିଷ୍ଟାଣ୍ଠ ପ୍ରଫେସର ଡ. କିଶୋର ନାୟକ, ଦେଉଲି ବିଦ୍ୟାଳୟର ବିଜ୍ଞାନ…
ଜାନୁଆରୀ ୧୮ ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ସିରଜିନା ନାଟ୍ୟ ମହୋତ୍ସବ।
ପଦ୍ମପୁର :- ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ମାସିକ ବିବରଣୀ ପାଠ କରିଥିଲେ. ଓ ଆସନ୍ତା…
ବିଶ୍ଵ ଏଡ଼ସ ଦିବସ ପାଳିତ।
ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୁଲ୍ୟରେ “ବିଶ୍ଵ ଏଡ଼ସ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଏଡ଼ସ ସଂକ୍ରମଣର କାରଣ, ପ୍ରତିକାର ତଥା ଏଡ଼ସ୍ ରୋଗୀଙ୍କ ପ୍ରତି…