Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ ବ୍ଳକରେ ଶିକ୍ଷକ ତାଲିମ୍ରେ ବଡ଼ ଘୋଟଲା ଅଭିଯୋଗ !
ଖଲ୍ଲିକୋଟ ରୁ ଶିବରାମ ଜେନା, ଶାସକ ପ୍ରଶାସକ-ରାଜ୍ୟସରକାର ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ ଖଲ୍ଲିକୋଟ ଙ୍କ ଚିଠି -୨୯୨୪ ତା -୨୬.୧୧.୨୦୨୪ ପ୍ରକାରେ ଶିକ୍ଷକମାନଙ୍କର ସମ୍ବଳ ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ "ପ୍ରୟୋଗ "…
ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀ-୨୦୨୪ । ଏହି ସମ୍ମିଳନୀରେ ଭାରତ ସରକାରଙ୍କ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର…
ଆଳୁ ବିହନ ଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମୀକ୍ଷା
• ଆଗାମୀ ଦିନରେ ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା• ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ହେବ ଆଳୁଚାଷ• ସରକାରଙ୍କ ତରଫରୁ ଏଯାବତ୍ ୧,୦୨,୯୬୪ କ୍ୱିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି• ୫୯୪୯ ହେକ୍ଟର ଜମିରେ ଲାଗିସାରିଛି ଆଳୁ ବିହନ• ବିହନ ଯୋଗାଣ କିମ୍ବା ଚାଷୀଙ୍କ…
ବିଜେପୁର ରେଡ଼ିଏନ୍ସ କଲେଜର ପଞ୍ଚମତମ କ୍ରୀଡା ସମାରୋହ ଉଦଘାଟନ
ବିଜେପୁର :ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ରେଡିଏନ୍ସ କଲେଜର ବାର୍ଷିକ କ୍ରିଡ଼ା ସମାରୋହ ମହାସମାରୋହରେ ପାଳନ ହେଉଛି।ଏ ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ କୁମାର ମେହେର ମୁଖ୍ୟ…
ପଦ୍ମପୁର ଲାୟନ୍ସ କ୍ଲବ ର ପ୍ରଶଂସନୀୟ ପଦକ୍ଷେପ : ମୁକ୍ତିରଥ ର ସେବା କାର୍ଯ୍ୟ ହେଲା ଆରମ୍ଭ ।
ପଦ୍ମପୁର:- ଲାୟନ୍ସ କ୍ଲବ୍ ତରଫରୁ ଆଜି ମୁକ୍ତିରଥ ର ସେବା କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୁ ପ୍ରଥମ କରି ଲାୟନ୍ସ କ୍ଲବ୍ ସଭ୍ଯ ମାନଙ୍କ ଉପସ୍ଥିତିରେ ପଦ୍ମପୁର ରୁ ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ଶରଧାପାଲି କୁ ମୁକ୍ତିରଥ ସେବା ଯୋଗାଇ ଦିଆଯାଇଛି । ଏହି ଦିନ…
ଶ୍ରୀଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞରେ ଯୋଗଦେଲେ କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ
ପୁରୀ, (ଅନିମେଶ ପଟ୍ଟନାୟକ): ସ୍ଥାନୀୟ ପୁରୀ ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ…
ବିଶ୍ଵଶାନ୍ତି ମହାଯଜ୍ଞ ର ୧୦୦୮ କଳସ ବିସର୍ଜନ ଶୋଭାଯାତ୍ରା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରରେ ଆଜି ଏକହଜାର ଆଠ ବିରାଟ କଳସ ବିସର୍ଜନ ଶୋଭାଯାତ୍ରା ସହିତ ବିଶ୍ଵଶାନ୍ତି ମହାଯଜ୍ଞ ର ଘୃତଯଜ୍ଞ ମଣ୍ଡପ ରେ ପୂଜାପାଇଥିବା ବିଭିନ୍ନ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର ମଧ୍ୟ ଆଜି ଜଳରେ ବିସର୍ଜନ କରାଯାଇଛି। ଭଞ୍ଜନଗର ସହରରେ ଅନୁଷ୍ଠିତ…
ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି…
ନବରଙ୍ଗପୁର ତା ୨୮.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମେହେନ୍ଦି କଳାକାରମାନେ ନିଜର ମେହେନ୍ଦି ଚିତ୍ରକଳାକୁ ପ୍ରଦର୍ଶନ କରିଛନ୍ତି।…
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷରଥ ର ଶୁଭାରମ୍ଭ
ବିଜେପୁର/ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଆଜି ଭାର ପ୍ରାପ୍ତ ଚିକିତ୍ସାଧିକାରୀ ଡା.ସୁଶାନ୍ତ ମେହେର ସବୁଜ ବାନା ଉଡ଼ାଇ ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ। ଏକ୍ରମରେ…
ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଚିତ୍ରାଙ୍କନ ( ୱାଲ୍…
ନବରଙ୍ଗପୁର ତା ୨୮.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଆଦିବାସୀ ଲୋକକଳା,ଜୀବନୀ,ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ…