ନିମ୍ନ ଇନ୍ଦ୍ରଜଳ ପ୍ରକଳ୍ପ ଅଫିସରେ ଚାଷିମାନେ ଆସନ୍ତା ଫେବୃୟାରି 28 ତାରିଖରେ ଗଣଧାରଣା !

3

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୁଆପଡା ଜିଲ୍ଲା ଖଡିଆଳ ବ୍ଲକ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଲୟ ଖଡିଆଳ ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ କ୍ଷେତ୍ରୀୟ କର୍ଯ୍ୟଳୟ ଠାରେ ଏ ଅଞ୍ଚଲ ଚାଷୀମାନେ ଅଭିଯୋଗ ପତ୍ର ମୁଖ୍ୟ ଯନ୍ତ୍ରୀଙ୍କୁ ବନ୍ଧ ଡାକରା ଦାବି ପତ୍ର ଦେଇଛନ୍ତି ।ଏଥିରେ ଅନେକ ଗାଁ ଓ କେତୋଟି ପଞ୍ଚାୟତ ନିମ୍ନଇନ୍ଦ୍ରଜଳ ସେଚନ ପ୍ରକଳ୍ପ ବଞ୍ଜୀତ ହେଉଥିବାରୁ ଅଭୀୟୋଗ ହୋଇଛି।ଝୋଳପଥର,ସାନମହେଶ୍ଵର,ଚନାବେଡା, ଭାଲୁଡୁଙ୍ଗରୀ,ରହେନପଦର,ପୋଡା ପାଲୀ,ଭୋଜପୁର,ଅନେକ ପଞ୍ଚାୟତ ରେ ମେଘା ଉଠାଜଲ ସେଚନ ବଞ୍ଜୀତ ହେଉଥିବାରୁ ଦେଖିବାର ମିଲିଛି !ଏହୀ ଗ୍ରାମପଞ୍ଚାୟତ ଠାରୁ ମାତ୍ର ଏକ କିଲୋମିଟର ଦୁରତା ଠାରୁ ଦଶ କି ଲୋ ମୀଟର ଦୁରତା ଅଟେ।ହେଲେ ଏ ଅଞ୍ଚଳ ର ଚାଷୀ ମାନେ ପାଣି ପାଇପାରୁନାହାନ୍ତି ହେଲେ ସରକାରଙ୍କୁ ଅନେକ ଥର ଅଭିଯୋଗ ଆନ୍ଧୋଳନ ,ଧାରଣା ପରେ ମଧ୍ୟ ଦୀର୍ଘ ୧୪ ବର୍ଷ ହେଲା ଫମ୍ଫା ପ୍ରତୀଶ୍ରୃତୀ ଦେଇ ଚାଷୀଙ୍କୁ ଭୁଆଁ ବୂଲେଇ ଆସୁଛନ୍ତୀ।ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନଷ୍ପତୀ ନେଇଥିଲେ । ‌ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ରେ ଜଲ ସମ୍ଫଦ ବିଭାଗ ଭୁବନେଶ୍ଵର ଙ୍କ ଚୀଠୀ ଅନୁସାରେ ବୃହର୍ତ୍ତ ଉଠାଜଲ ସେଚନ ପ୍ରକଳ୍ପ ଚାନ୍ଧୋପଲା ଗ୍ରାମ ଠରୁ ୧ ଓ ୨ ର ପ୍ରସାସନୀକ ଅନୁ ମୋଦନ ଅର୍ଥ ବୀଭାଗ ଅଧୀନରେ ରହିଛି ।ମାତ୍ର ୬ ମାଷ ରୂ ଉଦ୍ଦ ହେଲାପରେ ମଧ୍ୟ ପ୍ରସାସନୀକ ଟେଣ୍ଡର ପ୍ରକ୍ରୀୟା କରାଯାଇନାହିଁ ।ଏଣୁ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେ଼ତାବନୀ ଦେଇଛନ୍ତୀ।ଏଣୁ ଆସନ୍ତା ୨୮ ଫେବୃୟାରି ଦୀନ ସକାଲ ୮ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ତିଖାଲୀ ଛକ ୩୫୩ ଜାତୀୟ ରାଜପଥ ଉପରେ ଗଣ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।ଚକ,ଅଖ,ବନ୍ଧ ଡାକରା ଦେଇଛନ୍ତି ! ଡକ୍ଟ ର ସର୍ଦ୍ଧାରଥ ମହାପାତ୍ର,ରାଜେନ୍ଦ୍ର ପ୍ରସାଦ ମହାପାତ୍ର,ଗଙ୍ଗାରାମ ବନଛୋର,ପ୍ରଦୀପ କୁମାର ତୀୱୋରୀ,ଅମରେଶ ପଟନାୟକ ସସସ୍ତ ପଞ୍ଚାୟତ ବାସୀ ଚେ଼ତାବନୀ ଦେଇଛନ୍ତି ।

Leave A Reply

Your email address will not be published.