Sign in
Sign in
Recover your password.
A password will be e-mailed to you.
ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ଅଭିଭାଷଣ ରଖିଲେ ଅପରାଜିତା ଷଡ଼ଙ୍ଗୀ
" ୧୭୦ ବର୍ଷର ପୁରୁଣା ଏହି ରେଳ ବିଭାଗ କେବଳ ଗମନାଗମନର ଏକ ମାଧ୍ୟମ ହୋଇ ରହିନାହିଁ ,ବରଂ ଦେଶର କୋଣ ଅନୁକୋଣକୁ ସମ୍ପର୍କର ସୂତାରେ ଯୋଡ଼ି ପାରିଛି"
ନୂଆଦିଲ୍ଲୀ : ଚଳିତ ଶୀତ ଅଧିବେଶନରେ ସଂସଦରେ ରେଳବିଭାଗର ପ୍ରସ୍ତାବିତ ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ନିଜର ଅଭିଭାଷଣ…
ରାଜ୍ୟ ସ୍ତରୀୟ ୧୯ ବର୍ଷ ରୁ କମ୍ କବାଡ଼ି (ବାଳକ)ପ୍ରତିଯୋଗିତା ଓଡ଼ିଶା ଦଳରେ ସ୍ଥାନ ପାଇଲେ ଡ଼ଃ ଭୀମରାଓ ଆମ୍ବେଦକର…
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ଛାତ୍ର ଅଭିଜ୍ଞାନ୍ ନାୟକ ୧୯ବର୍ଷରୁ କମ୍ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ (ବାଳକ)କବାଡି ପ୍ରତିଯୋଗିତା ୨୦୨୪-୨୫…
କଳିଙ୍ଗ ମହାବିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ମହିଳା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଯାପିତ..
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କଳିଙ୍ଗ ମହାବିଦ୍ୟାଳୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ୧୦ମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋ-ଖୋ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଉଦଘାଟନ…
ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଭଞ୍ଜନଗର ରେ ଦିବ୍ୟାଙ୍ଗ ଦିବସ ପାଳନ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ତାଲୁକା ଆଇନ ସେବା କମିଟି ଭଞ୍ଜନଗର ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଡିସେମ୍ବର ମାସ ୩ ତାରିଖ ମଙ୍ଗଳ ବାର ସାଢେ଼ ଚାରି ଘଣ୍ଟ ସମୟରେ ଆନ୍ତର୍ଜାତିକ ଦିବ୍ୟଂଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ…
ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର ତା ୩.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ମଣ୍ଡେଇ କପ କ୍ରିକେଟ ( ପୁରୁଷ) ଓ ଦଉଡ଼ି ଟଣା ( ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ ଶୁଭଂକର ମହାପାତ୍ର ମୁଖ୍ୟ ଅତିଥି…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାମିଲନାଡୁ ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳବାର) ଗଜପତି ଜିଲ୍ଲାରୁ ୬୨ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ତାମିଲନାଡୁ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାଟିକୁ , ଶିଶୁ…
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆଜି (ମଙ୍ଗଳବାର) ବିଜୁ କଲ୍ୟାଣ ମଣ୍ଡପ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ପୂର୍ବାହ୍ନରେ…
ଆକାଂକ୍ଷୀ ଜିଲ୍ଲା ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆକାଂକ୍ଷୀ ଜିଲ୍ଲା ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ "ପ୍ରୟାସ" ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ…
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା – ୨୦୨୪ ଉଦଘାଟିତ
https://youtu.be/0eeYL1eC_1c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା - ୨୦୨୪ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି (ମଙ୍ଗଳବାର) ଶୁଭ ଉଦଘାଟିତ ହୋଇଯାଇଛି I ଆଜିର ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଗଜପତି…
ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀଙ୍କୁ “ଜଳପ୍ରଭାରୀ’ ଦାୟିତ୍ୱ
ଭୁବନେଶ୍ୱର,୦୩/୧୨/୨୦୨୪:ଜଳସମ୍ପଦ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ତଥା ଯୋଜନାଗୁଡିକର ସମ୍ପାଦନ ଓ ଅଗ୍ରଗତିକୁ ତଦାରଖ କରିବା ନିମନ୍ତେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ଜଳପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛିା ଏହି ଅଧିକାରୀମାନେ ପ୍ରତି ଦୁଇ…