ବରପାଲି ରୁ ଏଲ୍ଲାହାବାଦ ଅଭିମୁଖେ ବସ୍ ସେବା

   ବରପାଲି :ବରପାଲିରୁ ପ୍ରୟାଗରାଜ ଅଭିମୁଖେ ଏକ ଯାତ୍ରିବାହୀ ବସର ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବସଷ୍ଟାଣ୍ତରୁ ମୁଖ୍ଯଅତିଥି ଭାବରେ ବରିଷ୍ଠ ଧର୍ମପ୍ରାଣ ସମାଜସେବୀ ମୋତିଲାଲ ଅଗ୍ରୱାଲ ପୁଜାର୍ଚ୍ଚନା ସହ ବସକୁ ତାର ଗନ୍ତବ୍ୟସ୍ଥଳକୁ ମେଲାଣି ଦେଇଥିଲେ। ଏହି ଅବସରରେ ସମ୍ମାନିତ…

ଟାଉନ୍ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଟାଉନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହ ରେ ଆୟୋଜିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ସାହୁ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା ।ଏଥିରେ…

ପଦ୍ମପୁର ବନବିଭାଗ କୁ ବଡ ସଫଳତା : ଧରା ପଡିଲା ଲକ୍ଷ ଲକ୍ଷ ଟଙ୍କାର ଖଇର କାଠ ସହ ପିକଅପ୍ ଭ୍ଯାନ

ପଦ୍ମପୁର :- ପେଟ୍ରୋଲିଂ କରୁଥିବା ବେଳେ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ପିକଅପ୍ ଭ୍ଯାନ (ଓ ଆର୍ ୧୭ ଏଫ୍ ୭୩୨୦) କୁ ପଦ୍ମପୁର ରେଞ୍ଜ ଅଧୀନସ୍ଥ ବରିକେଲ ଗ୍ରାମରୁ ଜବତ କରିଛି ପଦ୍ମପୁର ବନ ବିଭାଗ। ଜବତ କାଠ ର ଓଜନ ୧୨ କ୍ୱିଣ୍ଟାଲ ଥିବା ବେଳେ ଏହାର ଆନୁମାନିକ ମୂଲ୍ଯ ୨ ଲକ୍ଷ ୫୦ ହଜାର…

ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ

ସୁବର୍ଣ୍ଣପୁର ୦୫ /୧୨/୨୦୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ…

ଚିତ୍ରକୋଟ ର ମିନିଷ୍ଟାଡ଼ିଅମ ରେ ଆନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ.

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ମିନି ଷ୍ଟାଡିୟମ ଠାରେ ଚଳିତ ମାସ ୧ ତାରିଖ ରୁ ଚାଲିଥିବା ଆନ୍ତରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ର ପଞ୍ଚମ ଦିବସରେ ରାୟପୁର ଓ କଳାହାଣ୍ଡି ଦଳ ମଧ୍ୟରେ…

ତାଳପଦର ଅଞ୍ଚଳର ଚାଷୀଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡ ଖୋଲିବା ନେଇ ଦାବିପତ୍ର ପ୍ରଦାନ କଲେ

ବିଜେପୁର/ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଠାରେ ଥିବା ୟୁନିଅନ ବ୍ୟାଙ୍କ ରେ ଏହି ଅଞ୍ଚଳର ଚାଷୀ ମାନେ ସେଭିଂ ଆକାଉଣ୍ଟ ଖୋଲିଥିଲେ ଏଵଂ ଚାଷ କାର୍ଯ୍ୟ ପାଇଁ ଋଣ ଉଠାଇଥିଲେ । ଯାହାକି ଚଳିତ ବର୍ଷ ତାର ରିନୁଏଲ୍ ହେବାର ଥିଲା ଯାହାକୁ ନେଇ ବ୍ୟାଙ୍କ କତୃପକ୍ଷ…

ଡିସେମ୍ବର ୧୫ ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୁବନେଶ୍ୱର, ଡିସେମ୍ବର ୫: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେଉଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ…

ସାମାଜିକ ଏବଂ ମାନବ ବିଜ୍ଞାନରେ ଆଇସିଏସଏସଆର’ର ରିସର୍ଚ୍ଚ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଶୁଭାରମ୍ଭ

ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି- ଧର୍ମେନ୍ଦ୍ର ପ୍ରଧାନ • ବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅନେକ ଦକ୍ଷ ଗବେଷକଙ୍କୁ ସୃଷ୍ଟି କରିବ• ସାମାଜିକ ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ…

ଯୁବା ସଙ୍ଗମ ପଞ୍ଚମ ଚରଣ: ଓଡିଶାରେ ମହାରାଷ୍ଟ୍ରର ପ୍ରତିନିଧୀଙ୍କ ଏକ୍ସପୋଜର ଯାତ୍ରା ସମାପ୍ତ

ଭୁବନେଶ୍ୱର, ୫ ଡିସେମ୍ବର ୨୦୨୪: କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ସାଂସ୍କୃତିକ ତଥା ଶିକ୍ଷାଗତ ପ୍ରୟାସର ଏକ ଅଂଶ ଭାବରେ 'ଏକ ଭାରତ ଶ୍ରଦ୍ଧା ଭାରତ ଯୁବା ସଙ୍ଗମ' କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଓଡିଶାକୁ ଆସିଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ…

ମହିଳାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୋଲିସ

କୁଚିଣ୍ଡା:  ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ରେଙ୍ଗାଲବେଡା ଗ୍ରାମର ମହାଜନପଡ଼ାରେ ଜଣେ ମହିଳା ବେକରେ ଶାଢ଼ୀ ଗୋଡେଇ ଘର ରେ ଝୁଲୁଥିବା ଦେଖି ଘର ଲୋକେ ପୋଲିସ କୁ ଖବର କରିଥିଲେ। ଜମନକିରା ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ…