ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସହକାରୀ ଶିକ୍ଷକ ରମେଶ ସାହୁ ବିବରଣୀ ପଠନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ୍ ମଲ୍ଲିକ ମୁଖ୍ୟ ବକ୍ତା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ , କର୍ଲାଯୁରୀ ପଞ୍ଚାୟତ ସରପଞ୍ଚ ସୁଜାତା ସେଠୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ , ନୀଳକଣ୍ଠ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। କୁନି ଛାତ୍ରଛାତ୍ରୀ ମାନଙ୍କୁ ଓ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ମାନୀତ କରାଗଲା । ଶିକ୍ଷକ ଦୀନବନ୍ଧୁ ଭୋଇ ଓ ରମେଶ ସାହୁ ସଭା ପରିଚାଳନା କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏସ୍ ଏମ୍ ସି ସଭାପତି ବିକର୍ତ୍ତନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସନ୍ତୋଷ ପୁଟୁଳିଆ , ସହଦେବ ଭୁଏ, ଋଷଭ ଭୋଇ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗୋକୁଳ ଘିବେଲା, ସୁରେଶ ଘିବେଲା, ଅଶାଢୁ ବାଗ, ଅରୁଣ ବାଗ, ହିମାଞ୍ଚଲ ସାହୁ, ସନ୍ତୋଷ ଘିବେଲା, ନିରଞ୍ଜନ ବୁଡେକ୍, ଥବିର ଘିବେଲା, ପ୍ରକାଶ ଘିବେଲା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.