Sign in
Sign in
Recover your password.
A password will be e-mailed to you.
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ କ୍ରୀଡା ପ୍ରତିଯୋଗିତା କୁ…
ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗରୁଡ଼ଗୁଡ଼ା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ଠାରେ ରାମ କୃଷ୍ଣ ମିଶନ ଆଶ୍ରମ ପୁରୀ ତରଫରୁ ଗରୀବ ଅସହାୟ ବୃଦ୍ଧ ବୃଦ୍ଧା ଓ ଶିଶୁ ଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଛି। ପୁରୀ ରାମ କୃଷ୍ଣ…
ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୭ ତମ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୭ ତମ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି I ଅନୁଷ୍ଠାନ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ…
ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,ତା-୧୪.୧୨.୨୦୨୪: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତାସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
“ ଓଡିଆର ସ୍ବାଭିମାନ ପାଇଁ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅବିସ୍ମରଣୀୟ”
ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,ଡିସେମ୍ବର ୧୪, ୨୦୨୪: ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ(ଭୁବନେଶ୍ୱର)ର ମିଳିତ…
ଭଞ୍ଜନଗର ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଅଦାଲତ୍ ବା ଭଞ୍ଜନଗର ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୦୨୪ କ୍ୟାଲେଣ୍ଡର ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ତାଲୁକା ଆଇନ୍ ସେବା କମିଟି ତରଫରୁ ଆଜି ଡିସେମ୍ବର ମାସ…
ଅସାବଧାନତା ଯୋଗୁ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଗୃହ ପାଳିତ ପଶୁ
ଅସ୍ତରଙ୍ଗ/ଦୁଃଶାସନ ନାୟକ ୧୩/୧୨ :ଆଜି ସନ୍ଧ୍ୟା ୫ଘଟିକା ସମୟରେ ଅସ୍ତରଙ୍ଗ ବ୍ଲକ୍ ଝାଡ଼ଲିଙ୍ଗ ପଞ୍ଚାୟତ ନାନପୁର ପତିସାହି ଗ୍ରାମ ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି |ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଦୀପ ପତି ସନ୍ଧ୍ୟା ସମୟରେ ନିଜ ଗୁହାଳରେ ରଖିଥିବା ଗାଈ ଓ ଛେଳି ପାଇଁ ଶୀତ ପ୍ରକୋପ ରୁ…
ବସୁଧା ପକ୍ଷରୁ ମାଟିର ଉର୍ବରତା ହ୍ରାସ ଓ ଏହାର ପ୍ରତିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ l
ଖୋର୍ଦ୍ଧା-୧୪/୧୨: ଆମ ମାଟି ଅସୁସ୍ଥ । ଭର୍ବରତା ହରାଇ ଚାଲିଛି । ନିର୍ଜିବ ଆଡ଼କୁ ଗତି କରୁଛି । ଏହା ହେଲେ ମାଟିରୁ ଶସ୍ୟ ତ ମିଳିବ ନାହଁ, ଗଛ ଲତାଟିଏ ବି ବଞ୍ଚିବ ନାହିଁ । ଏକଥା ସତର୍କ କରାଇ ଦେଇଛନ୍ତି ବୈଜ୍ଞାନିକ ମାନେ I ମାଟିର ସ୍ଥିତିକୁ ଦେଖିଲେ ଯେକେହି ଉଦବେଗ ପ୍ରକାଶ କରିବା କଥା ।…
ଡଃ ଦାମୋଦର ସାହୁଙ୍କ ମାତୃ ବିୟୋଗ ।
ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଗୋପିନାଥ ସାହିର ମୂଳ ବାସିନ୍ଦା, ପ୍ରବାସୀ ଭାରତୀୟ ,ମୁଳିଆ ସ୍ମାରକୀ ବୃତ୍ତି ଓ ଡାଟା ସେଫ୍ ଗାର୍ଡ କମ୍ପାନୀର ସହ ପ୍ରତିଷ୍ଠାତା ଡଃ ଦାମୋଦର ସାହୁଙ୍କ ମାତା ଗୁରୁବାରୀ ସାହୁଙ୍କ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ଗୁରୁବାରୀଙ୍କୁ ୮୨ ବର୍ଷ ବୟସ…
ଉଦ୍ଘାଟନ ପୂର୍ବରୁ ନୂତନ ଥାନା ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି
ଅସ୍ତରଙ୍ଗ/ଦୁଃଶାସନ ନାୟକ : ବହୁ ପ୍ରତିକ୍ଷା ର ଅନ୍ତଘଟିଛି, ଉଦ୍ଘାଟନ ହେବାକୁ ଯାଉଛି ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା l ଅନେକ ଦିନ ଆଗରୁ ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା ନିର୍ମାଣ ସରିବା ପରେ ତାହା ହିଁ କାର୍ଯ୍ୟକ୍ଷମ ହେଇପାରୁନଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର…