Sign in
Sign in
Recover your password.
A password will be e-mailed to you.
ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ
ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି ଦେଶରୁ ପ୍ରାୟ ୭୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଏହି…
ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
ଏନସିଇଆରଟି ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର- ଧର୍ମେନ୍ଦ୍ର ପ୍ରଧାନ
• ଆମାଜନ ପରେ ଏନସିଇଆରଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା • ଏନସିଇଆରଟି ପାଠ୍ୟପୁସ୍ତକ ଉପଲବ୍ଧତା ବଢିବ, ଡୋରଷ୍ଟେପରେ ଶିକ୍ଷାର୍ଥୀଙ୍କ ପହଞ୍ଚିବ ପୁସ୍ତକ• ଗୁଗୁଲ ଲର୍ଣ୍ଣିଂ…
ସରକାରୀ ଚାକିରୀ ଆବେଦନ ସର୍ବୋଚ୍ଚ ବୟସ ସୀମା ୪୩ ବର୍ଷ କୁ ବୃଦ୍ଧି ଦାବି
ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲେ ଯୁବ କଂଗ୍ରେସ ନେତା ଡ.ସ୍ମୃତି ରଞ୍ଜନ ଲେଙ୍କା ।
ଭୁବନେଶ୍ୱର ତା ୧୬.୧୨. ସରକାରୀ ଚାକିରିରେ ଆବେଦନର ବୟସ ସୀମା ସ୍ଥାୟୀ ଭାବେ ୪୩ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟରେ ଯୁବକମାନଙ୍କର ବହୁ ଦିନର ଦାବୀ ହୋଇ ଆସୁଅଛି । ପୂର୍ବ ସରକାର…
ତାଳପଦର ଓ ଏମ ଶ୍ରୀଗୀଡା ଧାନମଣ୍ଡି ପରିଦର୍ଶନ କଲେ ACSO
ବିଜେପୁର /ସୁଶାନ୍ତ ସାହୁ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ମା ରାମଚଣ୍ଡୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଏମ ଶ୍ରୀଗିଡା କୃଷୀ ସେବା ସମବାୟ ସମିତି ତଦାରଖ କରିଛନ୍ତି ପଦ୍ମପୁର ଏସି ଏସ ଓ ସନ୍ତୋଷ କୁମାର ପଧାନ । ଆଜି ସନ୍ଧ୍ୟା ୪ଟା ରେ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି l ଧାନ…
ହାବିଲଦାର, କନଷ୍ଟେବଳ ମାନଙ୍କୁ ପୂର୍ବ ରୁ ପାଉଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାର ରେ ପ୍ରଦାନ କରାଯିବ
ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ୪୫ ତମ ବାର୍ଷିକ ଉତ୍ସବ
ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ଟଙ୍କା
ପୋଷାକ ଭତ୍ତା ପାଇଁ ମିଳିବ 10 ହଜାର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବ ରୁମିଳୁଥିବା ଏକ ମାସ ର…
ବହୁଦିନ ପରେ ପୁଣି ଆରମ୍ଭ ହେଲା ଅଭିଯୋଗ ଶୁଣାଣି
ମୁଖ୍ୟମନ୍ତ୍ରୀ ଶୁଣିଲେ ଅଭିଯୋଗ, ସମାଧାନର ପ୍ରତିଶ୍ରୁତି ଦେଲେ
ଦିବ୍ୟାଙ୍ଗମାନଙ୍କ ସମସ୍ୟା ସମାଧାନ ଉପରେ ସର୍ବାଧିକ ଗୁରୁତ୍ୱ
ଲୋକଙ୍କ ମୌଳିକ ସମସ୍ୟା ଗୁଡିକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର :…
ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରଥମଦିନରେ ସମୁଦ୍ର ମନ୍ଥନ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ରିତା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ…
ନିତ୍ୟାନନ୍ଦ ପାଠାଗାରର ଏକାଦଶ ବାର୍ଷିକୀ ମହୋତ୍ସବ
https://youtu.be/yfiwj6wgSxY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ଏକାଦଶ ବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ…
ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ELEC ତାଲିମ୍ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ହେଉଛି ଶିକ୍ଷାର ପେଣ୍ଠ ସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ରାଜନଵରରେ ବୃତ୍ତିଗତ ତାଲିମ ଦିଆଯାଉଛି ଛାତ୍ର ଛାତ୍ରୀ ମାନଙ୍କୁ | ବାମ ପାଶ୍ୱର୍ରେ ଅବସ୍ଥିତ ଚାରୁ ଓ କାରୁକଳା…
ଅସ୍ତରଙ୍ଗ ଥାନାର ନୂତନ କୋଠା ଉଦଘାଟିତ
ଅସ୍ତରଙ୍ଗ :-୧୬/୧୨:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନୂତନ କୋଠା ଉଦଘାଟିତ ହୋଇଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟ୍ୟମରେ ସୋମବାର ଅପରାହ୍ନରେ ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ଆଭାସୀ ମାଧ୍ୟ୍ୟମରେ ଓଡିଶା ଆରକ୍ଷୀ ମହାନିର୍ଦ୍ଧେଶକ ଯୋଗେଶ ବାହାଦୂର…