Sign in
Sign in
Recover your password.
A password will be e-mailed to you.
ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼: ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ଯର ଐତିହ୍ଯ ଓ ବିକାଶ
ଭୁବନେଶ୍ବର- ତା.୧୬.୧୨.୨୦୨୪- ଆସନ୍ତା ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ଯାରେଡ୍ ପ୍ରଦର୍ଶନ…
AM/NS India equips rural students with study material
Barbil, December 16, 2024: ArcelorMittal Nippon Steel India (AM/NS India), a leading steelmaker, under its CSR initiative- ‘Padhega Bharat’ has taken a major step in enabling education of rural students by providing study materials to…
ଭଞ୍ଜନଗର ରେ ଆନ୍ତଃରାଜ୍ୟ ୫ମ ମରାଠା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଶୁଭାରମ୍ଭ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ପୁରୁଣା ଜେଲ୍ ପଡ଼ିଆ ତଥା ଉପେନ୍ଦ୍ରଭଞ୍ଜ ଷ୍ଟାଣ୍ଡିୟମ୍ ଠାରେ ଶୁଭାରମ୍ଭ ହୋଇଛି ଆନ୍ତଃରାଜ୍ୟ ପଞ୍ଚମ ମରାଠା ଫୁଟବଲ କପ୍ ପ୍ରତିଯୋଗିତା। ଏହି ଫୁଟବଲ୍ କପ୍ ପ୍ରତିଯୋଗିତା ଡିସେମ୍ବର ୧୫ ରବିବାର ୨୦୨୪ ଠାରୁ ୨୨ ଡିସେମ୍ବର…
ଜୁନାପାଣି ରେ ବିଜେପି ର ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ଠାରେ ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ଦିବାନ ସିଂ ଓ ସତମନ ପୂଜାରୀ ଙ୍କ ଆହ୍ଵାନ କ୍ରମେ ଆୟୋଜିତ ବୈଠକ ରେ ବ୍ଲକ ର ୧୨ ଗୋଟି…
ବିଜେପୁରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା
ବିଜେପୁର /ସୁଶାନ୍ତ ସାହୁ: ବିଜେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଧ୍ୟୟନରତ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ୧୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ…
ଏବିଭିପି ର ନଗର ବୈଠକ ଅନୁଷ୍ଠିତ।
ବାସୁଦେବପୁର - ଏବିଭିପି, ବାସୁଦେବପୁର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଗଠନ ର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମର ଯୋଜନା କରାଯିବା ସହ କଟକରେ ହେବାକୁ ଥିବା ରାଜ୍ୟ ଅଧିବେଶନ ସମ୍ପର୍କରେ ନଗର ବୈଠକ ରେ ଆଲୋଚନା କରାଯାଇଛି।
ଏହି ବୈଠକ ରେ ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟା…
ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ
ରାଉରକେଲା,(ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକ ଓ ମୋନାଲିସା ସାହୁ ଙ୍କ ସଂଯୋଜନା ତଥା ଅନୁଷ୍ଠାନର ପ୍ରତିଷ୍ଠାତା…
ସୀମାନ୍ତ ମହାବିଦ୍ୟାଳୟର ୩୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ।
(ଶାସକ ପ୍ରଶାସକ)ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖାରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଦୁଇଦିନ ତା ୧୩/୧୨ ଓ ୧୪/୧୨ ୨୪ ରିଖ ଧରି ଚାଲିଥିବା ୩୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି।ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ…
ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୮ ତମ ବାର୍ଷିକ କ୍ରୀଡା ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡ଼ିଆରେ ମହା ସମାରୋହରେ ପାଳିତ ହୋଇଯାଇଛି।ପ୍ରଥମ ଦିବସ ରେ ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ ଶୁଳପାଣି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ସଂକୁଳ ସ୍ତରୀୟ କ୍ରୀଡା ଉଦଯାପିତ
ଅସ୍ତରଙ୍ଗ ୧୫ /୧୨(ଦୁଃଶାସନ ନାୟକ ) :ଆଜି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଶିଶୁ ବିଦ୍ୟାମନ୍ଦିର ଅସ୍ତରଙ୍ଗ ଆୟୋଜିତରେ ଭଣ୍ଡରପଦା କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାକଟପୁର ସଂକୁଳ ର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମାଣିକ , ସଂକୁଳ…